ମହାଭାରତ ସିରିଏଲର ଶ୍ରୀକୃଷ୍ଣଙ୍କ ଅସଲ ପତ୍ନୀଙ୍କୁ ଦେଖିଲେ ଆପଣ ଚମକି ପଡିବେ – ଦେଖିବାକୁ ସେ ବହୁତ ସୁନ୍ଦର

Saurav ​​Raj Jain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ମହାଭାରତ ର ଅସଲ କୃଷ୍ଣ ଙ୍କ ପତ୍ନୀ ବିଷୟ ରେ କହିବା ପାଇଁ ଚାହୁଁଁଛୁ । ସେ ରିୟଲ୍ ଲାଇଫ୍ ରେ କେମିତି ଦେଖା ଦିଅନ୍ତି। ସେମିତି ରେ ବିଗତ ଦିନ ରେ ନିର୍ଦେଶକ ସିଦ୍ଧାର୍ଥ ତିୱାରୀ ଙ୍କ ଦ୍ୱାରା ପ୍ରସ୍ତୁ ହୋଇ ଥିବା ମହାଭାରତ ବହୁତ ପ୍ରସିିଦ୍ଧ ହୋଇ ଥିବା ବେଳେ ସେହି ଥିରେ କାମ କରୁ ଥିବା ଶୈରଭ୍ ରାଜ ଯୈନ୍ ବି ନିଜର କୃଷ୍ଣ ଅବତାର ପାଇଁ ବହୁତ ଫେମସ୍ ହୋଇ ଥିଲେ ।

ଆପଣ ମାନଙ୍କୁ କହି ଦେବୁକି ଶୈରଭ୍ ରାଜ ଯୈନ୍ ଙ୍କ ଜନ୍ମ 1985 ରେ ହୋି ଥିଲା । ତାଙ୍କର ବର୍ତମାନ ବୟସ 34 ବର୍ଷ ଅଟେ । ଏବଂ ତାଙଅକର ପତ୍ନୀ ଙ୍କ ନାମ ରିତିମା ଯୈନ୍ ଅଟେ ଏବଂ କହିବା ପାଇଁ ଚାହିଁବୁ କି । ତାଙ୍କର ଜନ୍ମ 4 ଡିସେମ୍ବର 1983 କୁ ହୋଇ ଥିଲା । ମାନେ ସେ ସୈରଭ୍ ଙ୍କ ଠାରୁ 2 ବର୍ଷ ବଡ ଅଟନ୍ତି । ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

Saurav ​​Raj

ଏମାନଙ୍କ ବିବାହ 2010 ରେ ହୋଇ ଥିଲା । ଏମାନଙ୍କ ଗୋଟିଏ ଝିଅ ବି ରହିଛି ଜାହାଙ୍କ ନାମ ଲୁସିକା ଯୈନ୍ ଅଟେ । ତେବେ ଏହି ଦୁଇ ପତି ପତ୍ନୀ ଙ୍କୁ ବହୁତ ସମୟ ରେ ବହୁତ ବଡ ବଡ ଇଭେଣ୍ଟ ରେ ଦେଖା ଯିବାର ମିଳିଛି । ଏବଂ ଏମାନଙ୍କ ୟୋଡି ବହୁତ ସୁନ୍ଦର ଦେଖା ଯାଏ । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ମହାଭାରତ ସିରିଏଲ ରେ ଶୈରଭ୍ ରାଜ ଯୈନ୍ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *