ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମ ଜୀବନ ରେ ନିମ୍ବ ବୃକ୍ଷ କୁ ଆମେ ମାନେ ବହୁତ ସମୟ ରେ ଦେଖନ୍ତି ହେଲେ ଏହାର ଉପକାରୀତା ବିଷୟ ରେ କେବେ ବି ଜାଣି ପାରନ୍ତି ନାହିଁ । ହେଲେ କଣ ଆପଣ ମାନେ ଜାଣନ୍ତି କି ନିମ୍ବ ବୃକ୍ଷ ଆମ ପାଇଁ ଏକ ବରଦାନ ସଦୃଶ ଅଟେ । ଏହାର ପତ୍ର ସହିତ ଏହାର ମଞୀ ରେ ବି ବହୁତ ଔଷଧିୟ ଗୁଣ ଭରି ରହିଥାଏ ।
ହେଲେ ଆମେ ଆଜି ଆପଣ ମାନଙ୍କୁ ଏହି ନମ୍ବର ଗଛ ର ପତ୍ର ର ପାଇଦା ବିଷୟ ରେ କହିବା ପାଇଁ ଆସିଛୁ ତେବେ ଆପଣ ମାନଙ୍କ ପାଇଁ ଏହା କେତେ ଉପଯୋଗୀ ନିଶ୍ଚିତ ଭାବେ ଜାଣିବାକୁ ପାଇବେ । ଯଦି ଆମେ ମାନେ ପ୍ରତି ଦିନ ନିମ୍ବର ଦୁଇଟି କୋମଳ ପତ୍ର ର ସେବନ କରନ୍ତି ତେବେ । ଆମ ଶରୀର କୁ ଜିବନ ସାରା ଆଉ ରୋଗ ଛଇଁବି ପାରିବ ନାହିଁ । ଏହି ପତ୍ର ବହୁତ କୋମଳ ହେଲେ ଏହା ବହୁତ କଡା ଏବଂ ପିତା ହୋଇଥାଏ ।
ଏହାକୁ ସେବନ କରିବାରେ ଆମ ମାନଙ୍କୁ ବହୁତ କଷ୍ଟ ହୋଇଥାଏ ହେଲେ ଏହି ଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଆମ ମାନଙ୍କୁ ବିଭିନ୍ନ ପ୍ରକାରର ଚର୍ମ ଜାତୀୟ ରୋଗ ଦାୟୁ ରୁ ରକ୍ଷା କରେ । ସେମିତି ରେ ଆପଣ ମାନେ ଏହି ପତ୍ର କୁ ସେମିତି ନ ଖାଇ ତାର ରସ ବହାର କରି ସେବନ କରି ପାରିବେ । ଏବଂ ପରେ ପାଣି ମଧ୍ୟ ପିଇ ପାରିବେ । ଏହି ନିମ୍ବ ପତ୍ର ରେ ଡାଇବେଟିସ୍ ଭଲ କରିବାର କ୍ଷେମତା ରହିଛି ।
ଏହି ନିମ୍ବ ଫଳ ରେ ଫେଟି ଏସିଡ୍ ଏବଂ ଭିଟାବିନ୍ ଡି ପ୍ରଚୁର ପରିମାଣ ରେ ରହି ଥାଏ । ଫଳ ରେ ଏହା ଆପଣ ମାନଙ୍କ ଚ୍ୱଚ୍ଛା ରେ ସଂମ୍ପର୍ଣ୍ଣ ଭାବେ ସୁଧାର ଆଣେ । ଏହା ସହିତଏହି ନିମ୍ବ ର ତେଲ ମଧ୍ୟ ଆପଣ ମାନଙ୍କ ଶରୀର ରେ ଏଗ୍ଜିମା ରେ ଲକ୍ଷଣ କୁ ସଂମ୍ପର୍ଣ୍ଣ ଭାବେ ନଷ୍ଟ କରି ଥାଏ । ସେହି ପରି ବେଳେ ଏହି ନିମ୍ବ ତେଲ ରେ ଏଣ୍ଟି ଫଙ୍ଗଲ ଏଜେଣ୍ଟ ଥାଏ । ତେଣୁ ଏହା ଫଙ୍ଗଲ ଏବଂ ଇନଫେକ୍ସ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରଖେ ଆପଣ ମାନଙ୍କୁ ।
ଆପଣ ମାନଙ୍କ ମୁଣ୍ଡ ରେ ବହୁତ ପରିମାଣ ରେ ରୁପି ହେଉ ଥିଲେ ନିମ୍ବ ପତ୍ର କୁ ଗରମ ପାଣି ରେ ଫୁଟାଇ କରି ସେହି ପାଣି ରେ ନିଜର ମୁଣ୍ଡ କୁ ଧୋଇଲେ ଆପଣ ମାନଙ୍କ ମୁଣ୍ଡ ରୁ ସଂମ୍ପର୍ଣ୍ଣ ଭାବେ ରୁପି ର ମୁକ୍ତି ହୋଇ ଥାଏ । ଏବଂ ଆପଣ ମାନଙ୍କ କେଶ ଉପୁଡୁ ଥିଲେ ତଥା ମୁଣ୍ଡ ରେ ଉକୁଣୀ ଭଳି ସମସ୍ୟା ହୋଇ ଥିଲେ ବି ଆପଣ ମାନେ ଏହି ନିମ୍ବ ପତ୍ର ର ପାଣି କୁ ବ୍ୟବହାର କରି ପାରିବେ ତେବେ ଆପଣ ମାନଙ୍କ ଠାରୁ ଏହି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ରେ ରହିବ ।