ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ତାରକ୍ ମେହେତା କି ଓଲଟା ଚଶମା ବିଷୟ ରେ ଜାଣି ଥିବେ ଜାହା ସବ୍ ଟିଭି ରେ ବହୁତ ବର୍ଷ ଧରି ପ୍ରଶାରିତ ହେଉଛି ଏବଂ ଏହି ଥିରେ ସବୁ ଅଭିନେତା ମାନଙ୍କ ପରିଶ୍ରମ ପାଇଁ ହିଁ ଏହି ସିରିଏଲ ଟି ବହୁତ TRP ଛୁଇଁ ପାରିଛି । ଏହି ଥିରେ ସବୁ ସମୟ ରେ ସବୁ କଳାକାର ମାନଙ୍କୁ ଦର୍ଶକ ମାନେ ପସନ୍ଦ କରି ସେମାନଙ୍କ ଉତ୍ସାହ ବଢେଇ ଥାନ୍ତି । ଏହି ସୋ ରେ ଏମିତି ବି ଜଣେ ଅଭିନେତା ରହିଛନ୍ତି ଯିଏ ସବୁ ସମୟ ରେ ନିଜର ବିବାହ କୁ ନେଇ ଟେନସନ୍ ରେ ରହି ଥାନ୍ତି । ଏବଂ ସେ ହେଲେ ପତ୍ରକାର ପପଟ୍ ଲାଲ୍ । ସେ ଦଶ୍କ ମଧ୍ୟ ରେ ବହୁତ ପପୁଲାର କେରେକ୍ଟର ଅଟନ୍ତି ।
ସେ ସେହି ଥିରେ ସବୁ ବେଳେ ବିବାହ ପାଇଁ ପ୍ରସ୍ତାବ ଖୋଜୁ ଥିବା ବେଳେ ଅସଲ ଜିବନ ରେ ବିବାହିତ ଅଟନ୍ତି । ତାଙ୍କର ଅସଲ ନାମ ହେଲା ଶ୍ୟାମ୍ ପାଠକ୍ । ସେ ଗୁଜୁରାଟ ର ଅଟନ୍ତି ଏବଂ ଗୋଟିଏ ମିଡ଼ିଲ୍ କ୍ଲାସ୍ ଫେମିଲି ରେ ହୋଇ ଥିଲା । ସେ ପାଠ ପଢା ସହିତ ରାଷ୍ଟ୍ରୀ ନାଟକ ବିଦ୍ୟାଳୟ ରୁ ଏକ୍ଟିଂ ର ଟ୍ରେନିଂ ନେଇ ଥିଲେ । ଏବଂ ସେହି ଠାରେ ତାଙ୍କର ଦେଖା ରେସ୍ମି ଙ୍କ ସହିତ ହୋଇ ଥିଲା ଯିଏ କି ଆଜିର ଦିନ ରେ ତାଙ୍କର ଅସଲ ପତ୍ନୀ ଅଟନ୍ତି ।
ହେଲେ ତାଙ୍କୁ ଅଭିନୟ ବିଷୟ ରେ ଜଣା ଥିଲେ ବିଆଜିର ଦିନ ରେ ସେ ନିଜର ପରିବାର କୁ ତଳାନ୍ତି ଏବଂ ହାଉସ୍ ୱାଇଫ୍ ର ରୋଲ୍ ନିଭେଇ ଥାନ୍ତି । ସେମିତି ରେ ସ୍ୟମ୍ ର କହିବା କଥା କି ସେ ସିରିଏଲ ରେ ଜଣେ ସୁନ୍ଦରୀ ଝିଅ ଙ୍କ ସହିତ ଘର ବସେଇଭା ପାଇଁ ଚାହାଁନ୍ତି ହେଲେ ଅସଲ ଜିବନ ରେ ସେମିତି କିଛି ବି ନୁହେଁ । ସେ ନିଜର ରିଏଲ ଲାଇଫ୍ ରେ ସଂମ୍ପର୍ଣ୍ଣ ଅଲଗା ଅଚନ୍ତି ।
ତେବେ ତାଙ୍କର ପତ୍ନୀ ବି ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ବର୍ତମାନ ସମୟ ରେ ତାଙ୍କର ତିନୋଟି ପିଲା ରହିଛନ୍ତି । ତାଙ୍କର ଝିଅ ନାମ ନିତ୍ୟା ଏବଂ ବଡ ପୁଅ ର ନାମ ପାର୍ଥ ଅଟେ । ଏବଂ ତାଙ୍କର ଛୋଟ ପୁଅ ର ନାମ ଶିଭମ୍ ଅଟେ । ଶ୍ୟାମ୍ ପାଠକ୍ ସବୁ ସମୟ ରେ ସୋସିଆଲ ମିଡ଼ିଆ ରେ ନିଜର ପତ୍ନୀ ଙ୍କ ସହିତ ହିଁ ଫୋଟ କୁ ସେୟାର କରି ଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।