ଆପଣ ମାନଙ୍କ ପେଟ କେତେ ବି ବଡ ହୋଇ ଥାଉ ନା କାହିଁକି କେବଳ 7 ଦିନ ରେ ହିଁ ଆପଣଙ୍କ ଚର୍ବି କୁ ମେଲ୍ଟ କରନ୍ତୁ ।

Weight

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଏହି ନୁସ୍ଖା ଆପଣ ମାନଙ୍କ ପାଇଁ ବହୁତ ଜରୁରୀ ରହିଛି । ଆପଣ ମାନଙ୍କ ପାଇଁ ଆମେ ମାନେ ଆଜି ଏକ ଉନ୍ନତ ମାନ ର ପକ୍ରିଆ ନେଇ କରି ଆସିଛୁ ଜାହା ଆପଣ ମାନଙ୍କ ପେଟ ର ଚର୍ବି କୁ ବହୁତ ସହଜ ରେ କମେଇଦେବ । କେବଳ ଦୁଇଟି ଜିନିଷ ରେ ଏହି ଉପାୟ ଦାଏଟିଙ୍ଗ ତଥା ବ୍ୟାୟାମ ବିନା ହିଁ ଆପଣ ମାନେ ନିଜର ଓଜନ ହ୍ରାସ କରିବା ସହିତ ନିଜର ପେଟ ର ଚର୍ବି କୁ ଅତି ସହଜ ରେ କମେଇ ପାରିବେ । ତେବେ ଏହି ନୁସ୍ଖା କୁ ଆପଣ ମାନେ କେମିତି ପ୍ରସ୍ତୁତ କରିବେ ସେହି ବିଷୟ ରେ ଆସନ୍ତୁ ଜାଣିନେବା ।

ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଜିରା ନେବାକୁ ପଡିବ ଏବଂ ଏହା କୁ ଆପଣ ମାନେ ସେମିତି ହିଁ ଆଣନ୍ତୁ ଏହାକୁ ଆପଣ କେବେ ବି ଭିଜାନ୍ତୁ ନାହିଁ । ଏହି ଆମ ଶରୀର ପାଇଁ ବହୁତ ଉପକୃତ ଅଟେ ଏଥିରେ ପେଟ୍ରୋ ସେଲେନିଆମ ନାମକ ପଦାର୍ଥ ଆମ ଶରୀରର ହଜମ ଶକ୍ତି ବୃଦ୍ଧି କରିଥାଏ । ଏହା ସହିତ ଆମର ହଜମ ଶକ୍ତି କୁ ବି ବୃଦ୍ଧି କରିଥାଏ । ଏହା ପରେ ଆମେ ମାନେ କଳା ମରିଚ ନେବୁ । ଏହି କଳା ମରିଚ ଆମର ଶରୀର ପାଇଁ ବହୁତ ଫାଇଦା ଦେଇଥାଏ ।

Cumin

ଏହି ଥିରେ ଥିବା ତତ୍ୱ ଆମ ଶରୀରର କଲେଷ୍ଟେରୋଲ କୁ ବହୁତ ମାତ୍ରା ରେ କମ୍ କରେ । ଏହା ପାଇଁ ଆପଣ ମାନେ ଚାରିଟି କଳା ମରିଚ ନିଅନ୍ତୁ । ଏହା ପରେ ଆପଣ ମାନେ ଅଦା ନିଅନ୍ତୁ ଜାହା ଆମର ରୋଷେଇ ଘରେ ମସଲା ଭାବେ ବ୍ୟବହର ହୁଏ । ଏହି ଅଦା ବିଷୟ ରେ ଆୟୁର୍ବେଦରେ ବର୍ଣ୍ଣନା କରା ଯାଇଛି।ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି ଏହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ ।

ଏହା ଆମ ଶରୀର ର ଅନେକ ରୋଗ କମେଇଥାଏ ତଥା ଆପଣ ମାନେ ଏହାକୁ ଚର୍ବି କମେଇବା ପାଇଁ ବି ବ୍ୟବହାର ହୋଇଥାଏ । ଆପଣ ମାନେ ଏକ ଗ୍ଲାସ୍ ପାଣି ନେଇ ସେହି ଥିରେ ଏହି ସବୁ ପକେଇ ଗ୍ୟାସ୍ ର ଅଳ୍ପ ଫ୍ଲେମ୍ ରେ ଆପଣ ମାନେ ଏହାକୁ ଫୁଟେଇ ପାରିବେ ।

weight

ଏହା ପରେ ଆପଣ ମାନଙ୍କ ସବୁ ଜିନିଷ ର ପୋଷକ ତତ୍ୱ ସେହି ପାଣି ରେ ଆସିବ ଏବଂ ପରେ ଆପଣ ମାନେ ଏହାକୁ ଚା ପରି ସେବନ କରନ୍ତୁ । କେବଳ 7 ଦିନ ଆପଣ ମାନେ ଏହାକୁ ସକାଳୁ ଖାଲି ପେଟରେ ଏବଂ ସଂନ୍ଧ୍ୟା ରେ ଖାଲି ପେଟ ରେ ଖାଇବା ଦ୍ୱାରା ଆପଣ ମାନଙ୍କ ଚର୍ବି ବହୁତ କମ୍ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *