ଏହି ପତ୍ର ଖାଇଲେ ଭଲ ହୋଇଜିବ କ୍ୟାନସର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପିଜୁଳୀ ସମସ୍ତ ଙ୍କୁ ଖାଇବା ପାଇଁ ଭଲ ଲାଗେ ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ପିଜୁଳୀ କେବଳ ଖାଇବା ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ବେସ୍ ଉପକାରି ଏହି ପିଜୁଳି ରେ ଭିଟାବିନ୍ A , C ପଟାସିୟମ୍ ଏବଂ ସଲଫର ର ମାତ୍ରା ପ୍ରଚୁର ପରିମାଣ ରେ ଦେଖିବା ପାଇଁ ମିଳେ , ପିଜୁଳୀ ପେଟ ସମନ୍ଧିୟ ଅନେକ ସମସ୍ୟା କୁ ଦୂର କରେ ,

ଏମିତି ରେ ଏହି ଗଛ ର ଅନେକ ଗୁଣ ରହିଛି ଆପଣ ମାନେ ଏହି ଗଛ ର ପତ୍ର , ଫଳ ଛେଲି କୁ ବ୍ୟବହାର କରି ପାରିବା ଏବଂ ଖାସ୍ କରି ଆଜିର ସମୟ ରେ ଦେଖା ଜାଉ ଥିବା କ୍ୟନସର ରୋଗ ପାଇଁ ଏହା ବହୁତ ମାରାତ୍ମକ ଅଟେ , ସେହି ପରି ଆପଣ ମାନେ ଦେଖି ଥିବେ ରକ୍ତ ହୀନତା ଏକ ସାଧାରଣ ସମସ୍ୟା ହୋଇ ଜାଇଛି , ଏବଂ ଏହି ପିଜୁଳୀ ଖାଉ ଥିବା ଲୋକ ର ରକ୍ତ ବୃଦ୍ଧି ହୋଇ ଥାଏ ।

Pijuli leaves

ସେହି ପରି ପିଜୁଳୀ ପତ୍ର ର ବି କଥା କହିବା ତେବେ ଏହି ଥିରେ ଏଣ୍ଟି ଅକ୍ସିଡେଣ୍ଟ ଏଣ୍ଟି ବେକ୍ଟେରିଆ ଏବଂ ଏଣ୍ଟି ଇମ୍ଲାମେଣ୍ଟରି ଗୁଣ ରହିଛି , ପିଜୁଳୀ ପତ୍ର ର ରସ ବା ପିଜୁଳୀ ପତ୍ର ରୁ ତିଆରି ଚାହା ପିଇବା ଦ୍ୱାରା ତ୍ୱଚା କେଶ ଏବଂ ଚର୍ମ ପାଇଁ ବେଶ୍ ଲାଭ କାରି ହୋଇ ଥାଏ , ସେମିତି ରେ ଆପଣ ମାନେ ପ୍ରତି ଦିନ ଏହି ପିଜୁଳୀ ପତ୍ର କୁ ସୁଖେଇ କରି ତାର ଗୁଣ୍ଡ କୁ କ୍ଷୀର ରେ ମିଶେଇ ପିିଇଲେ ସୁଖ ନିଦ୍ରା ହୋଇ ଥାଏ ,

ସେହି ପରି ପିଲା ମାନଙ୍କର କାଶ ବା ଥଣ୍ଡା ଛାଡୁ ନ ଥିବାର ଦେଖିଲେ ଏଠାରେ ପିଜୁଳୀ ର ନିୟମିତ ଭାବେ ବ୍ୟବହାର କରିଲେ ଆପଣ ମାନେ ଏହି ସମସ୍ୟା କୁ ଦୂର କରି ପାରିବେ , ସାଧାରଣ ଭାବେ ଛୋଟ ପିଲା ମାନଙ୍କ ଜନ୍ମ ରୁ 5 ବର୍ଷ ପର୍ଯ୍ୟନ୍ତ ଥଣ୍ଡା କାସ ଏବଂ ତରଳ ଝାଡା ଦେଖିବା ପାଇଁ ମିଳ

pijukli

ହେଲେ ଏଠାରେ ଆପଣ ମାନେ ନିୟମିତ ଭାବେ ଏହି ପିଜୁଳୀ କୁ ଦେଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍ ସଠିକ୍ ରହିବା ସହିତ ସେମାନଙ୍କ ଶରୀର ରେ ଥଣ୍ଡା ର ପରିମାଣ ରେ ବି କମି ଦେଖିବା ପାଇଁ ମିଳେ , ସେହି ପରି ମଧୁମେୟ ରୋଗ ପାଇଁ ଏହି ପତ୍ର ଏକ ରାମ ବାଣ ଉପାୟ ଅଟେ , ଏହା ରକ୍ତ ରେ ସୁଗାର ସ୍ତର କୁ କମ୍ କରିବାରେ ସାହାଯ୍ୟ କରେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *