ହନୁମାନଙ୍କର ଅତି ପ୍ରିୟ ଏହି ରାଶି – କେବେବି ଏମାନଙ୍କୁ ପଡିବାକୁ ଦିଅନ୍ତିନି ଅସୁବିଧାରେ ।

hanuman

ଭଗବାନ ଶ୍ରୀ ହନୁମାନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ପ୍ରଭୁ ଶ୍ରୀ ହନୁମାନ ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ବୋଲି ସବୁ ଜାଣିଛନ୍ତି । ପ୍ରଭୁ, ଶ୍ରୀରାମଙ୍କ ଭକ୍ତିରେ ସେ ସର୍ବଦା ମଗ୍ନ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ୪ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ଶ୍ରୀ ହନୁମାନଙ୍କର କୃପା ରହିଛି । ଏହି ୪ଟି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଶ୍ରୀହନୁମାନ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ଏହି 4ଟି ରାଶି ହନୁମାନଙ୍କର ସବୁଠୁ ପ୍ରିୟ ।

ମେଷ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ହନୁମାନଙ୍କର ଅସୀମ କୃପା ରହିଛି ଏବଂ ଆଗାମୀ 3 ମାସ ପର୍ଯ୍ୟନ୍ତ ଏମାନଙ୍କ ଜୀବନରେ କୌଣସି ସମସ୍ୟା ଦେଖାଯିବ ନାହିଁ । ଆପଣ ପ୍ରତ୍ୟେୋକ କାର୍ଯ୍ୟ କରିବା ପୂର୍ବରୁ ହନୁମାନଙ୍କ ଉପରେ ଭରସା ରଖନ୍ତୁ । ଦେଖିବେ ଆପଣ ଯେତେ ବିପଦରେ ପଡିଲେ ବି ପବନ ପୁତ୍ର ଆପଣଙ୍କର ଉଦ୍ଧାର କରିନେବେ ।

astrolog

ସିଂହ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ହନୁମାନ ବହୁତ ପ୍ରସନ୍ନ ରହିଛନ୍ତି ଏବଂ ଆପଣଙ୍କର ଧନ ଲାଭ ହେବାକୁ ଯାଉଛି । ଚାକିରୀରେ ଆପଣଙ୍କର ପଦୋନ୍ନତି ଘଟିବ ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ସବୁଦିନ ପାଇଁ ଦୂର ହେବ । ଏହି ଦିନରେ ଆପଣଙ୍କର ସବୁ ରୋଗ ବୌରାଗ ହନୁମାନ ହରଣ କରିବା ସହିତ ଆପଣଙ୍କ ଜୀବନକୁ ଖୁସିରେ ଭରିଦେବେ ।

କୁମ୍ଭ ରାଶି; ଆପଣ ନିଜର ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ସମାପ୍ତ କରିବେ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ଯେକୌଣସି କାମକୁ ଆରମ୍ଭ କରିବା ପୂର୍ବରୁ ଶାନ୍ତି ଏବଂ ସ୍ତିରଥା ସହିତ ଆରମ୍ଭ କରନ୍ତୁ । ଏହା କରିବା ଦ୍ଵାରା ଏହିସଫଳତା ଆପଣଙ୍କୁ ଉନ୍ନତି ଆଡକୁ ଆଲିଙ୍ଗନ କରିବ । ସବୁଠୁ ବଡ କଥା ହେଉଛି ସବୁବେଳେ ଆପଣଙ୍କ ଉପରେ ହନୁମାନଙ୍କ କୃପା ଲାଗି ରହୁଛି ।

rashi

ମିଥୁନ ରାଶି – ଏହି ରାଶିର ବ୍ୟକ୍ତିମାନେ ଶନିଦେବଙ୍କର ବହୁତ ପ୍ରିୟ ଅଟନ୍ତି ଏହା ସହିତ ହନୁମାନ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ବ୍ୟବସାୟ ଓ ଚାକିରୀରେ ଆପଣଙ୍କର ଉନ୍ନତି ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ କେବେହେଲେ ଧନର ଅଭାବ ରହିବ ନାହିଁ ।

ନିଜ ରାଶି , ଜାତକ ଓ ଭାଗ୍ୟ ବିଷୟରେ ସବୁଦିନ ପଢିବା ଓ ସୁଚନା ପାଇବା ପାଇଁ ଚାହୁଁଥିଲେ ଏବ ହିଁ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ କରି ଦିଅନ୍ତୁ । ଲାଇକ କଲେ ହିଁ ସବୁ ସୁଚନା ପାଇ ପାରିବେ ।

Leave a Reply

Your email address will not be published. Required fields are marked *