ଆଜି ଏମିତି ବଦଳି ଜାଇଛନ୍ତି ଟିଭି ସିରିଏଲର ଏହି ଛୋଟ କୃଷ୍ଣ – ଦେଖା ଜାଉଛନ୍ତି ଏତେ ହଟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ କିଛି ବାଳ କଳାକାର ମାନେ ଟିଭି ରେ କାମ କରି ଥିବା ବେଳେ କିଛି ବାଳ କଳାକାର ମାନେ ଏମିତି ବି ରହିଛନ୍ତି ଯେଉଁ ମାନେ ଦର୍ଶକ ମାନଙ୍କ ହୃଦୟ କୁ ଜିତିଛନ୍ତି , ଏମାନେ କେବଲ ଅଭିନୟ ନୁହେଁ ବରଂସେମାନେ ନିଜର କ୍ୟୁଟ୍ ନେସ୍ ରେ ଲୋକ ମାନଙ୍କ ହୃଦୟ କୁ ସେମାନେ ଜିତି ପାରିଛନ୍ତି ତଥା ସେମାନଙ୍କୁ ଲୋକ ମାନେ ସେହିଥି ପାଇଁ ହିଁ ବହୁତ ପ୍ରଶଂସା କରି ଥିବାର ଆପଣ ମାନେ ଦେଖୁ ଥିବେ କଲର୍ସ ଟିଭି ରେ ଆସୁ ଥିବା ଟିଭଇ ସିରିଏଲ ରେ ଏକ ଛୋଟ ଝିଅ କୃଷ୍ଣ ର ରୋଲ ନିଭେଇ ଥିଲେ , ସେହି ଛୋଟ ଝିଅ କୁ ଦେଖି ଏମିତି ଲାଗେ କି ସେ ନିଶ୍ଚିତ ଭାବେ କୃଷ୍ଣ ଙ୍କର ପିଲା ଦିନ ର ଅବତାର ଅଟେ ।

Dhirti Bhatia

ଏହି ଧାରାବାହୀକ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି , ଆମେ ଆଜି ଆପଣ ମାନଙ୍କୁ ସେହି ଝିଅ ବିଷୟ ରେ କହିବା ପାଇଁ ଯାଉଛୁ , ଏହି ସିରିଏଲ ରେ କାମ କରୁ ଥିବା ଏହି ଛୋଟ ଝିଅ ଜାହାର ନାମ ଧିର୍ତି ଭାଟିଆ ଅଟେ । ସେ ନିଜର କେରିଅର କେବଳ ଅଢେଇ ବର୍ଷ ବୟସ ରୁ କରି ଥିଲେ । ଜାହା ଜୟ ଶ୍ରୀକୃଷ୍ଣ ଥିଲା ଏବଂ ଏହା ପରେ ସେ ନିଜର ପାଠପଢା କୁ ନେଇ ଛୋଟ ପରଦା ରୁ ଦୂର ହୋଇ ଜାଇ ଥିଲେ ।

ଏବଂ ଆଜି ସେ 11 ବର୍ଷ ର ହୋଇ ସାରିଛନ୍ତି । ଏବଂ ଦେଖିବା ପାଇଂ ସେ ବହୁତ କିୟୁଟ ବି ନଜର ଆସୁଛନ୍ତି । ସେ ଏବେ ବି ନିଜର ପଠପଢା କୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି ସେହିଥି ପାଇଁ ସେ ଏବେ କୈଣସି ବି ସିରିଏଲ ର କାମ କରିବା ପାଇଁ ଚାହାଁନ୍ତି ନାହିଁ,ଏବଂ ସେ ନିଜର କେରିଅର କୁ କୋରିଓ ଗ୍ରାଫୀ ରେ କରିବା ପାଇଁ ଚାହାଁନ୍ତି । ଧିର୍ତି ଭାଟିଆ ପୂର୍ବ କିଛି ବର୍ଷ ରେ ବହୁତ ସୁନ୍ଦର ହୋଇ ସାରିଛନ୍ତି ,

dhirti

ଏମିତି ରେ ଏହି ଦିନ ରେ ଧିର୍ତି ଭାଟିଆ ବହୁତ ସୁନ୍ଦର ହେବା ସହିତ ସୋସିଆଲ ମିଡିଆ ରେ ଏହି ନୂଆ ନୂଆ ଏକ୍ଟିଭ୍ ରହୁଛନ୍ତି , ଏବଂ ତାଙ୍କର ପାଠ ପଢା କୁ ସେ ବର୍ତମାନ ସମୟ ରେ ବେଶୀ ପରିମାଣ ରେ ଗୁରୁତ୍ୱ ଦେଉ ଥିବାରୁ ସେ ନିଜର କୋରିଓ ଗ୍ରାଫୀ କରିବା ସ୍ୱପ୍ନ କୁ ସେ ବର୍ତମାନ ସମୟ ରେ ସ୍ଥଗିତ ରଖିଛନ୍ତି , ହେଲେ ଯେମିତି ରେ ତାଙ୍କର ପାଠ ପଢା ସଂମ୍ପର୍ଣ୍ଣ ହେବ ତେବେ ସେ ପୁଣି ଥିରେ ଟିଭି ସ୍କ୍ରୀନ୍ କୁ ଫରେିବେ ବୋଲି ଜଣା ପଡିଛି,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *