ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଏମିତି ବି କିଛି ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ ଲାଇମ୍ ଲାଇଟ୍ ରେ ଆସିବା ପାଇଁ ଗ୍ରେବ୍ ଫିଲ୍ମ ରେ କାମ କରିବା ପାଇଁଁ ପସନ୍ଦ କରି ଥିଲେ ହେଲେ ଆଜି ସେହି ଅଭିନେତ୍ରୀ ମାନେ ଟିଭି ଇଣ୍ଡଷ୍ଟ୍ରୀ ରେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ୟେଉଁ ମାନେ ବଲିଉଡ଼ କୁ ଆସିବା ପୂର୍ବ ରୁ ସେମାନେ ବି ଗ୍ରେଟ୍ ଫିଲ୍ମ ରେ କାମ କରିଛନ୍ତି ।
ପ୍ରଥମେ ଆମେ ଯଦି କହିବା ରସ୍ମୀ ଦିସାଇ ଙ୍କ କଥା ତେବେ ଏହି ଦିନ ରେ ସେ ବିଗ୍ ବସ୍ 13 ରେ ନଜର ଆସି ଥିଲେ । ସେମିତି ରେ ବନ୍ଧୁଗଣ ରସ୍ମୀ ଦିସାଇ ବଲିଉଡ ରେ କାମ କରିବା ପୂର୍ବ ରୁ ସେ ବହୁତ ବି ଗ୍ରେଡ୍ ଫିଲ୍ମ ରେ ବି କାମ କରି ସାରିଛନ୍ତି ।
ସେହି ପରି ବନ୍ଧୁଗଣ ଟିଭି ଅଭିନେତ୍ରୀ ସମା ସିକନ୍ଦର ବି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପ୍ରେବଶ ତ କରି ସାରିଛନ୍ତି । ହେଲେ କଣ ଆପଣ ମାନେ ଜାଣିଛନ୍ତି ସେ ଏହି ଏଠାରେ ଆସିବା ପୂର୍ବ ରୁ ବହୁତ ଗୁଡିଏ ବି ଗ୍ରେଡ୍ ଫିଲ୍ମ ବି କାମ କରି ସାରିଛନ୍ତି । ତେବେ ଏହି ନିକଟ ରେ ସେ ନିଜର ସର୍ଟ ଫିଲ୍ମ ମାୟା ରେ ବି ବହୁତ ହର୍ଟ ସିନ୍ ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ।
ସେହି ପରି ଏହି ଲିଷ୍ଟ ରେ ନାମ ଆସି ଥାଏ ସନା ଖାନ୍ ଙ୍କ ବିଷୟ ରେ । ବନ୍ଧୁଗଣ ଅଭିନେତ୍ରୀ ସନା ଖାନ୍ ଟିଭି ଏବଂ ବଲିଉଡ ରେ ଏଣ୍ଟ୍ରୀ କରିବା ପୂର୍ବ ରୁ ସେ ବି ଗ୍ରେଡ୍ ଫିଲ୍ମ ରେ କାମ କରି ଆସୁ ଥିଲେ । ସେ ଫିଲ୍ମ କ୍ଲାଇ ମେକ୍ସ , ହାଇ ସୋସାଇଟି । ଆଦି ରେ କାମ କରିଛନ୍ତି ।
ସେହି ପରି ଏହି ଲିଷ୍ଟ ରେ ଆଉ ଗୋଟିଏ ଅଭିନେତ୍ରୀ ଙ୍କ ନାମ ଆସି ଥାଏ ଜାହାଙ୍କ ନାମ ହେଲା ଦିସା ବକାନୀ ଙ୍କର । ବନ୍ଧୁଗଣ ବର୍ତମାନ ସମୟ ର ଓଲଟା ଚସମା ସିରିଏଲ ରେ କାମ କରୁ ଥିବା ଦୟା ଭାବି ବି ପ୍ରଥମେ ବି ଗ୍ରେଡ୍ ଫିଲ୍ମ ରୁ ହିଁ ନିଜର କେରିଅର ଆରମ୍ଭ କରି ଥିଲେ। ଏବଂ ଫିଲ୍ମ କମସିନ୍ ରେ ତାଙ୍କର ବୋଲ୍ଡ ଅନନ୍ଦାଜ୍ ଦେଖିବା ପାଇଁ ମିଳି ଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।