ଏହି ପାଞ୍ଚଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଜଳ ଭଳି ପବିତ୍ର।

girls

ଏ ଦୁନିଆରେ କୌଣସି ଝିଅ କୁ ବୁଝିବା ସାମାନ୍ୟ ନୁହଁ କାରଣ ଗୋଟେ ଝିଅର ମୁଣ୍ଡରେ କେତେବେଳେ କଣ ଚାଲେ ଏଇଟା କେହି କହିପାରିବେ ନାହିଁ।ସାଧାରଣତ ଝିଅ ପିଲା ମାନଙ୍କର ବ୍ୟବହାର ଏତେ ଅଲଗା ଥାଏ କି ସେ କେତେବେଳେ କେଉଁ କଥାରେ କଣ ପ୍ରତିକ୍ରିୟା ଦେବେ ସେଇଟା କେହି କହିପାରିବେ ନାହିଁ।

ତଥାପି ଏ ଦୁନିଆରେ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ଗଙ୍ଗାଜଳ ଭଳିଆ ସ୍ଵଛ ଏବଂ ନିର୍ମଳ ଅଟନ୍ତି ଆଉ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଆଉ ସେଠି ଆହୁରି କେତେକ ଝିଅ ଅଛନ୍ତି ବହୁତ ଚଲାଖ,ଚତୁର ବେଇମାନି ଅଟନ୍ତି ଆଉ ଭରସା ଯୋଗ୍ୟ ଅଟନ୍ତି ନାହିଁ।ଆଜି ଆମେ ଏ ବିଷୟରେ କହିବାକୁ ଯାଉଛୁ ଯଉଁମାନେ ବହୁତ ପବିତ୍ର ଅଟନ୍ତି।

gi

ସବୁଠାରୁ ପ୍ରଥମେ ଆସିବ ବି (B) ନାମକ ଝିଅ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି। ନିଜ ଜୀବନ ସାଥି ପ୍ରତି ବହୁତ ବିଶ୍ୱାସୀ ଅଟନ୍ତି,ଆଉ କୌଣସି ବି ଅସୁବିଧାରେ ପଡିଥିବା ନିଜ ସାଥୀର ହାତ ଛାଡ଼ନ୍ତି ନାହିଁ ଓ ଏମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ।ସେଥିପାଇଁ ଏମାନେ ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।

ଦ୍ଵିତୀୟରେ ଆସିବ ଏନ (N) ନାମକ ଝିଅ ଏମାନେ ବହୁତ ତେଜସ୍ୱି ଅଟନ୍ତି।ନିଜ ପରିବାର ଆଉ ନିଜ ସାଥି ର ବହୁତ ଧ୍ୟାନ ରଖନ୍ତି ଏମିତି କିଛି କରନ୍ତିନି କି ଯାହାଦ୍ୱାରା ନିଜ ପରିବାର ମାନ ସନ୍ନମ୍ମାନ ତଳେ ପଡୁକି ନିଜ ସାଥି କୁ କଷ୍ଟ ହଉ।ଏମାନଙ୍କର ସ୍ଵଭାଵବି ବହୁତ ଭଲ ହୋଇଥାଏ,ସେଥିପାଇଁ ଏମାନେ ଗଙ୍ଗା ଠାରୁ ପବିତ୍ର ଅଟନ୍ତି।

ତିନି ନମ୍ବର ରେ ଆସିବେ ପି(P) ନାମକ ଝିଅ ଏମାନେ ବହୁତ ଶାନ୍ତ ଅଟନ୍ତି ଆଉ ନିଜ ସମ୍ପର୍କ କୁ ବାନ୍ଧି ରଖିବା ଭଲ ଭାବରେ ଜାଣିଛନ୍ତି।ଏହି ନାମ ଧାରି ଝିଅ ସମସ୍ତଙ୍କ ଭାବନା ର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି ସେ ଯେମିତି ହଉ ତାଙ୍କଠୁ ଛୋଟ କିମ୍ବା ବଡ ହେଉ କିନ୍ତୁ ଇଏ କେବେ କାହାକୁ ଦୁଃଖ କିମ୍ବା କଷ୍ଟ ଦିଅନ୍ତି ନାହିଁ ଆଉ ସମସ୍ତଙ୍କ ସହ ଆଦରର ସହ କଥା ହୁଅନ୍ତି।ସେଥିପାଇଁ ଏମାନେ ଗଙ୍ଗା ଠାରୁ ବି ପବିତ୍ର ବୋଲି ମାନନ୍ତି।

girl

ଚତୁର୍ଥ ରେ ଆସିବେ ଏସ(S) ନାମକ ଝିଅ ଏ ମାନେ ବହୁତ ଲାଜକୁଳି ଅଟନ୍ତି ତଥାପି ନିଜ ପରିବାର ର ମାନ ମର୍ଯ୍ୟାଦା ପ୍ରତି ବହୁତ ଯତ୍ନଶୀଳ ଅଟନ୍ତି।ନିଜଠାରୁ ବଡମାନଙ୍କୁ ସମ୍ମାନ ଓ ନିଜଠାରୁ ସାନମାନଙ୍କୁ ସ୍ନେହ ଦେଇଥାନ୍ତି ନିଜ ପରିବାରକୁ ଖୁସି କରିବାରେ ବହୁତ ପ୍ରୟାସ କରନ୍ତି।

ପଞ୍ଚମରେ ଆସିବେ ଏମ(M) ନାମକ ଝିଅ।ଏମାନଙ୍କ ସ୍ଵଭାଵ ବହୁତ ଶାନ୍ତ ହୋଇଥାଏ,ଏମାନେ ବହୁତ ଜୋରରେ କଥା କହିଥାନ୍ତି।ଏମାନେ କାହାକୁ ହତାଦର କରନ୍ତି ନାହିଁ।ନିଜ ଜୀବନ ସାଥିକୁ ଖୁସିରେ ରଖିବାକୁ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରନ୍ତି।ସେଥିପାଇଁ ଏମାନେ ଗଙ୍ଗା ଠାରୁ ମଧ୍ୟ ପବିତ୍ର ଅଟନ୍ତି। ତେବେ ଏହି ଭଲି କିଛି ଖବର ସବୁଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *