ପୁଜା ଘରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ ।

poja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ଘର ର ମନ୍ଦିର ରେ ଏହି ଭୁଲ ହୁଏ ସେହି ଘରେ ସାକାରାତ୍ମକ ଉର୍ଜା ର ନାଶ ହୋଇଥାଏ ଏବଂ ସେଠାରେ ଅସ୍ଥାୟୀ ଭାବେ ନାକାରାତ୍ମକ ଉର୍ଜା ବାସ କରେ । ସେମିତି ରେ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ପୂଜା ଘର ର ବହୁତ ମହତ୍ୱ ରହେ ପ୍ରୟତଃ ଲୋକ ମାନେ ନିଜର ପୂଜା ଘରେ ଏମିତି ଭୁଲ କରନ୍ତି ଯାହା ଦ୍ୱାରା ପରେ ପସ୍ତେଇବା ପାଇଁ ପଡେ ।gods

ତେବେ ସେହି ବିଷୟ ରେ ଯଦି କହିବା ତେବେ ଠାକୁର ଘରେ ସବୁ ବେଳେ ଗୋଟିଏ ଦେବତା ଙ୍କର ଫୋଟ ବା ମୃତି ରଖନ୍ତୁ ଏହା ଜରୁରୀ ଅଟେ ଏମିତି ନ କରି ଗୋଟିଏ ରୁ ଅଧିକ ରଖିଲେ ନାକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ , ସେହିଥି ପାଇଁ ଏହି ଭୁଲ କରିବାରୁ ବଞ୍ଚନ୍ତୁ ,

ସେହି ପରି ବନ୍ଧୁଗଣ ଯେଉଁ ଘରେ ସିଢୀ ତଳେ ମନ୍ଦିର ଥାଏ ସେହି ଘରେ ଦୂର୍ଭାଘ୍ୟ ବାସ କରେ , ଏମିତି ଘରେ ଝଗଡା ଲଢେଇ ସବୁ ବେଳେ ଲାଗି ରହିଥାଏ । ଆଉ ଏମିତି ଦେବୀ ଦେବତା ମାନେ ସେହି ଘରେ ରୁହନ୍ତି ନାହିଁ ,

ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଯଦି ଆପଣ ମାନଙ୍କ ଠାକୁର ଘର ଦକ୍ଷିଣ ଦିଗ କୁ ମୁହଁ କେବେ ବି କରନ୍ତୁ ନାହିଁ ନହେଲେ ସେହି ଘରେ ସବୁ ସମୟ ରେ ଧନ ର ଅଭାବ ଦେଖିବା ପାଇଁ ମିଳିବ । ସେହିଥି ପାଇଁ ଘରେ ନେଗେଟିଭିଟି ଆସେ ପୂର୍ବଜ ଙ୍କ ଫୋଟ ସବୁ ବେଳେ ଘର ର ଦକ୍ଷିଣ ଦିଗ ରେ ଲଗେଇ ରଖି୍ବା ଉଚିତ୍ କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ ଯଦି ଆପଣ ମାନେ ଅନ୍ୟ ଦିଗ ରେ ଲଗାନ୍ତି ତେବେ ଘରେ ନେଗେଟିଭିଟି ଆସେ ,god

ଯେଉଁ ଘରେ ଠାକୁର ଙ୍କ ଫୋଟ କୁ କଣ୍ଟା ରେ ବାଡେଇ ଲଗାଯାଏ ସେହି କେବେ ବି ସୁଖ ଶାନ୍ତି ଦେଖିବା ପାଇଁ ମିଳେ ନାହିଁ , ତେବେ ବନ୍ଧୁଗଣ ଏହା ଥିଲା କିଛି ଭଲ ସୁବିଚାର ଜାହା ଠାକୁର ଘରେ କରିବା କଥା ନୁହେଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *