ଯେଉଁ ସ୍ତ୍ରୀ ତକିଆ ତଳେ ଏହି ୧ ଜିନିଷ ରଖିକି ଶୋଇଥାଏ ତା ଘର ପୁରା ଟଙ୍କା ପଇସା ରେ ଭର୍ତ୍ତି ହୋଇ ରହିଥାଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଣ୍ଡ ତଳେ ରଖା ଜାଉଥିବା ତକିଆ ଆପଣ ମାନଙ୍କୁ ରାତା ରାତି ମାଲାମାଲ କରି ଦେଇଥାଏ ଶୋଇବା ସମୟ ରେ ତକିଆ ତଳେ ଏହି ଗୋଟିଏ ଜିନିଷ କୁ ଆପଣ ମାନେ ନିଶ୍ଚିତ ଭାବେ ରଖନ୍ତୁ , ଏବଂ ଦେଖନ୍ତୁ ଚମତ୍କାର ରାତା ରାତି ଆପଣ ମାନଙ୍କ ଭାଗ୍ୟ ଚମକିଯିବ ।  ତେବେ ଏହି ଲିଷ୍ଟ ରେ ପ୍ରଥମେ ରହିଛି ପଜେଟିଭ୍ ଉର୍ଜା ରେ ଭରା ମୟୁରପଙ୍ଖ କୁ ଆପଣ ମାନେ ନିଜର ତକିଆ ତଳେ ରଖିବେ ତେବେ ଏହାର ପ୍ରଭାବ ବହୁତ ଲାଭ କାରୀ ସିଦ୍ଧ ହୁଏ ।peacock

ଏମିତି କରିବା ଦ୍ୱାରା ବ୍ୟକ୍ତି ର କୁଣ୍ଡଳୀ ରେ ଲାଗି ରହି ଥିବା ଦୋଶ ଦୂର ହୁଏ , ସେହି ପରି ଦୁଇ ରେ ବନ୍ଧୁଗଣ ଆପଣ ମାନେ ନିଜର ତକିଆ ତଳେ ପ୍ରତି ଦିନ 4 ରୁ 5 ଟି ତୁଳସୀ ପତ୍ର କୁ ରଖନ୍ତୁ , ଏମିତି କରିଲେ ବି ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରଶନ୍ନ ହେବା ସହିତ ଆପଣ ମାନଙ୍କ ଘରେ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ ।

ଆପଣ ମାନେ ରାତ୍ରୀ ସମୟ ରେ ଶୋଇବା ପୂର୍ବ ରୁ ଗୋଟିଏ ଏକ ଟଙ୍କା ର କୟନ୍ ନିଅନ୍ତୁ ଏବଂ ନିଜର ବିଛଣା ରେ ବସି ନିଜର ଉପରେ 7 ଥର ବୁଲେଇ ଆଣି ଉତାରି ଦିଅନ୍ତୁ । ତେବେ ପରେ ଆପଣ ମାନେ ସେହି ଟଙ୍କା କୁ ନିଜର ତକିଆ ତଳେ ରଖି ଶୋଇ ଜାଆନ୍ତୁ ,coin

ଏବଂ ପରେ ସେହି ଟଙ୍କା କୁ ଆପଣ ମାନେ ପର ଦିନ ନେଇ ଜାଇ ଘର ଠାରୁ ଦୂରେ ଥିବା ଗୋଟିଏ ସ୍ମସାନ ରେ ପକାଇ ଦିଅନ୍ତୁ, ଏମିତି କରିଲେ ଆପଣ ମାନଙ୍କର ଗ୍ରହ ଦୋଷ ଖଣ୍ଜନ ହେବା ସହିତ ଆପଣ ମାନଙ୍କୁ ଧନୀ ର ବିଶେଷ ପ୍ରାପ୍ତି ହୁଏ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *