ଆସିଲା ନୂଆ OLA ଇଲେକ୍ଟ୍ରି ସ୍କୁଟି ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ମାତ୍ର 15ହଜାର ଏତେ ଶସ୍ତା ବାପରେ I

OLA Electric Scooty

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁମାନେ, ବଜାରକୁ ଆସୁଛି ଓଲାର ର ସ୍କୁଟର। ମାତ୍ର ୪୯୯ ଟଙ୍କାରେ କରନ୍ତୁ ବୁକିଂ। ଥରେ ଚାର୍ଜ କଲେ କେତେ କିଲୋମିଟର ଯିବ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।ବଜାରକୁ ଆସୁଛି ଓଲାର ର ସ୍କୁଟର। ଓଲା ନିଜ ବହୁ ପ୍ରତିକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିବାକୁ ଯାଉଛି। ଏହା ବିକ୍ରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ଆରମ୍ଭ ହେବ। ତେବେ ସ୍କୁଟରର ବୁକିଂ ଆରମ୍ଭ ହୋଇସାରିଛି, ଇଚ୍ଛୁକ ଗ୍ରାହକମାନେ କମ୍ପାନୀର ୱେବ୍ ସାଇଟ୍ କୁ ଯାଇ ଅନ୍ ଲାଇନ୍ ରେ ଵୁକିଂ କରିପାରିବେ।

ତେବେ ବନ୍ଧୁଗଣ ଯଦି ଆପଣମାନେ ଇଚ୍ଛୁକ ଅଛନ୍ତି ଏହି ଗାଡ଼ି କିଣିବା ପାଇଁ ତେବେ ଓଲା ୱେବ୍ ସାଇଟ୍ କୁ ଯାଇ ଆପଣ ଅନ୍ ଲାଇନ୍ ବୁକିଂ କରିପାରିବେ। ଏହି ସ୍କୁଟରର ଆଇକ୍ୟୁବ ଓ ବଜାଜ ଚେକପକୁ କଡ଼ା ଟକ୍କର ଦେବ ବୋଲି ଆଶା ରଖାଯାଇଛି। ନିକଟରେ ଓଲାରର ମୁଖ୍ୟ ଭବିସ ଅଗ୍ରୱାଲ କହିଛନ୍ତି ଯେ ଅପକମିଂ ସ୍କୁଟରର ଅନେକ ଫିଚର୍ ବାବଦରେ ଖୁଲାସା କରିଛନ୍ତି। କମ୍ପାନୀର ଗ୍ରୁପ୍ ସିଓ ଟ୍ୱିଟ୍ କରି ଘୋଷଣା କରୁଛନ୍ତି ଯେ ଏଥିରେ ସବୁଠୁ ଅଧିକ ଗୁଡ୍ ସ୍ପେଶ୍ ଉପରେ ଆଧାରିତ କିଲେସ, ଆକ୍ସେସ୍ ଓ ସେଗ୍ମେଣ୍ଟ ଭଳି ସୁବିଧା ମିଳିବ। ସ୍କୁଟରକୁ ବୁକ୍ କରିବା ପାଇଁ ୪୯୯ ଟଙ୍କା ଖର୍ଚ୍ଚ କରିବାକୁ ହେବ।

Scooty

ପୂର୍ବ ଦାବି ଅନୁସାରେ ଓଲାର ଭବିଷ୍ୟତର ସ୍କୁଟର କେବଳ ୧୮ ମିନିଟ୍ ରେ ୫୦ ପ୍ରତିଶତ ଚର୍ଜ୍ ହେବ। ଏହା ଅଧା ଚାର୍ଜ ହେଲେ ୭୫ କିଲୋମିଟର ଯାଇ ପାରିବ, ତାହେଲେ ପୁରା ଚାର୍ଜ ହେଲେ ୧୫୦ କିଲୋମିଟର ଯାଇ ପାରିବ। ଯାହାଦ୍ଵାରା କି ଆପଣ ଏବେ ବଢୁଥିବା ପେଟ୍ରୋଲ ଦରରୁ ବଞ୍ଚି ପାରିବେ କାହିଁକି ନା ଏହା ପୁରା ଇଲେକ୍ଟ୍ରିରେ ହିଁ ଚାର୍ଜ ହେବ ଯାହା ଅନ୍ୟ ସ୍କୁଟର ଲମ୍ବା ମାଇଲେଜ୍ କୁ ଟକ୍କର ଦେଇ ପାରିବ। ସେହିପରି ସ୍କୁଟରରେ ଫୁଲ୍ ଏଲିଡି ଲାଇଟ୍ ଫାଷ୍ଟ ଚାର୍ଜ କ୍ଷମତା, ଫ୍ରଣ୍ଟ ଡିସ୍କ ବ୍ରେକ୍ ଓ ବୋହୁତ କିଛି ରହିଛି। କିଛିଦିନ ପରେ ସ୍କୁଟର ବାବଦରେ ସବୁ ତଥ୍ୟ ଆପଣମାନଙ୍କୁ ମିଳିଯିବ।

ତେବେ ଜୁଲାଇ ଶେଷ ସିଧା ଏହାର ବିକ୍ରି ଆରମ୍ଭ ହୋଇଯିବ। ଏହାର ଦାମ୍ ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଏହାର ଡାଉନ ପେମେଣ୍ଟ ୧୫ ହଜାର ଟଙ୍କା ରହିବ। କମ୍ପାନୀରେ ୨୦୨୨ ସୁଧା ସାରା ବିଶ୍ୱରେ ୧୫ ପ୍ରତିଶତ ସ୍କୁଟର ତିଆରି କରିବା ନେଇ ଲକ୍ଷ୍ୟ ରଖିଛି। କମ୍ପାନୀ ଏହି ସ୍କୁଟରକୁ ରପ୍ତାନି ମଧ୍ୟ କରିବାକୁ ଚାହୁଁଛି କାରଣ କୋରୋନା ପାଇଁ ୨୦୨୦ ରେ କମ୍ପାନୀର ଆୟ ୯୬ ପ୍ରତିଶତ ହ୍ରାସ ପାଇଛି। ସୂଚନା ଅନୁସାରେ ଓଲା ଇଲେକ୍ଟ୍ରି ଇଲେକ୍ଟ୍ରୋନିକର ସ୍ଥାପନ ୨୦୧୭ ରେ ହୋଇଥିଲା।

Electric Scooty

୨୦୧୯ ରେ ୟୁନିକର୍ଣ କ୍ଳବ୍ ରେ ପ୍ରବେଶ କରିଥିଲା। ଏହା ଟାଇଗର ଗ୍ଲୋବାଲ ମ୍ୟାନେଜମେଣ୍ଟ ମ୍ୟାଟ୍ରିକ୍ସ୍ ପାର୍ଟନର ଓ ହୁଣ୍ଡାଇ ମୋଟରସ୍ ଭଳି କିଛି କମ୍ପାନୀର ନିବେଶକଙ୍କ ଠାରୁ ୩୦୭ ମିଲିୟନ ଡଲାର ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ତେବେ ବନ୍ଧୁଗଣ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ଏହାକୁ ଅନ୍ୟମାନଙ୍କ ସହିତ ନିଶ୍ଚିତ ସେୟାର କରନ୍ତୁ।ଏଭଳି ଖବର ସର୍ବ ପ୍ରଥମେ ପାଇବା ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *