ହାତ ଗୋଡ, ଆଣ୍ଠୁ ଦରଜ, ପୁରୁଣା Gout Arthritis Uric Acid କୁ ସଂମ୍ପର୍ଣ୍ଣ ଭଲ କରିବାର ଘରୋଇ ଉପଚାର ଜାଣିବା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶରୀର ରେ ଇୟୁରିକ୍ ଏସିଡ୍ ର ବୃଦ୍ଧି ହେବା କେଉଁ କାରଣ ଥାଏ । ଏହାର ଲକ୍ଷଣ କଣ ହୋଇଥାଏ ସେହି ବିଷୟ ରେ ଆମେ ଆଜି ଜାଣିବା । କେବେ କେବେ ରକ୍ତ ରେ ଇୟୁରିକ୍ ଏସିଡ୍ ର ମାତ୍ରା ସାମାନ୍ୟ ରୁ ଅଧିକ ହୋଇ ଯାଏ । ଏହାକୁ ହାଇପର ଇୟୁରିକ୍ ସେମିଆ ବି କୁହାଯାଏ ଗାଉନ୍ ବା ଗଣ୍ଠୀଆ , କଡ୍ନୀ ରେ ଷ୍ଟୋନ ହାଇବ୍ଲଡ୍ ପ୍ରେସର ବା କିଡ୍ନୀ କାମ କରିବା ବନ୍ଦ କରିବା ଆଦି ଇୟୁରିକ୍ ଏସିଡ୍ ବଢିବାର ମୂଖ୍ୟ କାରଣ ହୋଇଥାଏ ।

knee pain

ଆଲକୋହଲ ର ଅଧିକ ସେବନ କରିବା , ଅନୁବାଂଶିକତା ହାଇପୋ ଥାଇରେଡ୍ ,ମୋଟାପଣ , ଲ୍ୟୁକେମିଆ ଆଦି ଏହି ଇୟୁରିକ୍ ଏସିଡ୍ ବଢିବାର କାରଣ ହୋଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହା ବହୁତ ଉପକାରୀ ଅଟେ । ଏହା ପାଇଁ ପ୍ରଥମେ ଆପଣ ମାନେ ଲାଉ ର ଜୁସ୍ କୁ ସେବନ କରି ପାରିବେ ଲାଉ 50 ଗ୍ରାମ୍ , ଅଅଁଳା ଜୁସ୍ 10 ମିଲି ଗ୍ରାମ୍ , ଆଲୋବେରା ଜୁସ୍ 10 ଗ୍ରାମ୍ , ଆଣି ଆପଣ ମାନେ ଏହି ତିନୋଟି କୁ ମିଶେଇ କରି ପିିଇଲେ ଏହି ଅନୁବାଂଶିକତା ହାଇପୋ ଥାଇରେଡ୍ ସମସ୍ୟା ହାତ ଗୋଡ, ଆଣ୍ଠୁ ଦରଜ, ରୁ ଦରେଇ ଯିବେ ।

ଏହା ପାଇଁ ଆପଣ ମାନଙ୍କୁ ଦୁଇଟି କାକୁଡୀ ର ଆବଶ୍ୟକତା ପଡିବ ଏବଂ ତାହା ମଧ୍ୟ ରେ ମଞୀ ଯୁକ୍ତ ସସ କୁ ବାହାର କରି ଗ୍ରାଇଣ୍ଡ କରନ୍ତୁ । ଏବଂ ପରେ କାକୁଡୀ ରସ ରେ ବସା ଦହୀ ରୁ ଅଧା ତାଟିଆ ମିଶାନ୍ତୁ ଏବଂ ପରେ ଛଅ ରୁ ସାତ ଟି ପୁଦିନା ପତ୍ର ମିଶାନ୍ତୁ , ଏବଂ ପରେ ଏକ ଲେମ୍ବୁ ଫାଳ ମିଶାନ୍ତୁ , ପରେ ସେହି ଥିରେ ଚିମୁଟାଏ ଧଣିଆ ଗୁଣ୍ଡ ମିଶାନ୍ତୁ , ସେହି ପରି ମେଥି ଦାନା ର ଗୁଣ୍ଡ ମିଶାନ୍ତୁ , ଚିମୁଟାଏ ସେହି ପରି ହଳଦୀ ଗୁଣ ମିଶାନ୍ତୁ । ପରେ ସେହି ଥିରେ ଜୀରା ଗୁଣ୍ଡ ଚିମୁଟାଏ ମିଶାନ୍ତୁ , ଏବଂ ଶେଷ ରେ ଲଙ୍କା ଗୁଣ୍ଡ ଚିମୁଟାଏ ମିଶାନ୍ତୁ ।

Back pain

ଏହି ସବୁ କୁ ମିକ୍ସ କରି ଫ୍ରୀଜ୍ ରେ କିଛି ସମୟ ପାଇଁ ରଖନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ପ୍ରତି ଏହାର ଏହି ପରି ଭାବେ ସେବନ କରିବେ ତେବେ ଆପଣ ମାନଙ୍କର ଗଣ୍ଠୀଆ , କଡ୍ନୀ ରେ ଷ୍ଟୋନ ହାଇବ୍ଲଡ୍ ପ୍ରେସର ବା କିଡ୍ନୀ କାମ କରିବା ବନ୍ଦ କରିବା ଆଦି ଭଲ କରିବା ସହିତ ଅନୁବାଂଶିକତା ହାଇପୋ ଥାଇରେଡ୍ ,ମୋଟାପଣ , ଲ୍ୟୁକେମିଆ, ହାତ ଗୋଡ, ଆଣ୍ଠୁ ଦରଜ ଆଦି ରୁ ମୁକ୍ତି ମିଳେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *