ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ଦୈନିକ ଖବର ଯାହା କି ଅଛି ଆମ ଶିକ୍ଷା ପଦ୍ଧତି ଆଉ ସ୍କୁଲ ତଥା କଲେଜ ମାନଙ୍କ ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ମାନେ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଖବର।
ଅଷ୍ଟମ ରୁ ନେଇ ଯୁକ୍ତ ଦୁଇ ଯାଏ ଛାତ୍ର ଛାତ୍ରୀ ମାନଙ୍କର କଲେଜ ଖୋଲିବା ଉପରେ ଗଣଶିକ୍ଷା ମାଧ୍ୟମର ବଡ଼ ନିଷ୍ପତ୍ତି ନିଆ ଯାଇଛି। ଏହି ଶ୍ରେଣୀ ମାନଙ୍କରେ ସ୍କୁଲ ଖୋଲିବା ପାଇଁ ହୁଏତ ନିର୍ଦ୍ଧେଶ ମିଳି ଯାଇଛି କାରଣ କରୋନା ନଥିବା ସ୍ଥାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତିରେ ଶିକ୍ଷାଦାନ କରା ଯାଇପାରେ। ଏହା ଉପରେ ନିର୍ଦ୍ଧେଶ ଦେଇଛନ୍ତି ଉଛତ୍ତର ଗଣଶିକ୍ଷା ବିଭାଗ। ତେବେ କଣ ରହିଛି ଏହା ଉପରେ ବଡ଼ ନିଷ୍ପତ୍ତି ତାହା ଆମେ ଆସନ୍ତୁ ଜାଣିବା।
କରୋନା ନଥିବା ସ୍ଥାନ ମାନଙ୍କରେ ବିଦ୍ୟାଳୟ ଖୋଲି ସେଠାରେ ପିଲା ମାନଙ୍କର ଉପସ୍ଥିତିରେ ଶିକ୍ଷାଦାନ କରିବା କଥା ଓଡିଶା ଉଚାଷିକ୍ଷେ ବିଭାଗର ଏକ ରିଜୋଲ୍ୟୁସନ ରୁ ପ୍ରକାଶ କରା ଯାଇଛି। ଏହାଛଡା ଯେଉଁ ସ୍ଥାନ ମାନଙ୍କରେ ଗୋଟିଏ ବି କୋଭିଡ ରୋଗୀ ନାହାନ୍ତି ସେହି ସ୍ଥାନ ମାନଙ୍କରେ ବାପା ମାଆଙ୍କର ଅନୁମତି କ୍ରମେ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବା କଥା କୁହା ଯାଉଛି ।
ଏହା ବାବଦରେ ଆଉ ଏକ ରିପୋର୍ଟ ବୁଧବାର ଦିନ ପ୍ରକାଶ କରା ଯାଇଛି ବୋଲି କୁହା ଯାଉଛି। କରୋନା ମୁକ୍ତ ସ୍ଥାନ ମାନଙ୍କରେ ବିଦ୍ୟାଳୟ ଶିକ୍ଷା ଚଳାଇବା ପାଇଁ ଜିଲ୍ଲା ପାଳ, ତଥା ଅନ୍ୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଶ କରି ଏହା ବାବଦରେ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରା ଯାଉଛି।ସେହିପରି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ମୁଖ୍ୟଙ୍କର ପରାମର୍ସ ତଥା ନିଷ୍ପତ୍ତି କ୍ରମେ ଏହାକୁ ଆରମ୍ଭ କରାଯିବା କଥା କୁହା ଯାଉଛି।
ଏହିପରି ଭାବରେ ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ମାନଙ୍କରେ ବିଦ୍ୟାଳୟ କେବକ ଅଷ୍ଟମ ରୁ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଖୋଲିବା କଥା ନିଷ୍ପତ୍ତି ନିଆ ଯାଉଛି। ସେହିପରି ଭାବରେ ଏହି ଲକଡାଉନ କାରଣରୁ କମ୍ୟୁନିଟି ଶିକ୍ଷା ଉପରେ ଅଧିକ ବିଚାର ବିମର୍ଶ କରିଛନ୍ତି ଉଛତ୍ତର ଗଣଶିକ୍ଷା ବିଭାଗ ଆଉ ଏହା ଉପରେ ଅଧିକ ଗୁରୁତ୍ତ୍ୱ ପ୍ରଦାନ କରିଛନ୍ତି ମାତ୍ର ଏହା ଉପରେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ। ସେହିପରି ସ୍ଥଳରେ ଘର ଘରକା ଯାଇ କମ୍ୟୁନିଟି ଶିକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ନୂଆପଡା ଜିଲ୍ଲାର ଜିଲ୍ଲାପାଳ।
ସେପଟେ ଏସିଆ ହିଟ ଶିକ୍ଷାପ୍ରଦାନ କେନ୍ଦ୍ର ସାହାଯ୍ୟରେ ପ୍ରାୟ ୧ ଲକ୍ଷ ସ୍କୁଲ ମାନଙ୍କ ପାଇଁ ଅଫଳାଇନ ଶିକ୍ଷା ପ୍ରଦାନ କରାଯାଉଛି ଆଉ କୋଭିଡ ପାଇଁ ପ୍ରାୟ ଦେଢ଼ ମାସ ହେବ ସ୍କୁଲର ଭତ୍ତା ମାଡି ନଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନଲାଇନ ଶିକ୍ଷା ଦେବା ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର।