ହାର୍ଧୀକ ପାଣ୍ଡିଆଙ୍କ ପ୍ରେମରେ ପଡି ସାରିଛନ୍ତି ବଲିଉଡର ଏହି ସବୁ ନାୟିକା

Hardik Pandya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କହିବା ପାଇଁ ଗଲେ ଭାରତୀୟ କ୍ରିକେଟର ହାର୍ଦ୍ଧିକ୍ ପାଣ୍ଡିଆ ଆଜି ଗୋଟିଏ ପୁଅ ର ବାପା ହୋଇ ସାରିଛନ୍ତି । ହେଲେ ଏହାର ଅସର ତାଙ୍କର ଖେଲ ଉପରେ ଆସିଛି ନା ତାଙ୍କର ଫିଟନେସ୍ ଉପରେ । ସେହିି ପାଇଁ ତ ଆଜିର ଦିନ ରେ ବି ତାଙ୍କର ଫିଟନେସ୍ କୁ ନେଇ ଭାରତୀୟ ଝିଅ ମାନେ ପାଗଳ ହୋଇ ସାରିଛନ୍ତି ।

କେବଳ ଝିଅ ନୁହେଁ ବରଂ ବଲିଉଡ ର ବହୁତ ଅଭିନେତ୍ରୀ ମାନେ ଏମିତି ରହିଛନ୍ତି ଯେଉଁ ମାନେ ତାଙ୍କର ଫେନ୍ସ ରହିଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ । ପ୍ରଥମେ ରହିଛନ୍ତି ପରିଣିତି ଚୋପ୍ରା । ଯିଏ କି ପାଣ୍ଡିଆ ଙ୍କୁ ବହୁତ ହିଁ ଅଧିକ ପସନ୍ଦ କରନ୍ତି । ଯେତେ ବେଳେ ବି ତାଙ୍କର ଖେଳ ହୋଇ ଥାଏ ସେ ସୁଟିଂ ଜଲ୍ଦି ସାରି କରି ଖେଳ ଦେଖିବା ପାଇଁ ବସି ଜାଇ ଥାନ୍ତି ।

Hardik Pandya

ସେହି ପରି ଦୁଇ ରେ ରହିଛନ୍ତି ରଖୁଲ ପ୍ରିତ୍ । ତେବେ ଆପଣ ମାନଙ୍କୁ କହି ଦେବୁ କି ବଲିଉଡ ରୁ ନେଇ ସାଉଥ୍ ଯାଏ ନିଜର ପରିତୟ ତିଆରି କରି ଥିବା ଏହି କଳାକାର ତାଙ୍କର ଖେଳ କୁ ଏତେ ପରିମାଣ ରେ ପସନ୍ଦ କରନ୍ତି କି ଗୋଟିଏ ଇଣ୍ଟର୍ଭ୍ୟୁ ରେ କହି ଥିଲେ କି ଯଦି ପାଣ୍ଡିଆ ବିବାହ କରି ନ ଥାନ୍ତେ ତେବେ ସେ ତାଙ୍କୁ ହିଁ ବିବାହ କରି ନେଇ ଥାନ୍ତେ ।

ସେହି ତୃତୀୟ ରେ ରହିଛନ୍ତି ନତାସା ଷ୍ଟାବ୍ କବେଚ୍ ମାନେ ତାଙ୍କର ନିଜର ପତ୍ନୀ । ଏମିତି ରେ ସେ ସବୁ ସମୟ ରେ ହାର୍ଦ୍ଧିକ୍ ଙ୍କ ପର୍ସିନାଲଟି ଏବଂ ଲୁକ୍ସ ନେଇ ବହୁତ ଭଲ ପାଇ ଥାନ୍ତି । ତଥା ତାଙ୍କର ଖେଳ କୁ ବି । ବର୍ତମାନ ସମୟ ରେ ସେହିଥି ପାଇଁ ତାଙ୍କର ପୁତ୍ର ସନ୍ତାନ ବି ହୋଇ ସାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *