ଆଜି ଶନିବାର ଅଟେ ,ଶନିଦେବଙ୍କ ଦିନ , ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଓ ଶନି ବକ୍ର ଦୃଷ୍ଟିରେ ଲୋକ ବହୁତ ଡରିଥାନ୍ତି , ଧର୍ମ ଗ୍ରନ୍ଥ ଅନୁସାରେ ଶନିବାରକୁ ମୁଖ୍ୟ ରୁପରେ ଭଗବାନ ଶନିଦେବ ପୂଜା କରିବା ଉଚିତ୍ , ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ୍ କରିବାକୁ ହେଲେ କିଛି ବିଶେଷ ମନ୍ତ୍ରର ଜପ କରିବା ଉଚିତ୍ ହୋଇଥାଏ ।
ଯେଉଁ ରାଶି ଉପରେ ଶନିଙ୍କର ସାଢେ ସାତ ଓ ଢୟ୍ୟା ପ୍ରଭାବ ଅଛି , ସେ ଲୋକ ସବୁ ଶନିବାର ଶନି ମନ୍ତ୍ରର ଜପ କରନ୍ତୁ , ଯାହା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ । ଏହି ମନ୍ତ୍ରର ଜପ କରିବା ବିଧି କିଛି ଏହି ପ୍ରକାରର ଅଟେ , ୧) ଲଘୁ ମନ୍ତ୍ର , (ଓଁ ଏଂ ହ୍ରିଂ ଶ୍ରୀ ଶନେଶ୍ଚରାୟ ନମଃ) , ୨) ବୀଜ ମନ୍ତ୍ର,( ଓଁ ଶଂ ଶନୈଶ୍ଚରାୟ ନମଃ,) ମନ୍ତ୍ର: (ଓଁ ପ୍ରାଂ ପ୍ରୀଂ ସଃ ଶନୟେ ନମଃ )।
ଏହି ବିଧି ଦ୍ୱାରା କରନ୍ତୁ ମନ୍ତ୍ରର ଜପ :
୧) ଶନିବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରି କୁଶର ଆସନରେ ବସିଯାଆନ୍ତୁ , ସାମନାରେ ଶନିଦେବଙ୍କ ମୂର୍ତ୍ତି କିମ୍ବା ଫଟୌ ସ୍ଥାପନ କରନ୍ତୁ , ଓ ନୀଳ ଫୁଲ କିମ୍ବା ଅପରାଜିତା ଫୁଲ ଦେଲେ ଭଲ ହେବ ,
2 ) ତାପରେ ରାଶିର ତେଲ ଓ ଖେଚୁଡି ଭୋଗ ଲଗାନ୍ତୁ , ଏହାପରେ ରୁଦ୍ରାକ୍ଷ୍ୟ ମାଳାରେ ଏହି ମଧ୍ୟରୁ ଯେଉଁ ଗୋଟେ ମନ୍ତ୍ରର ଜପ କମ୍ ସେ କମ୍ ପାଞ୍ଚଟି ମାଳା ଜପ କରନ୍ତୁ , ଏହାପରେ ଶନିଦେବଙ୍କ ଶୁଭ ଫଳ ପ୍ରଦାନ କରିବାପାଇଁ ପ୍ରାର୍ଥନା କରନ୍ତୁ ।
ଦେଖିବେ ଏମିତି କିଛି ଦିନ କଲା ପରେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ହରିନେବେ ଶନିଦେବ । କେବଳ ନିଷ୍ଟାର ସହକାରେ ଶନିଦେବଙ୍କର ପୁଜା କରିବା ଆବଶ୍ୟକ । ଶନିଦେବ ଅତି ଶିଘ୍ର ପ୍ରସନ୍ନ ହୋଇଥାନ୍ତି , ସେହିପରି ଅତି ଶିଘ୍ର ରାଗି ମଧ୍ୟ ଜାଆନ୍ତି । କେବଳ ଆପଣ ଶନିଙ୍କୁ ପ୍ରସନ୍ନ କରିବା ଶିଖିବା ଜାଣିବା ଆବଶ୍ୟକ । ଏହା କରି ପାରିଲେ ନିଜ ଜୀବନର ସବୁ ଦୁଃଖ ହରଣ ହେବ । ଯଦି ଆପଣ ନିଜ ରାଶି ବିଷୟରେ ସୁଚନା ଚାହାଁନ୍ତି , ତେବେ ଗୋଟିଏ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ରାଶି ବିଷୟରେ ସୁଚନା ଦେବୁ ।