ଏବେ ଦେଖିବାକୁ ଏମିତି ହୋଇଗଲେଣି ସାଥ ନିଭାନା ସାଥିୟାଂର କୋକିଲା ବେନ । ଦେଖନ୍ତୁ ଫଟୋ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିରିଏଲ ସାଥ୍ ନିଭାନା ସାଥି୍ଆ ଟିଭି ର ପୋପୁଲାର ସୋ ମନା ଯାଏ । ଏହି ସିରିଏଲ କୁ ଷ୍ଟାର ପ୍ଲସ୍ ରେ ଦେଖା ଜାଉ ଥିବା ବେଳେ ସିରିଏଲ ର ସବୁ କଳାକାର ମାନେ ବହୁତ ଫେମସ୍ ହୋଇ ଥିଲେ । ସେମିତି ରେ ସେହି ଥିରେ କୋକିଲା ମୋଦି ଙ୍କ ନାମ ରେ ରହି ଥିବା କଳାକାର ଙ୍କ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବା ତଥା କହି ଦେବୁ କି ତାଙ୍କର ଅସଲ ନାମ ହେଲା ରୁପେଲ୍ ପଟେଲ୍ ।

Rupal Patel

2010 ରୁ ହିଁ ଏହି ସିରିଏଲ ସହିତ ଯୋଡି ରହି ଥିଲେ । ଏବଂ ସଂମ୍ପର୍ଣ୍ଣ 7 ବର୍ଷ ମାନେ 2017 ରେ ଏହାର ସେଷ ଏପିସୋର୍ଡ ଟିଭି ରେ ଟେଲିକାଷ୍ଟ ହୋଇ ଥିଲା । ବର୍ଷ 1975 କୁ ମୁମ୍ବାଇ ରେ ଜନ୍ମ ହୋଇ ଥିବା ରୁପେଲ ପଟେଲ୍ କେବଳ ଟିଭି ସିରିଅଏଲ ନୁହେଁ ବରଂ ବରଂ ସେ ଫିଲ୍ମ ମାନଙ୍କରେ କାମ କରି ସାରିଛନ୍ତି । ଏବଂ ସେ ନିଜର ଗୃପ୍ ପେନରାମା ଆର୍ଟିକ୍ ଥେର୍ଟର ବି ଚଳାଇ ଥାନ୍ତି ।

ସେ ଫିଲ୍ମ ମେହେକ୍ ରୁ ହିଁ ନିଜର ଫିଲ୍ମ କେରିଅର ଆରମ୍ଭ କରି ଥିଲେ । ବର୍ତମାନ ସମୟ ରେ ରୁପେଲ ପଟେଲ୍ ଅଭିନୟ ଦୁନିଆଁ ରେ 35 ବର୍ଷ ହୋଇ ସାରିଛି । ଟିଭି ରେ ଦେଖୁ ଥିବା ଲୋକ ରୁପେଲ ପଟେଲ୍ ଙ୍କୁ ରିୟଲ୍ ଲାଇଫ୍ ରେ ଦେଖିଲେ ଚିହ୍ନି ପାରିବେ ନାହିଁ ବର୍ତମାନ ସମୟ ରେ ରୁପେଲ୍ ନିଜର ଘରେ ରହିଛନ୍ତି । ଏବଂ ସେ ସବୁ ସମୟ ରେ ଲାଇମ୍ ଲାଇଟ୍ ରୁ ଦୂର ରେ ରହିବା ପାଇଁ ପସନ୍ଦ କରନ୍ତି ।

Rupal Patel

ଏମିତି ହିଁ ନୁହେଁ ବରଂ ସେ ସୋସିଆଲ ମିଡିଆ ରେ ବି ଏକ୍ଟିଭ୍ ନୁହଁନ୍ତି । ସେହି ପରି ସେ ଗୋଟିଏ ଇଣ୍ଟର୍ଭିୟୁ ରେ କହିଛନ୍ତି କି ତାଙ୍କୁ ପରିବାର ସହିତ ବିତା ଜାଇ ଥିବା ସମୟ ହିଁ ଅସଲ ସମୟ ବୋଲି ଲାଗି ଥାଏ । ଏବଂ ତାଙ୍କର ମୁତାବିକ୍ ପରିବାର ତାଙ୍କର ଖୁସୀ ର ଆଧାର ହୋଇ ଥାନ୍ତି ସେହିଥି ପାଇଁ ସେ ସବୁ ସମୟ ରେ କେବଳ ପରିବାର ସହିତ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତି । ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ କେମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *