ଥଣ୍ଡା ପାଣି ପିଉଥିଲେ ଭିଡିଓ ଦେଖନ୍ତୁ |

cold water

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ପୋଷ୍ଟ କୁ ପଢିବା ଆପଣ ମାନଙ୍କ ପାଇଁ ବହୁତ ଜରୁରୀ ଅଟେ କାରଣ ଗରମ ସମୟ ରେ ଆମେ ମାନେ ଥଣ୍ଡା ପାଣି ର ସେବନ କରନ୍ତି ତେଣୁ ଆମେ ମାନେ ଆଜି ଆପଣ ମାନଙ୍କୁ ଥଣ୍ଡା ପାଣି ପିଇବାର କେତେକ ହାନୀକାରକ ବିଷୟ ରେ ରେ ସୂଚନା ଦେବୁ ଜାହାକୁ ଜାଣିବା ପରେ ଆପଣ ମାନେ କେବେ ବି ଥଣ୍ଡା ପାଣି ସେବନ କରିବେ ନାହିଁ ,

ଏହି ଗରମ ଦିନ ରେ ଶୋସ ଆମକୁ ଅଧିକ ପରମାଣ ରେ ଲାଗେ ଏବଂ ଆମର ଏହି ଶୋସ କୁ ମେଣ୍ଟେଇବା ପାଇଁ ଆମେ ମାନେ ଫ୍ରୀ ପାଖକୁ ଦୈଡି ଜାଇଥାଉ ଏବଂ ପରେ ଆମ ମାନଙ୍କୁ ଥଣ୍ଡା ପାଣି ମିଳିଲେ ଏହା ଠାରୁ ଉତ୍ତମ ଜିନିଷ ଆଉ କିଛି ନ ହୋଇ ପାରେ ହେଲେ କଣ ଆପଣ ମାନେ ଜାଣନ୍ତି ଏହି ଥଣ୍ଡା ପାଣି ର ସେବନ ଆପଣ ମାନଙ୍କୁ ହାନୀ ପହଁଚେଇ ପାରେ ତେବେ ସେହି ହାନୀ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ।

cold water

ଯଦି ଆମେ ଥଣ୍ଡା ପାଣି ର ସେବନ କରି ଥାନ୍ତି ତେବେ ସେହି ସମୟ ରେ ଆମ ମାନଙ୍କ ପେଟ ମଧ୍ୟ ରେ ରହି ଥିବା ଅନ୍ୟ ସଂଙ୍କୁଚିତ ହୋଇ ଥାଏ । କେବଳ ଏହିଥି ପାଇଁ ଆମ ମଧ୍ୟ କୁ ଜାଉ ଥିବା ଖାଦ୍ୟ ର ସଠିକ୍ ଭାବେ ପାଚନ କ୍ରିୟା ହୋଇ ପାରେ ନାହିଁ । ତେବେ ସେମିତି ବେଳେ ଏହି ସବୁ ଖାଦ୍ୟ ସଠିକ୍ ଭାବେ ପାଚନ କ୍ରିୟା ହୋଇ ପାରେ ନାହିଁ । ତେବେ ସେହି ସମୟ ରେ ଆପଣ ମାନଙ୍କ ପେଟ ମଧ୍ୟ ରେ ଏହା ପଚି ଜାଇ ଥାଏ । ଏହା ଦ୍ୱାରା ଆମ ମାନଙ୍କୁ ବହୁତ ସମୟ ରେ ଗ୍ୟସ୍ ଭଳି ସମସ୍ୟା ଦେଖିବା ପାଇଁ ମିଳି ଥାଏ ।

ଏମିତି ମଧ୍ୟ ରେ ଆପଣ ମାନଙ୍କ ମଧ୍ୟ ରେ ବା ପେଟ ର ଯନ୍ତ୍ରଣା ହୋଇ ଥାଏ । ଏହା ଛଡା ଆମ ମାନଙ୍କୁ ପାୟଲ୍ସ ଭଳି ରୋଗ ଦେଖିବା ପାଇଁ ମିଳେ । ଆପଣ ମାନେ କେବେ ବି ଅନୁଭବ କରିଛନ୍ତି ଯେଉଁ ସମୟ ରେ ଆପଣ ମାନେ ଥଣ୍ଡା ପାଣି ର ସେବନ କରନ୍ତି ସେହି ସମୟ ରେ ଆପଣ ମାନଙ୍କ ହାର୍ଟ ବିଟ୍ ବହୁତ ଜୋର ହୋଇ ଥାଏ ।

water

ଏହା ଦ୍ୱାରା ଆପଣ ମାନଙ୍କ ରକ୍ତ ସଂଞ୍ଚାଳନ ଉପରେ ବହୁତ ପରିମାଣ ରେ ପ୍ରଭାବ ପଡି ଥାଏ, ତେବେ ଆପଣ ମାନଙ୍କୁ ପରେ ହାର୍ଟ ଆର୍ଟାକ୍ ଭଳି ସମସ୍ୟା ହୋଇ ଥାଏ ତେଣୁ ଆପଣ ମାନେ ସବୁ ସମୟ ରେ ଥଣ୍ଡା ପାଣି ର ସେବନ କରିବା ପୂର୍ବରୁ ନିଶ୍ଚିତ ଥରେ ଭାବିବେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *