ଏହି ୩ଟି କାରଣ ପାଇଁ ମଣିଷ ସବୁବେଳେ ଗରିବ ହୋଇ ରହିଯାଏ

god

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାରେ ଅନେକ ମୂଲ୍ୟବାନ ବାଣୀ ଦେଇଛନ୍ତି । ଶ୍ରୀ କୃଷ୍ଣ ଏହା କହିଛନ୍ତି ଯେ, ଏହି ୩ଟି କଥା ପାଇଁ ମଣିଷ ଧନୀ ଏବଂ ଦରିଦ୍ର ହୋଇଥାଏ । ଏହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଜାଣିବା ଭାଗବତରେ ବର୍ଣ୍ଣିତ ହୋଇଥିବା ଦାରିଦ୍ର୍ୟ ତାର ଲକ୍ଷଣ । ମାନେ କେଉଁ ଭଳି ଲୋକମାନେ ଦୁଃଖ କଷ୍ଟରେ ଜୀବନ ଯାପନ କରିଥାନ୍ତି ବା ଦରିଦ୍ର ରହିଥାନ୍ତି ସେମାନେ କେବେ ବି ଧନୀ ହୋଇପାରନ୍ତି ନାହିଁ।ତେଣୁ ଏଠା ରେ କେତୋଟି ଭୁଲ ଉପରେ କୁହାଯାଇଛି ମାନେ ଯେଉଁ ଭୁଲ ଯାହାକି ମଣିଷ କରିବା କଥା ନୁହେଁ।ଭାଗବତ ରୁ କେତେଗୁଡିଏ ସାରା କଥା ରହିଅଛି ଯାହା କି ଆପଣ ମାନେ ମଧ୍ୟ ଜାଣିନଥିବେ ଯାହାକି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହା ଜାଣିବା ଦ୍ଵାରା ଆପଣଙ୍କର ଜ୍ଞାନ ମଧ୍ୟ ବଢ଼ିପାରେ ।ତେବେ ଆସନ୍ତୁ ଜାଣିବା ସେହି ସବୁ କଣ ଯାହାପାଇଁ ମଣିଷ ଦାରିଦ୍ର୍ ହୋଇଯାଇଥାଏ ।krishn

ମଣିଷ ନିଜ ଜୀବନରେ ଦୁଇଟି କାରଣ ରୁ ଦରିଦ୍ର ହୋଇଥାଏ ଯଥା : କର୍ମଦୋଷେୟଣ ଦରିଦ୍ରତା ଏବଂ ଅନ୍ୟ ଟି ହେଉଛି ପ୍ରକୃତିଦୋଷେୟଣ ଦରିଦ୍ରତା ଅର୍ଥାତ ନିଜ କର୍ମ ଦୋଷରୁ ମଣିଷ ଦରିଦ୍ର ହୋଇଥାଏ ଏବଂ କେତେଟା କ୍ଷେତ୍ରରେ ପ୍ରକୃତି ଦୋଷରୁ ମଧ୍ୟ ଦରିଦ୍ର ହୋଇଥାଏ। ଯେଉଁ ବ୍ୟକ୍ତି ନିଜର କର୍ମ କୁ ବାରମ୍ବାର ଠକିବା ଅଭ୍ୟାସ କରିଥାଏ କିମ୍ବା କର୍ମ ନ କରି ପର ଧନ କୁ ଲକ୍ଷ ରଖିଥାଏ ସେମାନେ ସଦା ସର୍ବଦା ଜୀବନରେ ଦରିଦ୍ର ହୋଇରହିଥାନ୍ତି। କାରଣ ଭାଗବତରେ ଅଛି ପରଧନକୁ ଯେବେ ଦେବ ଆଖି ଜନ୍ମେ ଜନ୍ମେ ହୋଇବ ଦୁଃଖୀ ଯେଉଁ ବ୍ୟକ୍ତି ପର ଧନକୁ ତୁଷାରପାତ କରନ୍ତି ସେହିମାନେହିଁ ଦରିଦ୍ର ହୋଇଥାନ୍ତି । ଆପଣମାନେ ଜାଣିଥିବେ ସୁଦମା କୃଷ୍ଣ ଙ୍କର ବହୁତ ବଡ଼ ଭକ୍ତ ଥିଲେ କିନ୍ତୁ ସୁଦମା ମାତ୍ର କୃଷ୍ଣଙ୍କ ଭାଗର ମୁଠେ ଚାଉଳ ଭଜା ଖାଇଦେଇଥିଲେ ବୋଲି ସାରା ଜୀବନ ତାଙ୍କୁ ଦରିଦ୍ରତା ଭିତରେ କାଟିବାକୁ ପଡିଥିଲା । ତେଣୁ ଏଥିରୁ ଯାନୁଥାନ୍ତୁ ସୁଦାମା କେତେବଡ଼ ଭକ୍ତ ହୋଇ ମଧ୍ୟ ସାରାଜୀବନ ଦରିଦ୍ରତା ଭାବରେ କାଟୁଥିଲେ । ତେଣୁପର ଧନକୁ ଆଶା ରଖିବା ମହାନ କ୍ଷତିକରକ ।

ଯେଉଁ ବ୍ୟକ୍ତି ପର ଧନକୁ ମନଇଚ୍ଛା ଖର୍ଚ୍ଚ କରନ୍ତି ସେହିମାନେହିଁ ଦରିଦ୍ର।ଯେଉଁମାନେ ସମୟକୁ ଡାକନ୍ତି କୋଣସି କର୍ମ କରନ୍ତି ନାହିଁ ବସି,ଶୋଇ ତାସ ଖେଳି ସମୟକୁ କାଟନ୍ତି ତାଙ୍କୁ ଅଭାବ ଗ୍ରାସ କରିଥାଏ ସେମାନେ କେବେବି ଜୀବନରେ ଉନ୍ନତି କରି ପାରନ୍ତିନାହିଁ କିନ୍ତୁ ଯଦି ଆପଣ ସବୁ କାଯ୍ୟରେ ନିଷ୍ଠାପର ସହିତ କାର୍ଯ୍ୟ କରନ୍ତି ତେବେ କେବେବି ଅପଣମାନଙ୍କ ଘରର ଅଭାବ ଦେଖାଯିବନାହିଁ କାରଣ ଲଷ୍ମୀ ସର୍ବଦା ନିଷ୍ଠାପର ବ୍ୟକ୍ତି ପାଖରେ ରହିଥାନ୍ତି । ବଚନ ମଧ୍ୟେ ସତ୍ୟ ବାଣୀ ନିର୍ଲୋଭ ମଧ୍ୟେ ପରଧନ ଜାଣି ।krishna

ଆଉ ମଧ୍ୟ କେତେଗୁଡିଏ କଥା ରହୁଛି ଯାଇ ଆପଣ ପାଳନ କରିବେ ତେବେ ଧନ ପ୍ରତି ବି ମା ଲଷ୍ମୀ ଆପଣଙ୍କ ଉପରେ ସଦା ସର୍ବଦା ସନ୍ତୁଷ୍ଟ ରହିଥାନ୍ତି । ସବୁବେଳେ ସତ କଥା କହିବା ,ପରଧନ କୁ ଲୋଭ କରିବାନାହିଁ ,ଯାହାକୁ ଯେଉଁ ସମୟରେ ଯେଉଁ କଥାଟି କହିବେ ତାକୁ କାର୍ଯ୍ୟରେ ଲଗେଇବେ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *