ଏହି 10 ଜଣ ହିରୋଇନଙ୍କ ହାଇଟ ଜାଣିଲେ ଆପଣ ଚମକି ପଡିବେ – ହିରୋଙ୍କ ଠୁ ବି ଅଧିକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ସମୟ ରେ ଅଭିନେତା ମାନଙ୍କ ହାଇଟ୍ ଠାରୁ ଅଭିନେତ୍ରୀ ମାନଙ୍କ ହାଇଟ୍ କୁ କମ୍ ବୋଲି ମନା ଜାଉ ଥିଲା ଏବଂ ଏହି ପ୍ରଥା କେବଳ ସେଠାରେ ସବୁ ବେଳେ ଚାଲି ଆସିଛି । ସେମିତି ରେ ଯଦି କୈଣସି କ୍ଷେତ୍ର ରେ ଯଦି କୈଣସି କ୍ଷେତ୍ର ରେ ହିରୋଇନ୍ ଙ୍କ ହାଇଟ୍ ବଡ ଥିଲା ତେବେ ତାଙ୍କୁ କାଷ୍ଟ ପାଇଁ ନିଆ ଜାଉ ନ ଥିଲା । ସେମିତି ରେ ଯେମିତି ଯେମିତି ସମୟ ବଦଳି ଗଲା ସେମିତି ସେମିତି ଏହି ସବୁ ଭାବନା ବଦଳି ଗଲା ।

Anuska Sharma

ଏହି ଲିଷ୍ଟ ରେ ପ୍ରଥମେ ନାମ ଆସି ଥାଏ ଅଭିନେତ୍ରୀ ଅନୁସ୍କା ଶର୍ମା ଙ୍କର । ବର୍ଷ 2017 ରେ ବିବାହ ବନ୍ଧନ ରେ ବନ୍ଧା ହୋଇ ଥିବା ଏହି ଅଭିନେତ୍ରୀ ଏହି ନିକଟ ରେ ନିଜର ମାଆ ହେବାର ଖବର ଇନଷ୍ଟା ଗ୍ରାମ୍ ରେ କହି ଥିଲେ । ସେମିତି ରେ ଅନୁସ୍କା ନିଜର କେରିଅର ରବ ନେ ବନାଦି ଯୋଡି ରୁ ଆରମ୍ଭ କରି ଥିଲେ। ଏବଂ ତାଙ୍କର ହାଇଟ୍ ର କଥା କହିବା ତେବେ ତାଙ୍କର ହାଇଟ୍ 5 ଫଉଟ୍ 9 ଇଞ୍ଚ ଅଟେ ।

ସେହି ପରି ଦୁଇ ଯଦି ଆମେ କଟ୍ରୀନୀ କୈଫ୍ ଙ୍କ କଥା କହିବା ତେବେ ସେ 2003 ରେ ବୁମ୍ ଫିଲ୍ମ ଯରିଆରେ ନିଜର କେରିଅର ଆରମ୍ଭ କରି ଥିବା ଏହି ଅଭିନେତ୍ରୀ ଙ୍କ ହାଇଟ୍ ବହୁତ ଅଧିକ ଅଟେ ହେଲେ ତାଙ୍କର ହାଇଟ୍ ଯୋଗୁଁ ତାଙ୍କୁ କେବେ ବି କିଛି କାମ ରେ ଅସୁବିଧା ହେବାର ନଜର ଆସି ନାହିଁ । ତାଙ୍କର ହାଇଟ୍ 5 ଫୁଟ୍ 8 ଇଞ୍ଚ ଅଟେ ।

Katrina Kaif

ସେହି ପରି ତିନି ରେ ନର୍ଗେଜ୍ ଫକ୍ରୀ ଙ୍କ ନାମ ଆସି ଥାଏ। ସେ ଜଣେ ଆମେରିକାନ ଅଭିନେତ୍ରୀ ଅଟନ୍ତି । ସେ ନିଜର କେରିଅର 2011 ଆସି ଥିବା ଫିଲ୍ମ ରକଷ୍ଟାର ରୁ କରି ଥିଲେ । ସେମିତି ତାଙ୍କର ହାଇଟ୍ କଥା କହିବା ତେବେ ତାଙ୍କର ହାଇଟ୍ କୁ ନେଇ ବି ଆଜି ଯାଏ କୈଣସି ବି ଅସୁବିଧା ହୋଇ ନାହିଁ ବରଂ ତାଙ୍କର 5 ଫୁଟ୍ 9 ଇଞ୍ଚ ହେବା ପରେ ବି ସେ କୈଣସି କାମ ରେ ଅସୁବିଧା ର ସାମ୍ନା କରି ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *