ନମସ୍କାର ବନ୍ଧୁମାନେ ଆପଣଙ୍କୁ ଆମ ରାଶିଫଳ ଭିତ୍ତିକ ପୋଷ୍ଟ କୁ ସ୍ୱାଗତ। ବନ୍ଧୁଗଣ ଆଜିଠାରୁ ଭଗବାନ ଶନି ଏହି ୭ଟି ରାଶି ଉପରେ ଖୁବ ପ୍ରସନ୍ନ ହୋଇଛନ୍ତି ତେଣୁ ଏହି ସବୁ ରାଶି ଗୁଡିକର ସବୁ ଦୁଃଖ ନାଶ ହେବାକୁ ଯାଉଛି।ପୂଜାର୍ଚ୍ଚନାରେ ମନୋନିବେଶ କରନ୍ତୁ । ଆଜିଠାରୁ ଆଉ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ ନାହିଁ । ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍ ସମୟରେ ପୂରଣ ହୋଇଯିବ । ବ୍ୟବସାୟୀଙ୍କ ଲାଗି ଲାଭପ୍ରଦ ରହିବ । କୌଣସି କାର୍ଯ୍ୟ ଅଟକିବ ନାହିଁ । ସ୍ଵସ୍ଥ୍ୟ ଓ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବାରେ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ କିନ୍ତୁ ବାକ୍ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ ।ତେଣୁ ଦେଖି ବୁଝି ସୁଝି କଥା କୁହନ୍ତୁ।
ସୁନା,ଗାଡ଼ି,ଘରୋଇ ଜିନିଷ କିଣିବାର ସୁଯୋଗ ପାଇବେ। ନୂତନ କର୍ମାରମ୍ଭ କରିବା ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । କୌଣସି ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇପାରେ । ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଭଲ ସମ୍ପର୍କ ଥିବା ବନ୍ଧୁ ଜଣକ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ
ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କୌଣସି ସଭାସମିତି କାର୍ଯ୍ୟରେ ସାମିଲ ହୋଇପାରନ୍ତି । ଦକ୍ଷତା ଓ ସଚ୍ଚୋଟତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ସତର୍କତା ଅଭାବରୁ ଆଜି ଭଲ ରୂପେ ନ ବୁଝି ନ ସୁଝି ସରଳ ବିଶ୍ୱାସ କରି ଠକାମିର ଶିକାର ହୋଇପାରନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ସକାଶେ ନିଜକୁ ଖାପଖୁଆଇ ଚଳିବ ଭଲ । ବାଦବିବାଦରେ ମଧ୍ୟସ୍ଥା କରନ୍ତୁ ନାହିଁ, ଅନ୍ୟଥା ଅପଦସ୍ଥା ହେବାକୁ ପଡିବ ।
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ ହୋଇପାରନ୍ତି । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ । କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ପରିବାର ଓ ସହଧର୍ମୀଙ୍କ ତରଫରୁ ସହଯୋଗର ଅଭାବ ରହିବ ନାହିଁ ।
ପ୍ରିୟବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି ଯୋଗୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ ।ପିଲାମାନେ ଆପଣଙ୍କୁ ଖୁସି ଖବର ଦେବେ। ତେବେ ଏହି ୭ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ,ବୃଷ,ମକର,ମିଥୁନ,ତୁଳା,ଧନୁ,କୁମ୍ଭ। ଭଗବାନ ଶନି ଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି।ଜୟ ଶନିଦେଵ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ରାଶିଫଳ ସମ୍ବନ୍ଧିତ ପୋଷ୍ଟ ପସନ୍ଦ ଆସିଥିବ।ଏଭଳି ଖବର ତୁରନ୍ତ ପାଇବା ପାଇଁ ଆମ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।