ବାହାଘର ପରେ ମହିଳା ମାନେ କଣ ପାଇଁ ମୋଟା ହୋଇଯାଆନ୍ତି |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଜନ ବଢେଇବା ମହିଳା ମାନଙ୍କ ର ସବୁଠାର ବଡ ସମସ୍ୟା ଏବଂ ବିବାହ ପରେ ମୋଟା ହେବା ସବୁଠାରୁ ବଡ ସମସ୍ୟା ହୋଇ ଛିଡା ହୋଇଥାଏ । ଆପଣ ମାନେ ନିଶ୍ଚିନ୍ତ କାହାଠାରୁ ନାଁ କାହାଠାରୁ ଶୁଣିଥିବେକି ତାହାର ବାହାଘର ପରେ ଓଜନ ବଢିଗଲା । ଏହା ଏକ ଅଧୟନ ଅନୁସାରେ ଜଣା ପଡିଛିକି ଯେତିକି ଆମ ଦେଶର ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁୂ 80 ପ୍ରତିସତ ଦମ୍ପତି ମାନେଙ୍କର ଓଜନ ବଢିଥାଏ । ଏବଂ ଏହି ଓଜନ ବଢିବା ବିଶେଷ କରି ମହିଳା ମାନଙ୍କ ପାଖରେ ଦେଖା ଦେଇଥାଏ ।

ସମସ୍ତେ କୁହନ୍ତିକି ବାହାଘର ପରେ ଓଜନ ବଢି ଜାଇଥାଏ । କିନ୍ତୁ ଆପଣ ମାନେ ଏହା ପଛର କାରଣ କଣ ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ । ପ୍ରଥମରେ ହେଉଛି ଦାଇତ୍ୟ ହିନତା ବାହାଘର ପୃବରୁ ଝିଅ ମାନେ ନିଜର ସନ୍ଦର ଏବଂ ଓଜନ ଉପରେ ବିସେଷ ଭାବରେ ଧ୍ୟାନ ଦେଇଥାନ୍ତି । ଏଥି ପାଇଁ ନିୟମିତ ଭାବରେ ସେମାନେ ବାୟା ମଧ୍ୟ କରିଥାନ୍ତି । କିନ୍ତୁ ବାହାଘର ପରେ ସେମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାନ୍ତି କି ଯେମିତି ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଏବଂ ବାୟା ମଧ୍ୟ କରନ୍ତି ନାହିଁ ଏହା ଦ୍ୱାରା ସେମାନଙ୍କର ଓଜନ ଧିରେ ଧିରେ ବଢି ଯାଇଥାଏ ।

women

ଦିତୀୟରେ ହେଉଛି ନ ସଇବା ବାହାଘର ପରେ ସଇବାର ସମୟ ମଧ୍ୟ ବଦଳି ଯାଇଥାଏ । ଏବଂ କେତେ ଥର ଠିକ୍ ଭାବରେ ମହିଳା ମାନେ ସଇ ପାରନ୍ତି ନାହିଁ ଏହା ହେଉଛି ମହିଳା ମାନଙ୍କର ଓଜନ ବଢିବାର ସବୁଠାରୁ ଏକ ମୁକ୍ଷ କାରଣ ହୋଇଥାଏ ।

ତୃତୀୟରେ ହେଉଛି ପ୍ରାଥମିକତା ବଦାଳିବା ବାହାଘର ପରେ ଝିଅ ମାନଙ୍କର ପ୍ରାଥମିକତା ବଦଳି ଯାିଇଥାଏ । ଝିଅ ମାନେ ବିବାହ କରିବା ପରେ ନିଜର ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଅନୁସାରେ ନିଜର ଖାଇବା ଠାରୁ ଆରମ୍ଭ କରି ସଇବା ପର୍ଯ୍ୟନ୍ତ ସମସ୍ତ ରୁଟିନକୁ ବଦାଳାଇ ଦେଇଥାନ୍ତି । ଏବଂ ଏଥିପାଇଁ ତାଙ୍କୁ ନିଜର ଶରୀରକୁ ସମୟ ଦେବା ପାଇଁ ସମୟ ମିଳି ନଥାଏ । ଏଥିପାଇଁ ମହିଳା ମାନଙ୍କର ଓଜନ ଧିରେ ଧିରେ ବଢିବାକୁ ଲାଗି ଥାଏ ।

womens

ଚତୃଥରେ ହେଉଛି ହରମୁନ ବଦଳି ଯିବା ବିବାହିତ ଜୀବନର ଆରମ୍ଭ ସହିତ ମହିଳା ମାନଙ୍କର ହରମୁନ ମଧ୍ୟ ବଦଳି ଥାଏ । ବିବାହିତ ମହିଳା ମାନେ ସମ୍ଭନ୍ଧ ରଖିଲେ ମଧ୍ୟ ଓଜନ ବଢିବାର ବହୁତ ଚାନ୍ସ ରହିଥାଏ ଏହା ଛଡା ଆପଣ ନିଜେ ସୁରଖିତ ରହିବା ପାଇଁ ନିରଧିକ ଓୌଷଧ ବ୍ୟବହାର କରିଥାନ୍ତି ଯାହା ଆପମଙ୍କର ଶରୀରର ଓଜନ ବଢେଇବାରେ ସହାୟକ ହୋଇଥାଏ । ତେବେ ଏହିଁ ସବୁ କାରଣ ପାଇଁ ବିବାହ ପରେ ମହିଳା ମାନଙ୍କର ଓଜନ ବଢିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *