ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ହେଉ ବା ଟିଭି ଦୁନିଆଁ ସବୁ ଅଭିନେତା ଙ୍କୁ ଆସୁ ଥିବା ଦିନ ରେ ଅସୁବିଧା ର ସାମ୍ନା କରିବା ପାଇଁ ପଡେ । ଏମିତି ମଧ୍ୟ ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯେଉଁ ମାନେ ବିଗତ ଦିନ ରେ ସମସ୍ତ ଙ୍କ ଆଗରେ ଅସଦାଚରଣ ର ଶୀକାର ହୋଇଛନ୍ତି । ତେବେ ଆସନ୍ତୁ ଜାଣି ନେବା ସେମାନଙ୍କ ବିଷୟ ରେ ।
ଏହି ଲିଷ୍ଟ ରେ ପ୍ରଥମେ ଚିତ୍ରାଶ୍ରୀ ରାବତ୍ ଙ୍କ ବିଷୟ ରେ କହିବୁ । ସେ କହିଛନ୍ତି କି ସେ ଯେତେ ବେଳେ ହକି ର ଟ୍ରେନିଂ ନେଉ ଥିଲେ ତେବେ ରାସ୍ତା ର ଗୋଟିଏ ଅଟୋ ବାଲା ତାଙ୍କୁ ଖରାପ୍ ଆଖି ରେ ଦେଖୁ ଥିଲା । ଏବଂ ଗୀତ ବି ବଜାଉ ଥିଲେ ଏମମିତି ରେ ଚିତ୍ରାଶ୍ରୀ ଜାଇ ପଚାରିବାରୁ ସେ କହି ଥିଲା କି ସେ ତାଙ୍କୁ ପସନ୍ଦ କରେ । ଏହା ପରେ ନିଜର ହକି ଷ୍ଟିକ୍ ରେ ଚିତ୍ରୀଶ୍ରୀ ତାର ଅଟୋ କୁ ଭାଙ୍ଗି ରୁଜି ଦେଇ ଥିଲେ ।
ସେହି ପରି କଥା ହେବା ଟିଭି ଅଭିନେତ୍ରୀ ଜସ୍ମିନ୍ ଭସିନ୍ ଙ୍କ ବିଷୟ ରେ ତେବେ ସେ ଯେତେ ବେଳେ ଅନ୍ଧେରୀ କୁ ଲକ୍ଷ୍ମବାଲା କୁ ସୋପିଂ କରିବା ପାଇଁ ଯାଉ ଥିଲେ ତେବେ ସେହି ସମୟ ରେ ଦୁଇଟି ଯୁବକ ତାଙ୍କର ପିଛା କରୁ ଥିଲେ । ଏହା ପରେ ପରେ ଜାସ୍ମିନ୍ ସେହି ରାସ୍ତା ପପାର କରି ସେହି ଦୁଇ ବଦମାସ୍ ଙ୍କ ଫୋଟ ଉଠେଇ ନେଇ ଥିଲେ । ଏବଂ ପୋଲିସ୍ ରେ ଦେବାକୁ ଧମକ୍ ଦେଇ ଥିଲେ ଏହା ପରେ ସେମାନେ କେବେ ବି ତାଙ୍କୁ ଦେଖା ଦେଲେ ନାହିଁ ।
ସେହି ପରି ଭାବେ ଟଲିଉଡ ର ଫେମସ୍ ଅଭିନେତ୍ରୀ ଅନିତା ଭାବି ବା ସମ୍ୟା ବି ସ୍କୁଲ ଦିନ ରେ ଅସଦାଚରଣ ର ଶୀକାର ହୋଇ ଥିଲେ । ସେ କହିବା କଥା କି ତାଙ୍କର ସିନିୟର ସେହି ସମୟ ରେ ତାଙ୍କୁ ଫୋଲ କରୁ ଥିଲେ । ଏବଂ ସେମିତି ଗୋଟିଏ ଦିନ ରାତି 8 ଟା ସମୟ ରେ ସେମାନେ ଆସି ତାଙ୍କ ଆଗରେ ବାଇକ୍ ରୋକି ଦେଲେ ଏବଂ ସେହି ଦିନ ରେ ସେ ଟିୟୁସନ୍ ରୁ ଫେରୁ ଥିଲେ । ଏବଂ ସେହି ପୁଅ ମାନେ ସମ୍ୟା ଙ୍କ ମୁଣ୍ଡ ରେ କିଛି ପକେଇ ପଳେଇ ଗଲେ । ହେଲେ ଏହା ସତ୍ୟ ଥିଲା କି ତାହା ଏସିଡ୍ ନ ଥିଲା ତାହା କେବଳ ପାଣି ଥିଲା ବୋଲି ସେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।