ସୁନ୍ଦର ଦେଖା ଯିବା ପାଇଁ ଏତେ ତଳକୁ ଖସି ଜାଇଥିଲେ ଏହି ବଲିଉଡ ହିରୋଇନ ମାନେ ।

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ସବୁ ବେଳେ ଅଭିନେତ୍ରୀ ମାନେ ନିଜର ଲୁକ୍ସ ନେଇ ଚର୍ଚ୍ଚା ରେ ରହି ଥାନ୍ତି । ହେଲେ ସେମାନେ ସବୁ ସମୟ ରେ ନିଜର ଚେହେରା କୁ ସର୍ଜରୀ କରି ଏମିତି କରି ଥାନ୍ତି । କିଏ ନିଜର ମୁହଁ ତ ଆଉ କିଏ ନିଜର ଲିପ୍ସ ଏବଂ ଆଉ କାହାକୁ ବର୍ଡି ର ଅନ୍ୟ ପାର୍ଟ ସର୍ଜରୀ କରିବାର ଦେଖିବା ପାଇଁ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ।

ତେବେ ଏହି ଥିରେ ପ୍ରଥମ ନାମ ଆସି ଥିବା ନାମଟି ରହିଛି ଶ୍ରୀ ଦେବୀ ଙ୍କ ଏହି ଦୁନିଆଁ ରେ ସେ ନାହାଁନ୍ତି ହେଲେ ସବୁ ସମୟ ରେ ସର୍ଜରୀ କରିବା ପାଇଁ ଜଣା ଜାଆନ୍ତି । ସେ ନିଜର ମୃତ୍ୟୁ ପୂର୍ବ ରୁ ହିଁ ଦୁଇଟି ସର୍ଜରୀ କରେଇ ଥିଲେ । ଯେମିତି ଲିପ୍ସ ଏବଂ ନିଜର ବର୍ଡି ସଂମ୍ପର୍ଣ୍ଣ ଭାବେ ଟପ୍ କରି ନେବା ।

Sridevi

ସେହି ପରି ଦୁଇ ରେ ସୁସ୍ମିତା ସିହଂ ଙ୍କର ବର୍ତମାନ ସମୟ ରେ ସେ ବହୁତ ପପୁଲାର ରହି ଥିବା ବେଳେ ମିସ୍ ଇୟୁନିଭର୍ସ ରହିବା ସହିତ ସେ ବଲିଉଡ ରୁ ବହୁତ ଦୂର ରେ ରହିଛନ୍ତି । ହେଲେ ସେ ନିଜର ଜିବନ କୁ ଅଧିକ ସୁନନ୍ଦର କରିବା ପାଇଁ ସେ ବହୁତ ଗୁଡିଏ କସ୍ମେଟିକ୍ ସର୍ଜରୀ ର ପ୍ରୋୟଗ କରି ଥିବାର ଜଣା ପଡେ ।

ସେହି ପରି ତିନି ରେ ରହିଛନ୍ତି ପ୍ରିୟଙ୍କା ଚୋପ୍ରା ସେ ବି ବହୁତ ସମୟ ରେ ଏମିତି ହିଁ ନିଜର ଚେହେରା କୁ ନେଇ ସର୍ଜରୀ କରି ଥିବାର ଦେଖିବା ପାଇଁ ମିଳନ୍ତି । ପୂର୍ବ ତାଙ୍କର ନୋଜ୍ ବହୁତ ମୋଟା ଦେଖା ଜାଉ ଥିବା ବେଳେ ସେ ନୋଜ୍ ଏବଂ ଲିପ୍ସ ସର୍ଜିରି କରି ଥିବାର ସୂଚନା ରହିଛି ।

Priyanka

ଏହି ଲିଷ୍ଟ ରେ ଅନୁସ୍କା ଶର୍ମା ବି ରହିଛନ୍ତି ସାମିଲ୍ । ଆପଣ ମାନଙ୍କୁ ଜଣା ଥିବ କି ଦିନେ ତାଙ୍କୁ ଡାର୍କ ଫେସ୍ କହି ଡକା ଜାଉ ଥିବା ବେଳେ ତାଙ୍କର ଲୁପ୍ସ ଏକ ସମୟ ରେ ବହୁତ ମୋଟା ଲାଗି ଥିଲେ ସେମିତି ରେ ସେ ଏହା ସର୍ଜରୀ କରିବା ପରେ ହିଁ ଏମିତି ଦେଖା ଯିବାରେ ଲାଗି ଥିଲେ ସେହି ପରି କ୍ଷେତ୍ର ରେ କଫି ଉଇତ୍ କରନ୍ ଙ୍କ ସୋ ରେ ସେ ଏହି କଥା ଲୁଚେଇବା ପାଇଁ ଚେଷ୍ଟା କରି ଥିଲେ ବି ଏହାକୁ ସେ ଲୁଚେଇ ପାରି ନ ଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *