ଥାଇରଏଡ଼ ରୋଗୀ ମାନଙ୍କ ପାଇଁ ଏହି ସବୁ ଖାଦ୍ୟ ହେଉଛି ବିଷ ।

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣଙ୍କୁ ଥାଇରଏଡ଼ ରୋଗ ହୋଇଛି ତାହେଲେ କେଉଁ ସବୁ ଖାଦ୍ୟ ଆପଣଙ୍କ ପାଇଁ କ୍ଷତି କାରକ ହୋଇଥାଏ । ସାଧାରଣତଃ ଥାଇରଏଡ ରୋଗ ଦୁଇ ପ୍ରକାରର ହୋଇଥାଏ ଯେମିତିକି ହାଇପୋ ଥାଇରଏଡ ଏବଂ ହାଇପର ଥାଇରଏଡ ରୋଗ । ଯେତେବେଳେ ଆମ ଶରୀର ରେ ଥିବା ଥାଇରଏଡ ଗ୍ରନ୍ଥି ଦୁର୍ବଳ ହୋଇଯାଏ ସେତେବେଳେ ହଇପୋ ଥାଇରଏଡ ରୋଗ ହୋଇଥାଏ ।ଏହି ସମସ୍ୟା ହେଲେ ଶରୀର ରେ ଚର୍ବି ବହୁତ୍ ଶୀଘ୍ର ବଢିବାରେ ଲାଗିଥାଏ । ଏମିତି ସମସ୍ୟା ଦେଖା ଗଲେ ଆପଣ ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦିଅନ୍ତୁ ।କିଛି ଖାଦ୍ୟ ଥାଏ ଯାହା ଥାଇରଏଡ ରୋଗ କୁ ଅଧିକ ଗୁରୁତର କରିଥାଏ ।ତେଣୁ ଖାଦ୍ୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଥାଇରଏଡ ରୋଗ ହେଲେ କେଉଁ ସବୁ ଖାଦ୍ୟ ରୁ ଦୂରେଇ ରହିବା ଉଚିତ୍ ।thyroid
ପ୍ରଥମ ଟି ହେଲା ଶୋୟା । ସୋୟବିନ ଥାଇରଏଡ ରୋଗ ପାଇଁ ସବୁଠୁ ବଡ଼ ଶତ୍ରୁ ହୋଇଥାଏ । ଯଦି ସାଧାରଣ ଲୋକ ଟି ଏ ପ୍ରତିଦିନ ସୀୟବିନ ର ସେବନ କରିବ ତାହେଲେ ତାର ଶରୀର ରେ ମଧ୍ୟ ଥାଇରଏଡ ହର୍ମୋନ୍ ର ଅଭାବ ହୋଇଥାଏ ଅର୍ଥାତ୍ ହାଇପୋ ଥାଇରଏଡ ରୋଗ ହୋଇଥାଏ । ଯଦି ଆପଣଙ୍କୁ ହାଇ ପୋ ଥାଇରଏଡ ରୋଗ ହୋଇଛି ତାହେଲେ ଆପଣ ଏହି ସୋୟା ବିନ ଠୁ ଦୂରରେ ରୁହନ୍ତୁ । ଆପଣ ସୋୟା ସସ୍ , ସୋୟା ତେଲ , ସୋୟବିନ ର ସେବନ କରନ୍ତୁ ନାହିଁ ।sayabin

ଦିତୀୟ ରେ ଆପଣ ଗ୍ଲୁଟନ ଜାତୀୟ ଖାଦ୍ୟ ରୁ ଦୂରେଇ ରୁହନ୍ତୁ । ଗ୍ଲୁଟିନ ସାଧାରଣତଃ ମଇଦା ରୁ ପ୍ରସ୍ତୁତ ହୋଇଥାଏ ଯେମିତିକି ପାଉଁରୁଟି , ଡବଲ ରୁଟି , ବ୍ରେଡ ଏହିପରି ଅନ୍ୟ କିଛି ଖାଦ୍ୟ ମାନଙ୍କରେ ବହୁତ୍ ପରିମାଣ ରେ ରହିଥାଏ । ଏହି ସବୁ ଖାଦ୍ୟ ସେବନ କରିବା ଦ୍ଵାରା ଏହା ବହୁତ୍ ଡେରି ହୁଏ ହଜମ ହେବାକୁ ସେଥିପାଇଁ ଆମ ଶରୀର କୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ଵ ମିଳି ପାରେ ନାହିଁ । ସେଥିପାଇଁ ଏହି ସବୁ ଖାଦ୍ୟ କୁ ଖାଆନ୍ତୁ ନାହିଁ । ତେବେ ଯଦି ଆପଣ ମାନଙ୍କୁ ଥାଇରଏଡ ରୋଗ ହୋଇଥାଏ ତାହେଲେ ଏହି ସବୁ ଖାଦ୍ୟ କୁ ଭୁଲ୍ ରେ ସେବନ କରନ୍ତୁ ନାହିଁ ଏହା ଆପଣଙ୍କ ଶରୀରର ହିତ କରିବା ପରିବର୍ତ୍ତେ ଆପଣଙ୍କ ଶରୀର ର ଅନିଷ୍ଠ କରିଥାଏ ଅର୍ଥାତ୍ ଆପଣଙ୍କ ଥାଇରଏଡ କୁ  ।pariba
ତୃତୀୟ ଟି ହେଲା ସାଲାଇଭା ଥିବା ଖାଦ୍ୟ ର ସେବନ କମ କରନ୍ତୁ । ଥାଇରଏଡ଼ ରୋଗ ହୋଇଥିବା ବ୍ୟକ୍ତି ମାନଙ୍କୁ ସାଲାଇଭା ଥିବା ଖାଦ୍ୟ ର ସେବନ କମ କରିବା ଉଚିତ୍ । ଏହି ପରିବା ଗୁଡ଼ିକ ହେଲା ଫୁଲ କୋବି , ବନ୍ଧା କୋବି , ସୋରିଷ । ଏହି ସବୁ ପରିବା ଆମ ଶରୀରରେ ଲବଣ ର ମାତ୍ରା କୁ କମାଇ ଦେଇଥାଏ ।ସେଥିପାଇଁ ଆପଣ ଏହି ସବୁ ଖାଦ୍ୟ ରୁ ମଧ୍ୟ ଦୂରେଇ ରୁହନ୍ତୁ କାହିଁକି ନା ଏହି ସବୁ ଖାଦ୍ୟ କୁ ସେବନ କରିବା ଦ୍ଵାରା ଏହା ଆପଣଙ୍କ ଶରୀର ର ହିତ କରିବା ପରିବର୍ତ୍ତେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଅର୍ଥାତ୍ ଏହା ଆପଣଙ୍କ ଥାଇରଏଡ କୁ ଅଧିକ ଗୁରୁତର କରିଥାଏ । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *