ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୈଣସି ବ୍ୟକ୍ତି ର ବାହାଘର ସେହି ବ୍ୟକ୍ତି ଜୀବନ ର ଏକ ମହତ୍ୱ ପୂର୍ଣ୍ଣ ଅଙ୍ଗ ହୋଇ ଥାଏ । ବିବାହ ବିନା ବ୍ୟକ୍ତି ର ଜୀବନ ଅଧୁରା ରହି ଥାଏ । ଯେମିତି କି ଗାଡି ଚାଲିବା ପାଇଁ ହେଲେ ଦୁଇଟି ଚକ ର ଆବଶ୍ୟକତା ରହି ଥାଏ ସେହି ପରି ଭାବେ ବିବାହ ବନ୍ଧନ ସ୍ୱାମୀ ସ୍ତ୍ରୀ ଆବଶ୍ୟକତା ବି ସେମିତି ରହି ଥାଏ । ଜୀବନ ରେ ଜୀବନ ରେ ଆଗକୁ ବଢିବା ପାଇଁ ହେଲେ ଜୀବନ ସାଥି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ।
ସେମିତି ରେ ପୂର୍ବ ରୁ ଅଗଲା ଢାଞ୍ଚା ରେ ବିବାହ ହେଉ ଥିବା ବେଳେ ଆଜିର ସମୟ ରେ ଏହି ବିବାହ ଅତ୍ୟାଧୁନିକ ଭାବେ ହେବାରେ ଲାଗିଛି । ସେମିତି ରେ କେବେ ଯଦି କୈଣସି ପୁଅ ପାଇଁ ଝିଅ କୁ ଖୋଜା ଯାଏ ତେବେ କିଛି କଥା କୁ ଆଖି ଆଗରେ ନିଶ୍ଚିତ ଭାବେ ରଖା ଯାଏ । ସେମିତି ମଧ୍ୟ ରୁ ଉଚ୍ଚତା ବି ମୂଖ୍ୟ ରହି ଥାଏ । ସେମିତି ରେ ସେମାନେ ଖୋଜନ୍ତି କି ଝିଅ ଯେମିତି ପରିବାର ର ଧ୍ୟାନ ରଖିବା ସହିତ ପୁଅ ଠାରୁ ଛୋଟ ହାଇଟ୍ ର ହୋଇ ଥିବା ଦରକାର।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କୁ କହିବୁ ଏହି କମ୍ ଉଚ୍ଚତା ର ଝିଅ ମାନଙ୍କୁ ବିବାହ କରିଲେ କଣ ସବୁ ଫାଇଦା ମଳେ ସେହି ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ପ୍ରଥମେ ଏମାନେ ବହୁତ ଇମୋସ୍ନାଲ ହେବା ସହିତ ଏମାନେ ସବୁ ସମୟ ରେ ସୁନ୍ଦର ହୋଇ ଥାନ୍ତି । ସେମାନେ ଛୋଟ ଛୋଟ କଥା କୁ ଧରିଲେ କାନ୍ଦିବା ପାଇଁ ଲାଗନ୍ତି । ସେହିଥି ପାଇଁ ସେମାନେ ନିଜ ଜିବନ ସାଥି ଙ୍କୁ ନିଜ ଠାରୁ ବି ଅଧି୍କ ଭଲ ପାଇ ଥାନ୍ତି ।
ଏମାନେ ସବୁ ସମୟ ରେ ଦାୟୁତ୍ୱ ବାନ୍ ହେବା ସହିତ ଏମାନେ ବହୁତ ଖୁସୀ ମିଜାଜ୍ ର ହୋଇ ଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କ ଯତ୍ନ ବହୁତ ଦାୟୁତ୍ୱ ରେ ନେଇ ଥାନ୍ତି । ଯଦି ଆପଣଙ୍କ ଜିବନ ସାଥି କମ୍ ଉଚ୍ଚତା ର ହୋଇ ଥିବେ ତେବେ ଆପଣ ତାଙ୍କୁ କୁଣ୍ଢାଇଲେ ଆପଣଙ୍କ ଛାତି ରେ ସଠିକ୍ ଭାବେ ଲାଗି ପାରିବେ । ଜାହା ଦ୍ୱାରା ପ୍ରେମ ଦୁଇ ଗୁଣ ବଢି ଯାଏ । କମ୍ ଉଚ୍ଛତା ରହି ଥିବା ଝିଅ ମାନଙ୍କ ବୟସ ବିଷୟ ରେ ହଠାତ୍ ଜଣା ପଡେ ନାହିଁ । ସେମାନେ ଅଧିକ ବୟସ ର ହୋଇ ଥିଲେ ବି ସେମାନେ କମ୍ ବୟସ ର ଲାଗନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।