ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରାୟତ ଆମ ମନରେ ବେଳେବେଳେ ସନ୍ଦେହ ହୋଇଥାଏ କି ହୁଏତ ଆମ ମାନଙ୍କ ଗୃହରେ କିଛି ବାସ୍ତୁ ଦୋଶ କିମ୍ବା କିଛି ଦୋଶ ରହିଅଛି କି , କିମ୍ବା ଯଦି ଆପଣ କୈଣସି ସ୍ଥାନରେ ଜମି କିଣୁ ଅଛନ୍ତି ଏବଂ ଘର କରିବା ବିଚାର ରଖୁଛନ୍ତି ତ ଭାବି ପାରନ୍ତି କି ସେହି ଜମିରେ କିଛି ଦୋଶ ରହୁ ନାହିଁ ତ , ତେବେ ଏହି ସବୁ ସମସ୍ୟା ରୁ ସମାଧାନ ପାଇବା ପାଇଁ ମୁଁ ଆଜି ଆପଣଙ୍କୁ କିଛି ଏପରି ଉପାୟ ବିସୟରେ କହିବି ଯାହାକୁ ଆପଣ କରି ନିଜେ ନିଜ ଜମିର ଭଲମନ୍ଦ ଜାଣି ପାରିବେ , ଶୁଭ ଅଶୁଭ ଜାଣି ପାରିବେ ।
ଆପଣଙ୍କ ଘରର ଜମି କିମ୍ବା ଘର କରିବାକୁ ଥିବା ଭୂମୀରେ ଆପଣଙ୍କର ଗୃହର ବାସ୍ତୁ ଦୋଶ ନିର୍ନୟ ପାଇଁ ଆପଣ ପ୍ରଥମେ ଏହି କାର୍ଯ୍ୟ କରନ୍ତୁ , ଗୋଟିଏ ମାଟିର କଳସ ନିଅନ୍ତୁ ଏବଂ ତାକୁ କ୍ଷୀର ଦ୍ୱାରା ପୂର୍ଣ୍ଣ କରନ୍ତୁ ଏବଂ ସେହି ମାଟି କଳସକୁ ଗୋଟିଏ ଘୋଡଣି ଦେଇ ନିଜର ଜାଗାରେ ପୋତି ଦିଅନ୍ତୁ ଏପରି ଆପଣ ଦିନରେ କରିବେ ଏବଂ ସକାଳ ସ୍ନାନ କରିବା ପରେ କରିବେ ଏବଂ ଏହା ପରେ ବାର ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବେ
ଏବଂ ବାର ଦିନ ମଧ୍ୟରେ ଯଦି କୈଣସି ଅପ୍ରିତି କର ପରିସ୍ଥିତି ଯେପରି ଦୃଘଟଣା ସ୍ୱାସ୍ଥ ହାନି ବାଦ ବିବାଦ ଅସୁସ୍ଥତା ଅଶାନ୍ତି ଯଦି ଏପରି କିଛି ନଦେଖନ୍ତି ତେବେ ଆପଣ ମାନେ ନିଶ୍ଚନ୍ତ ହୋଇ ଯାଆନ୍ତୁ କି ସେହି ଭୂମୀରେ ବା ସେହି ଜାଗାରେ କୈଣସି ପ୍ରକାର ଦୋଶ ନାହିଁ ଏବଂ ସେଠାରେ ଆପଣ ନିଶ୍ଚିନ୍ତ ମନରେ ରୁହନ୍ତୁ ଏବଂ ଯଦି ନୂଆ ଘର କରିବା ପାଇଁ ତେବେ ନିଶ୍ଚିନ୍ତ ମନରେ ସେହି ଜାଗାରେ ଘରଟିଏ କରନ୍ତୁ ।
କିନ୍ତୁ ଯଦି କୈଣସି ଅପ୍ରୀତିକର ପରିସ୍ଥିତି ଏହି ବାର ଦିନ ମଧ୍ୟରେ ସୃଷ୍ଟି ହୁଏ କିମ୍ବା ଆପଣ କିଛି ଭୟଙ୍କ ଦୁଇ ସ୍ୱପ୍ନ ଲଗାଦାର ଦେଖନ୍ତି ତେବେ ନିଶ୍ଚନ୍ତ ଜାଣି ନିଅନ୍ତୁ କି ସେହି ଭୂମୀରେ କିଛି ନା କିଛି ଦୋଶ ରହିଅଛି ଏବଂ ସେହି ଜାଗାରେ ପୂଜା ହୁମ ଆଦି ଆୟଜନ କରନ୍ତୁ , ଏବଂ ଯଦି ନୂଆ ଘର କରିବା ପାଇଁ ଚାହୁଛନ୍ତି ତେବେ ପୂଜା କରି ଭଲସେ ନିତି ନିୟମ ଘର କରନ୍ତୁ ,
ନାହିତ ଚେଷ୍ଟା କରନ୍ତୁ କି ନୂଆ ଘର କରୁଛନ୍ତି କିମ୍ବା ସେଭଳି ଜାଗାଟିଏ କିଣିକି ରଖିଛନ୍ତି ତ ସେଥିରେ ଘର କରନ୍ତି ନାହିଁ କାରଣ ସେହି ଘରେ ଯିଏ ରହିବ ଦୁଃଖ କଷ୍ଟ ଭୋଗିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।