ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ନିକ୍ ଜୋନେସ୍ ଏବଂ ପ୍ରିୟଙ୍କା ଚୋପ୍ରା ଙ୍କ ବିବାହ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ସେମାନେ 2 ଏବଂ 3 ଡିସେମ୍ବର 2018 ରେ ବିବାହ କରି ଥିଲେ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପ୍ରିୟଙ୍କା ଏବଂ ନିକ୍ ଙ୍କ ବିବାହ ବହୁତ ସୁରୁଖୁର୍ ରେ ହୋଇ ଗଲା ହେଲେ ଏବଂ ଆପଣ ମାନେ୍ ତାଙ୍କର ବିବାହ ର ସବୁ ଫୋଟ କୁ ଯଦି ଦେଖି ଥିବେ ତେବେ ଆପଣ ମାନେ ପ୍ରିୟଙ୍କା ଙ୍କ ଜେଠାନୀ ଙ୍କୁ ବି ଦେଖି ଥିବେ ।
ମାନେ ସୁପି ଟଣ୍ଡନ୍ । ସେ ଏତେ ସୁନ୍ଦର କି ଆପଣ ମାନେ ଦେଖିବେ ତେବେ ଦେଖି କରି ହିଁ ରହି ଯିବେ । ଏମିତି ରେ ପ୍ରୟଙ୍କା ଚୋପ୍ରା ନିଜେ ବି ମାନିଛନ୍ତି କି ତାଙ୍କର ଜେଠାନୀ ତାଙ୍କ ଠାରୁ ବହୁତ ଗୁଣା ସୁନ୍ଦର ଅଟନ୍ତି । ତେବେ ଆପଣ ମାନଙ୍କୁ କହି ଦେବୁ କି ସୋଫି ଟେଣ୍ଡନ୍ କେବଳ 22 ବର୍ଷ ଅଟନ୍ତି । ଏବଂ ଏତେ କମ୍ ବୟସ ରେ ହିଁ ସେ ପ୍ରିୟଙ୍କା ଚୋପ୍ରା ଙ୍କ ଠାରୁ ବହୁତ ପପୁଲାର ଅଟନ୍ତି ।
ଏବଂ ଆପଣ ମାନଙ୍କୁ କହି ଦେବୁ କି ସୋଫି ଟେଣ୍ଡନ୍ ଜଣେ ବହୁତ ବଡ ଅଭିନେତ୍ରୀ ଯିଏ ହଲିଉଡ ରେ କାମ କରନ୍ତି । ଏବଂ ଏହି ଦିନ ରେ ସେ ଗିଟ୍ ଏବଂ ଥ୍ରୋ ସିରିଜ୍ ରେ ବବହୁତ ଭଲ ଅଭିନୟ କରି ଥିଲେ ଜାହାକି ଲୋକ ମାନଙ୍କୁ ବହୁତ ପସନ୍ଦ ଆସି ଥିଲା । ସେମିତି କ୍ଷେତ୍ର ରେ ସୋଫି ମାତ୍ର 20 ବର୍ଷ ବୟସ ରେ ନିକ୍ ଙ୍କ ବଡ ଭାଈ ମାନେ ଜୋ ଜୋନସ୍ ଙ୍କୁ ବିବାହ କରି ଥିଲେ । ଏବଂ ସେ 2016 ରେ ବିବାହ କରି ଥିଲେ ।
ଏମାନଙ୍କ ଜୋଡି ବହୁତ ସୁନ୍ଦର ଅଟେ ଏବଂ ଏହି ବିଷୟ ରେ ସମସ୍ତେ କହୁଛନ୍ତି କି ପ୍ରିୟଙ୍କା ଚୋପ୍ରା ସୋଫି ଟଣ୍ଡନ୍ ଙ୍କ ଅପେକ୍ଷା ବହୁତ ସୁନ୍ଦର ଅଟନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି କିଏ ଅଟେ ସବୁଠୁ ଅଧିକ ସୁନ୍ଦର । ଆପଣ ମାନଙ୍କ ନଜର ରେ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।