ଲୁଚିକରି ପ୍ରେମ ବିବାହ କରିଥିବା ଓଡିଆ ଫିଲ୍ମୀ ଦୁନିଆର ପ୍ରେମୀ ଯୁଗଳ। ଦେଖନ୍ତୁ ପୁରା ଖବର

Marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡ ର ସବୁ କଳାକାର ଙ୍କୁ ଜାଣି ଥିବେ ଏବଂ ସେମାନଙ୍କ ବିଷୟରେ ନିଶ୍ଚିତ ଭାବେ ଜାଣି ଥିବେ । ହେଲେ କଣ ଆପଣ ମାନେ ସେହି କଳାକାର ମାନଙ୍କୁ ଓଲିଉଡ ରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଯେଉଁ ମାନେ ପ୍ରେମ ବିବାହ ତ କରିଛନ୍ତି ହେଲେ ଲୁଚି କରି ହିଁ କରିଛନ୍ତି । ତେବେ ଆମେ ଆପଣ ମାନଙ୍କୁ ସେହି ପରି କିଛି କଳାକାର ମାନଙ୍କ ବିଷୟ ରେ କହିଛୁ ।

ପ୍ରଥମେ ଯିଏ ଆସିବେ ସେ ହେଲେ ବବି ମିଶ୍ର ଆପଣ ମାନେ ତାଙ୍କୁ ତ ବହୁତ ସମୟ ରେ ଦେଖି ଥିବେ ଅଭିନୟ କରୁ ଥିବାର ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ସେ ପ୍ରେମ ବିବାହ କରିଛନ୍ତି ଏବଂ ଏ ହେଲେ ତାଙ୍କର ପତ୍ନୀ । ତାଙ୍କ ପତ୍ନୀଙ୍କର ନାମ ହେଉଛି କୋଏଲ ବାନାର୍ଜୀ । ଉଭୟ ପ୍ରେମ କରିବା ସହିତ , ବିବାହ ମଧ୍ୟ କରି ନେଇଛନ୍ତି ।

boby

ଏହା ପରେ ରହିଛନ୍ତି ଓଡ଼ିଆ ସୁପର ଷ୍ଟାର ବାବୁସାନ୍ ଏବଂ ତାଙ୍କର ଧର୍ମ ପତ୍ନୀ ତୃପ୍ତୀ । ଯିଏ କି ପିଲା ବେଳୁ ଦୁହେଁ ବହୁତ ଭଲ ସାଙ୍ଗ ଥିବା ବେଳେ ଏମାନଙ୍କ ପ୍ରେମ ସେହି ପିଲା ବେଳୁ ହିଁ ଆରମ୍ଭ ହୋଇ ଥିଲା । ଏମାନେ ଦୁହେଁ ଗୋଟିଏ ସ୍କୁଲରେ ମଧ୍ୟ ପଢୁ ଥିଲେ ବୋଲି ସୁଚନା ମିଳିଛି , ତେବେ ଉଭୟ ନିଜ ପରିବାରର ସହମତିରେ ବିବାହ କରିଥିଲେ ।

ଏହା ପରେ ରହିଛନ୍ତି ସମରେଶ୍ । ଆପଣ ମାନେ ଏହି କଳାକାର ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେ ବି ପ୍ରେମ ବିବାହ କରିଛନ୍ତି । ଏବଂ ଏ ହେଲେ ତାଙ୍କର ଧର୍ମ ପତ୍ନୀ । ତାଙ୍କ ଧର୍ମ ପତ୍ନୀଙ୍କ ନାମ ହେଉଛି ପ୍ରେମଲତା ସାହୁ । ଉଭୟ ପ୍ରେମ ବିବାହ କରି ବିବାହ କରିଥିଲେ ।

ଏହା ପରେ ରହିଛନ୍ତି ଓଲିଉଡ କୁଇନ୍ ପ୍ରିୟା ଏବଂ ତାଙ୍କର ପତି ଯେଉଁ ମାନେ କି ପ୍ରେମ ବିବାହ କରି ଥିଲେ ଏବଂ ପରେ ସେମାନେ ଓଡ଼ିଶା ଛାଡି ଜାଇ ଥିଲେ ଏବେ ସେ ବାହାରେ ରହିଛନ୍ତି । ଏହା ପରେ ରହିଛନ୍ତି ଅଭିନେତା ଚନ୍ଦନ କର ଏବଂ ତାଙ୍କର ଧର୍ମ ପତ୍ନୀ ଯେକି 2012 ରେ ପ୍ରେମ ବିବାହ କରି ଥିଲେ ଏବେ ସେମାନେ ଓଲିଉଡ ରେ କାମ କରନ୍ତି ।

praya

ଏହା ପରେ ରହିଛନ୍ତି ପିଣ୍ଟୁ ନନ୍ଦ ଏବଂ ତାଙ୍କର ଧର୍ମ ପତ୍ନୀ ଯେ କି ପ୍ରେମ ବିବାହ କରି ଥିଲେ ତାଙ୍କର କଲେଜ୍ ଫ୍ରେଣ୍ଡ ଙ୍କୁ ଏବଂ ଏବେ ସେ ଓଲିଉଡ ରେ ରାଜ୍ କରୁଛନ୍ତି । ସେହି ପରି ବେଳେ ଦେବାସିସ୍ ଏବଂ ତାଙ୍କର ପତ୍ନୀ ଙ୍କ କଥା କହିବା ତେବେ ସେମାନେ ବି ପ୍ରେମ ବିବାହ କରିଛନ୍ତି । ହେଲେ ଆପଣ ମାନେ ଏହି ବିଷୟ ରେ ଅବଗତ ନ ଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *