ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆମେ ପ୍ରକୃତି ର ସବୁଠୁ ସୁନ୍ଦର ରଚନା ବିଷୟ ରେ ଆପଣ ମାନଙ୍କୁ କହିବା ତେବେ ତାହା ମଧ୍ୟ ରୁ ଫୁଲ କୁ ବି ନିଆ ଯିବ । ଏହି ରଙ୍ଗ ବେରଙ୍ଗ ର ଫୁଲ ଗୁଡିକ ଆମର ଜିବନ ରେ ରଙ୍ଗ ଭରି ଦେଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ଫୁଲ ଏବଂ ପ୍ରଜାପତି ଯିଏ କି ପ୍ରକୃତିର ଆଉ ଗୋଟିଏ ସୁନ୍ଦର ରଚନା ସେହି ଦୁହଁଙ୍କୁ ନେଇ ଆପଣ ମାନଙ୍କ ଭବିଷ୍ୟତ କହିବା ପାଇଁ ଚାହିଁବୁ । ସେମିତି ରେ ଆପଣ ମାନଙ୍କୁ ଏଠାରେ ଗୋଟିଏ ଫୁଲ ଏବଂ ଗୋଟିଏ ପ୍ରଜାପତି ବାଛିବା ପାଇଁ ପଡିବ । ତେବେ ଆମେ ଆପଣ ମାନଙ୍କୁ ଆପଣ ମାନଙ୍କ ଭବିଷ୍ୟତ ବିଷୟ ରେ କହିବୁ ।
ତେବେ ଆପଣ ମାନଙ୍କୁ ଦେଖା ଜାଇ ଥିବା ଫୋଟ ରୁ ଆପଣ ମାନେ ବାଛି ନିଅନ୍ତୁ । ଏବଂ ଜାଣନ୍ତୁ । ପ୍ରଥମ ଫୁଲ କୁ ଆପଣ ମାନେ ବାଛିଛନ୍ତି । ତେବେ ଆପଣ ମାନଙ୍କ ହୃଦୟ ବହୁତ କୋମଳ ଅଟେ । ସବୁ ସମୟରେ ଆପଣ ମାନେ ଅନ୍ୟ ଚିନ୍ତା ଏବଂ ଧ୍ୟନ ରଖନ୍ତି । ହେଲେ ଆପଣ ମାନଙ୍କ ଜିବନ ରେ ଏହି ଭଲ ଗୁଣ କୁ ନେଇ ଫାଇଦା ଉଠାଜାଇ ପାରିବ । ଏବଂ ଆପଣଙ୍କ ଜିବନ ରେ ଏହିଥି ପାଇଁ ବହୁତ ଅସୁବିଧା ଦେଖିବା ପାଇଁ ମିଳିବ ।
ଦ୍ୱତୀୟ ଫୁଲ କୁ ଯଦି ଆପଣ ମାନେ ବାଛିଛନ୍ତି । ତେବେ ଆପଣ ମାନଙ୍କ କଳ୍ପନା ଶକ୍ତି ଏବଂ ଉର୍ଜା ବହୁତ ଚମତ୍କାର ।ଘରେ କୈଣସି ଆୟଜନ ବା ଅନ୍ୟ ସ୍ଥାନ ଯେଉଁ ଠାରେ ବି ଆପଣ ରୁହନ୍ତି ନାହିଁ । ତେବେ ସେହି ପରି କ୍ଷେତ୍ର ରେ ଫାଙ୍କା ଫାଙ୍କା ଲାଗେ । ଆପଣଙ୍କ ବହୁତ ଭଲ ଗୁଣ ହେଲା ନିଜର ସାକାରାତ୍ମକ ଗଣ ଏବଂ ଇଚ୍ଛା ଶକ୍ତଚି ପାଇଁ ଆପଣ ସବୁ କିଛି କରି ପାରନ୍ତି ।
ସେହି ପରି ବେଳେ ଆପଣ ମାନେ ପ୍ରଥମ ଫୁଲ ଏବଂ ପ୍ରଥମ ପ୍ରଜାପତି କୁ ବାଛନ୍ତି । ତେବେ ଆପଣ ମାନଙ୍କ ଭବିଶ୍ୟତ ବହୁତ ସୁଖଃଦ ତଥା ଆପଣଙ୍କ ନିରାଶା ଭାବନା ସବୁ ସେଷ ହେବ ଏବଂ ସବୁ କିଛି ପୂରଣ ହେବ । ସେହି ପରି ବେଳେ ଆପଣ ମାନେ ଯଦି ଦ୍ୱତୀୟ ଫୁଲ ଏବଂ ଦ୍ୱତୀୟ ପ୍ରଜାପତି କୁ ବାଛନ୍ତି ।
ତେବେ ଆପଣ ମାନେ ଯେଉଂ କାର୍ଯ୍ୟ କରୁଛନ୍ତି ବା କରିବା ପାଇଁ ଚାହାଁନ୍ତି । ତାହା ସବୁ ସମୟରେ ସଫଳତା ଚୁମିବ । ସବୁ ବେଳେ ଆପଣଙ୍କ ଜିବନ ସାଥି ଏବଂ ଆପଣଙ୍କ ପରିବାର ସୁମିଳନ ରହିବ । ଯଦି କେବେ ଆଗକୁ ବଢିବା ପାଇଁ ଚାହାଁନ୍ତି । ତେବେ କାହା ଉପରେ କେବେ ହଠାତ୍ ମାତ୍ରେ ଭରଷା କରନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।