ନିଜ ସ୍ୱାମୀଙ୍କୁ ଆଙ୍ଗୁଳି ଅଗରେ ନଚେଇ ଥାନ୍ତି , ଏହି ନାମର ଝିଅମାନେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଝିଅ ମାନଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁ ମାନେ ନିଜ ପତି ଙ୍କୁ ସବୁ ବେଳେ ଆଙ୍ଗୁଳୀ ଅଗ ରେ ନଚେଇ ଥାନ୍ତି । ସେମିତି ରେ ଯେବେ ବି ନୂତନ ବିବାହ ହୋଇ ଥାଏ ତେବେ ଜଣେ ମହିଳା ଏହି କଥା ଭାବେ କି କଣ ନିଜର ପତି ତାର ପ୍ରେମ ରେ ପଡି ଯିବ ଏବଂ ସେମାନେ କଣ ତାର ଭଲ ପାଇବା ସେମାନଙ୍କ ଠାରୁ ପାଇ ପାରିବ । ଏହି ବିଷୟ ରେ ଭାବିଥାନ୍ତି । ସେମିତି ରେ ଏହି ବିଷୟ ରେ ଆପଣ ମାନଙ୍କ ନାମ ବି ଏହି ବିଷୟ ରେ ସୂଚନା ଦେଇ ଥାଏ ।

love

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଝିଅ ମାନଙ୍କ ବିଷୟ ରେ କହି୍ବୁ ଯେଉଁ ମାନେ ସବୁ ସମୟ ରେ ନିଜର ପଚତି ଙ୍କୁ କାବୁ ରେ ରଖନ୍ତି ଏବଂ ଏଠାରେ ସବୁଠୁ ପ୍ରଥମେ B ନାମର ଝିଅ ମାନଙ୍କ ବିଷୟ ରେ କୁହା ଜାଇଛି । ଏହି ପରି ଝିଅ ମାନେ ପାଠ ରେ ଟିକିଏ କୋମଜୋର ରହି ଥାନ୍ତି ହେଲେ ସେମାନେ ଘର କାମ ରେ ବହୁତ ଭଲ ରହି ଥାନ୍ତି । ଏମାନେ ନିଜ ପତି ଙ୍କୁ ବହୁତ ପ୍ରେମ କରି ଥାନ୍ତି ଏବଂ ପତି ବି ତାଙ୍କୁ ବହୁତ ପରିମାଣ ରେ ପ୍ରେମ କରନ୍ତି ।

ସେହି ପରି ଦୁଇ ନମ୍ବର ରେ D ନାମର ଝିଅ ମାନଙ୍କ ବିଷୟ ରେ । ଏହି ନାମର ଝିଅ ମାନେ ବହୁତ ସୁବିଧା ରେ ଏମାନେ ପରିବାର ଏବଂ ନିଜର ପତି ଙ୍କ ପ୍ରେମ ପାଇ ଥାନ୍ତି । ଏମାନଙ୍କ ଗୋଟିଏ ଅଲଗା ମାନଶୀକତା ରହି ଥାଏ କି ଯେଉଁ ଠାରେ ଏମାନେ ନିଜର ପତି ଙ୍କ ସହିତ ଏମାନେ ନିଜର ପରିବାର କୁ ବି ଭଲ ପାଇ ଥାନ୍ତି । ଏମାନେ କେବେ ବି ନିଜର ପତି ଙ୍କ ଭରସା ଭାଙ୍ଗନ୍ତି ନାହିଁ

loves

ସେହି ପରି L ନାମର ଝିଅ ମାନଙ୍କ ବିଷୟ ରେ କହିବା ତେବେ ଏମାନେ ସବୁ ସମୟ ରେ ବହୁତ ଖୁସୀ ରେ ରହିବା ସହିତ ଏମାନେ କେବେ ବି ନିଜର ପାର୍ଟନର ଙ୍କ ପ୍ରେମ ଏବଂ ଭରସା କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ପ୍ରେମ ବି ବି ବହୁତ ଆଗରେ ରହି ଥାନ୍ତି ଏହିଥି ପାଇଁ ଏମାନେ ନିଜର ପତି ଙ୍କୁ ହରେଇବା ପାଇଁ ଚାହାଁନ୍ତି ନାହିଁ ସେଗହିଥି ପାଇଁ ସେମାନେ ସବୁ ସମୟ ରେ ନିଜର ପତି ଙ୍କୁ ବହୁତ ପରିମାଣ ରେ ଭଲ ପାଇ ଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *