ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ପ୍ରିୟଙ୍କା ଆଜି ନିଜର କେରିଅର ରେ ସଫଳ ହୋଇ ସାରିଛନ୍ତି । ଏବଂ ନିଜ ଠାରୁ 11 ବର୍ଷ ଛୋଟ ଯୁବକ ନିକ୍ ଜୋନସ୍ ଙ୍କୁ ବିବାହ କରି ସେ ବହୁତ ଖୁସୀ ରେ ରହିଛନ୍ତି । ସେମିତି ରେ ନନିକ୍ ଙ୍କ ବର୍ଷ କୁ ଯେତେ ଆୟ ହୋଇ ନ ଥାଏ ତା ଠାରୁ ଅଧିକ ତ କେବଳ ପ୍ରିୟଙ୍କା ନିଜ ଫିଲ୍ମ ରୁ ଉଠି ଥାନ୍ତି । ନିକ୍ ଙ୍କ ସଂମ୍ପର୍ଣ୍ଣ ସଂମ୍ପତୀ 25 ମିଲିୟନ୍ ଡର୍ଲର ଅଟେ । ମାନେ 175 କୋଟି ଟଙ୍କା ର । ହେଲେ ପ୍ରିୟଙ୍କା ଙ୍କ କଥା କହିବା ତେବେ ତାଙ୍କର ସଂମ୍ପତୀ 28 ମିଲିୟନ୍ ଡର୍ଲର ର ଅଟେ ମାନେ 200 କୋଟି ଟଙ୍କାର ।
ପ୍ରିୟଙ୍କା ବହୁତ ବର୍ଷ ରୁ ହିଁ ଫେମସ୍ ଅଭିନେତ୍ରୀ ରହିଛନ୍ତି । ହେଲେ ନିଜ୍ ନିଜର କେରିଅର 2002 ରେ ଆରମ୍ଭ କରି ଥିଲେ ନିକ୍ ଜଣେ ସିଙ୍ଗର , ମ୍ୟୁଜିକ୍ ସିୟଆନ୍ , ଏବଂ ଜଣେ ଅଭିନେତା ବି ଅଟନ୍ତି । ସେମିତି ରେ ପ୍ରିୟଙ୍କା ଙ୍କ ବିଷୟ ରେ କବିବା ତେବେ 2017 ରେ ପ୍ରିୟଙ୍କା ଙ୍କୁ ବଲିଉଡ ରୁ ବ୍ୟନ୍ କରି ଦିଆ ଜାଇ ଥିବା ବେଳେ ସେ ପୁଣି ହଲିଉ଼ଡ ଆଡକୁ ଜାଇ ଥିଲେ ଏବଂ ସେଠାରେ ସେ ସଫଳତା ହାସଲ କରିବା ପରେ ବର୍ତମାନ ସମୟ ରେ ବଲିଉଡ ରେ ସବୁଠୁ ଦାମୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୋଇ ସାରିଛନ୍ତି ।
ସେହି ପରି ପ୍ରିୟଙ୍କା ସେମ୍ପୁ ଏବଂ ସ୍ମାର୍ଟ ଫୋନ୍ ଏବଂ ଗୋଟିଏ ମଦ କମ୍ପୀାନୀ ରହ ବ୍ରାଣ୍ଡ ଆମ୍ଭା ସେଟର ଅଟନ୍ତି । ସେହି ପରି ପ୍ରିୟଙ୍କକାର ସୈକ୍ ର କଥା କହିବା ତେବେ ତାଙ୍କୁ ସବୁ ବେଳେ ଦାମୀ ହେଣ୍ଡ ବ୍ୟଗ୍ ସହିତ ଦାମୀ ଫୁଟ ୱଇଆର ଏବଂ ଡିଜାଇନ୍ କପପଡା ବହୁତ ଭଲ ଲାଗେ । ଆପଣ ମାନେ ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ର ଦାମୀ ଫୁଟ ୱଇଆର ସହିତ ଏମିତି ବହୁତ ଗୁଡ଼ିଏ କଲେକ୍ସନ ଦେଖିବା ପାଇଁ ପାଇବେ ।
ହେଲେ ପ୍ରିୟଙ୍କା ବେଳେ ଏମିତି ପାଇଁ ଚର୍ଚ୍ଚା ରେ ଆସି ଥିଲେ ଯେଉଁ ଠାରେ 5 ମିନିଟ୍ ର ପଗ୍ରାମ୍ ପାଇଁ 5 କୋଟି ର ଡିମାଣ୍ଡ କରି ଥିଲେ । ଏହି ଘଟଣା 2017 ରେ କଲିକତା ଠାରେ ଗୋଟିଏ ଆୱର୍ଡା ଫଙ୍ଗସନ୍ ରେ ଡେନ୍ସ କରିବା ପାଇଁ କୁହା ଜାଇ ଥିଲା ତେବେ ସେହି ସମୟ ରେ ସେ 5 କୋଟି ଟଙ୍କା ର ଡିମାଣ୍ଡ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।