ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଦୁନିାଁ ର ସବୁ ଦେଶ ମଧ୍ୟ ରେ ଦୁନିଆଁ ଠାରୁ ଆଗକୁ ବାହାରିବାର ପ୍ରତିଯୋଗିତା ଚାଲିଛି । ହେଲେ ଆଜିର ସମୟ ରେ ଯେଉଁ ଦେଶ ପାଖରେ ଷ୍ଟଙ୍ଗ୍ ସୈନିକ ବଳ ରହିଛି ସେହି ଦେଶ ହିଁ ଆଗକୁ ବାହାରି ପାରି ଥାଏ । ସେମିତି ରେ ଦୁନିଆଁ ରେ ବହୁତ ଦେଶ ଏମିତି ଅଛନ୍ତି ଯେଉଁ ମାନେ ବହୁତ କମଯୋର ଏବଂ ସେହି ଦେଶ ମାନଙ୍କ ଉପରେ କେହି ବି କବ୍ଜା କରି ପାରିବ । ସେମିତି ରେ ଏମିତି କିଛି ଦେଶ ମାନଙ୍କ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ ଯେଉଁ ଦେଶ ଉପରେ ଆଜି ଯାଏ କେହି ବି କବ୍ଜା କରି ପାରି ନାହାଁନ୍ତି ଏବଂ ସେହି ମାନେ ଶକ୍ତି ଶାଳୀ ମଧ୍ୟ । ତେବେ ଆସନ୍ତୁ ସେହି ଦେଶ ମାନଙ୍କ ବିଷୟ ରେ ଜାଣିବା ।
ପ୍ରଥମେ ଆସୁଛି ଇସ୍ରାଇଲ ଏହି ଦେଶ ର ଚତୁର୍ପାଶ୍ୱ ରେ ସବୁ ଦେଶ ମାନେ ବହୁତ ହିଁ ଶତୃତା କରିଛନ୍ତି ଇସ୍ରାଇଲ ସହିତ । ହେଲେ ସେହି ଦେଶମାନେ ଏହି ଛୋଟ ଦେଶ ଇସ୍ରାଇଲ କୁ ଏବେ ଯାଏ କବ୍ଜା କରି ପାରି ନାହାଁନ୍ତି । କାରଣ ଏହି ଇସ୍ରାଇଲ ଦେଶ ରେ ସବୁ ମହିଳା ମାନଙ୍କୁ ଦୁଇ ବର୍ଷ ଏବଂ ପୁରୁଷ ମାନଙ୍କୁ 3 ବର୍ଷ ଆର୍ମି ଟ୍ରେନିଂ ନେବାକୁ ପଡେ । ଏହି ଖାସ୍ କାରଣ ଯୋଗୁଁ ଇସ୍ରାଇଲ ର ସବୁ ନାଗରିକ ପାଖରେ ଆର୍ମି ର ଟ୍ରେନିଂ ରହି ଥାଏ । ଏବଂ ଇସ୍ରାଇଲ କୁ ଦୁନିଆଁ ର ଶକ୍ତିଶାଳୀ ଦେଶ ଆମେରିକା ର ପୂର ସୋପର୍ଟ ରହିଛି ।
ସେହି ପରି ଦୁଇ ରେ ହେଲା ରୁଷିଆ । ଦୁନିଆଁ ର ବହୁତ ରାଜା ମାନେ ଏହି ଦେଶ ଉପରେ କବ୍ଜା କରିବା ପାଇଁ ଚେଷ୍ଟା କରି ଥିଲେ ହେଲେ ଏହାକୁ ସଫଳତାର ସହିତ କବ୍ଜା କରି ପାରି ନ ଥିଲେ କାରଣ ହେଲା ଏହାର ଜିଓ ଗ୍ରାଫି ଏହା ଦୁନିଆଁ ର ସବୁ ବଡ ଦେଶ। ଏବଂ ଏହା ସବୁ ଆଡେ ପାହାଡ ଏବଂ ଘନ ଜଙ୍ଗଲ ରେ ଘେରି ରହିଛି ତେବେ ଆଜିର ସମୟରେ ଏହା ପାଖରେ ସବୁଠୁ ଅଧିକ ପରମାଶୁ ବୋମା ରହି ଥିବାରୁ ଏହାକୁ କବ୍ଜା କରିବା ପାଇଁ ଡରନ୍ତି ।
ତିନି ରେ ରହିଛି ଚାଇନା ଏହି ଦେଶ ର ପପୁଲେସନ ଯୋଗୁଁ ଏହା ବହୁତ ଶକ୍ତି ଶାଳୀ ଅଟେ । ଏବଂ କେହି ବି ଆକ୍ରମଣ କରିବା ପାଇଁ ଚାହିଁଲେ ଚାଇନା ର ଆର୍ମି ଏବଂ ଡିଫେନ୍ସ ସିଷ୍ଟମ ଏବେ ଭୟଙ୍କର କି କାହାର ବି ଦାନ୍ତ ଖଟ୍ଟା କରି ପାରିବ ।
ସେହି ପରି ଚାରି ରେ ରହିଛି । ଭାରତ ଆମ ଦେଶ ବି କୈଣସି ଥିରେ କମ୍ ନହେଁ । ଏବଂ ଭାରତ କୁ ଜିତିବା କୈଣସି ବି ଦେଶ ପାଇଁ ଅସମ୍ଭବ ଅଟେ । କାରଣ ହେଲା ଏହାକ ବିଶାଳ ଜିଓ ଗ୍ରାଫି ଏବଂ ଜିବନ ଦେଇ ଲଢେଇ କରୁ ଥିବା ଆର୍ମି । ବୁତ ସମୟ ରେ ବହୁତ ଆତଙ୍କ ବାଦୀ ମାନେ ଆକ୍ରମଣ କରି ଥିଲେ ହେଲେ ସେମାନେ କେବେ ବି ଭାରତ ଦେଶ ର ବାଳ ବି ବଙ୍କା କରି ପାରି ନାହାଁନ୍ତି । ତେବେ କହିବା ପାଇଁ ଗଲେ ଭାରତ ର ଉତ୍ତର ରେ ସଂମ୍ପର୍ଣ୍ଣ ବରଫ ରେ ଘେରି ରହିଛି ଏବଂ ବାକି ଚାରି ଆଡେ ସମୁଦ୍ର ହିଁ ସମୁଦ୍ର ଅଟେ ତେଣୁ କୈଣସି ବି ଦେଶ କୁ କବ୍ଜା କରିବା କଷ୍ଟକର ।
ଏବଂ ସେଷ ରେ ରହିଛି ଆମେରିକା । ଏମିତି ରେ ଆମେ ମାନେ ଜାଣିଛେ ଦୁନିଆଁ ର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟ ରେ ଆମେରିକା ହିଁ ଆସି ଥାଏ । କାରଣ ଏହି ଦେଶ ପାଖରେ ସୈନ ବଳ ସହିତ ପରମାଣଉ ବମ୍ ର ଭଣ୍ଡାର ରହିଛି । ଏବଂ ଇତିହାସ ରେ ଦୁଇଥର ଏହି ବମ୍ ର ପ୍ରୋୟଗ ବି କରି ସାରିଛି । ଏବଂ ଆଜିର ସମୟ ରେ କହି ବି ଆମେରିକା ଉପରେ ଆକ୍ରମଣ କରି ପାରିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।