ଆଜି ଏମିତି ହଟ ଦେଖା ଜାଉଛନ୍ତି ସାଥ ନିଭାନା ସାଥିୟାଂ ସିରିଏଲର ଗୋପି ବୋହୁ , ଦେଖନ୍ତୁ ତାଙ୍କର ହଟ ଫଟୋ

Giaa Manek

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସାଥ ନିଭାନା ସାଥିଆ ଟିଭି ଜଗତ ର ବହୁତ ପୁପୁଲାର ସୋ ରହି ଥିଲା । ଏହା 3 ମେ 2010 ରେ ଆରମ୍ଭ ହୋଇ ଥିଲା । ଏବଂ 13 ଜୁଲାଇ 2017 ରେ ସେଷ ହୋଇ ଥିଲା । ଏହି ସିରିଏଲ ରେ ଗୋପ୍ ବହୁ ଏବଂ କୋକିଳା ମୂଖ୍ୟ ଭୂମିକା ନିଭେଇ ଥିଲେ । ଆମେ ଆଜି ସେହି ଥିରେ ଗୋପି ର ଅଭିନୟ କରୁ ଥିବା ଅଭିନେତ୍ରୀ ବିଷୟ ରେ ଆଜି କଥା ହେବା । ଯିଏ ଆଜିର ସମୟରେ ବହୁତ ହିଁ ବଦଳି ଜାଇଛନ୍ତି ।

Zia Manik

ଆପଣ ମାନଙ୍କୁ ସୂଚନା ଦେବୁ କି ଟିଭି ସିରିଏଲ ସାଥ ନିଭାନା ସାଥିଆ ରେ ଗୋପି ବହୁ ର ଅଭିନୟ କରୁ ଥିବା କେରେକ୍ଟର ଙ୍କ ର ସଠିକ୍ ନାମ ହେଲା ଜିଆ ମାନିକ୍ । ଏବଂ ତାଙ୍କର ଜନ୍ମ 18 ଫେବୃଆରୀ 1986 ରେ ଗୁଜୁରାଟ ଠାରେ ହୋଇ ଥିଲା । ଏବଂ ସେ ଜଣେ ସଂମ୍ପର୍ଣ୍ଣ ଗୁଜୁରାଟୀ ପରିବାର ରୁ ଅଟନ୍ତି । ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି ଅଭିନେତ୍ରୀ ଜିଆ ମାନିକ୍ ଙ୍କ କେରିଅର ଆରମ୍ଭ 2010 ର ଫିଲ୍ମ ନା ଘର କେ ନା ଘାଟ କେ ରୁ ଆରମ୍ଭ କରି ଥିଲେ ।

ଜାହାକି ଗୋଟିଏ କମେଡି ଫିଲ୍ମ ଥିଲା । ଏହା ପରେ ସେ ସିରିଏଲ ସାଥ ନିଭାନା ସାଥିଆ ରେ କାମ କରି ଥିଲେ । ହେଲେ ସେ ଏହି ସୋ କୁ ମଝି ରୁ ହିଁ ଛା଼ଡି ଦେଇ ଥିଲେ । ଜାହା ପରେ ପରେ ଦେୱଲିନା ଭଟ୍ଟାଚାର୍ଯ୍ୟ କୁ ଏହି ରୋଲ କରିବା ପାଇଁ ପଡି ଥିଲା । ଏବଂ ସିରିଏଲ ସାଥ ନିଭାନା ସାଥିଆ ପରେ ପରେ ଜିଆ ମାନିକ୍ ବହୁତ ସିରିଏଲ ରେ କାମ କରି ଛନ୍ତି ।

Giaa Manek

ସେମିତି ରେ ଏହି ସିରିଏଲ ସାଥ ନିଭାନା ସାଥିଆ ରେ ଗୋପି ବହୁ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗି ଥିଲା ସେହି ବିଷୟ ରେ ଆପଣ ମାନେ କମେଣ୍ଟ ରେ ଜଣେଇବା ପାଇଁ ଭୁଲିବେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *