ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଏହା ସହିତ ଆମେ ଓଲିଉଡ ତଥା ବଲିଉଡ ର ସବୁ ଗରମ ମଶାଳାଦାର ଖବର ଆପଣ ମାନଙ୍କ ପାଖରେ ରଖିବାକୁ ଚେଷ୍ଟା କରିଥାଉ।
ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଲିଉଡ ନୁହଁ ବରଂ ବଲିଉଡ ବାବଦରେ କିଛି କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ହିନ୍ଦୀ ଧାରାବାହିକର ଏକ ବଡ଼ ଲୋକପ୍ରିୟ ଅଭିନେତ୍ରୀଙ୍କ କଥା କହିବାକୁ ଯାଉଛୁ ଯିଏ କି ନିଜର ରୋଲ ପାଇଁ ବହୁତ ଲୋକପ୍ରିୟ ଅଛନ୍ତି। ଆମେ ଆପଣଙ୍କ ପାଖରେ ଲୋକପ୍ରିୟ ହିନ୍ଦୀ ଅଭିନେତ୍ରୀ ରୂପଲ ପଟେଲଙ୍କ କଥା କହିବାକୁ ଯାଉଛୁ।
ଯାହା ଜଣା ପଡୁଛି କି ରୂପଲ ପଟେଲଙ୍କୁ ନେଇ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି ଯାହା ଭିତରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଲେଖା ଯାଇଛି। ତେବେ ଆପଣ ସାଥ ନିଭାନା ସାଥିୟାରେ କୋକିଲା ବେନ ଭାବେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ତ ନିଶ୍ଚୟ ଜାଣିଥିବେ। ଆଜି ଆମେ ତାଙ୍କ ବାବଦରେ ଏକ ବଡ଼ ଖବର କହିବାକୁ ଯାଉଛୁ। ତେବେ କଣ ରହିଛି ଏହା ବାବଦରେ ବଡ଼ ଖବର ତାହା ଆମେ ଜାଣିବା। ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଆସନ୍ତୁ ଆରମ୍ଭ କରିବା ଏହା ବାବଦରେ।
ଆପଣ ଷ୍ଟାର ପ୍ଲାସର ଧାରାବାହିକ ସାଥ ନିଭାନା ସାଥିୟା ତ ନିଶ୍ଚୟ ଦେଖୁଥିବେ। ଏହା ଭିତରେ ଆପଣ କୋକିଲା ବେନ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ତ ନିସ୍ଚୟ ଜାଣିଥିବେ। ତେବେ ଏବେ ଯାହା ଖବର ସାମ୍ନାକୁ ଆସୁଛି କି କୋକିଲା ବେନ ଅଥବା ରୂପଲ ପଟେଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ଏହାର କାରଣ ଏଯାଏ ଭଲ ଭାବରେ ଜଣା ପଡ଼ିନାହିଁ ମାତ୍ର ଯାହା ଜଣା ପଡୁଛି କି ତାଙ୍କର ଅବସ୍ଥା ଜମା ଖରାପ ନାହିଁ।
ତାଙ୍କର ହସ୍ପିଟାଲରେ ଆଡ଼ମିଟ ହେବା ଖବର ଶୁଣି ସମର୍ଥକ ମାନଙ୍କର ବି ଅଲଗା ହି ରିଆକ୍ସନ ରହିଛି ଆଉ ସମସ୍ତେ ତାଙ୍କର ଠିକ ହେବା ପ୍ରାଥନା କରୁଛନ୍ତି। ଆପଣଙ୍କୁ କହି ରଖୁଛୁ କି ସାଥ ନିଭାନା ସାଥିୟାରେ ରୂପଲ ପଟେଲ ପ୍ରଥମ ଥର ପାଇଁ ଅଭିନୟ କରୁନାହାନ୍ତି। ବରଂ ସେ ତାହା ଆଗରୁ ଫିଲ୍ମ ମାନଙ୍କରେ ବି କାମ କରି ସାରିଛନ୍ତି ଆଉ ସେ ୧୯୮୫ ମସିହାରେ ଆସିଥିବା ରୂପକ ଫିଲ୍ମ ଠାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।
ତାଙ୍କର ହସ୍ପିଟାଲ ଆଡ଼ମିଟ ହେବା ନେଇ କେହି ବି କିଛି ଖବର ପ୍ରଦାନ କରି ନାହାନ୍ତି ଆଉ ତାଙ୍କର ଆଵସ୍ଥା ଗମ୍ଭୀର ଥିବା ଭଳି ବି ଜଣା ପଡୁନାହିଁ। ସେ ଠିକ ଅଛି ଆଉ ତାଙ୍କ ତରଫରୁ ବି କିଛି ରିଆକ୍ସନ ଆସିନାହିଁ।