୧ ରୁ ୬ ଭିତରେ ବାଛନ୍ତୁ ଗୋଟିଏ ନମ୍ବର ! ନିଜ ବାବଦରେ ଏହି ସତ ଜାଣିରଖନ୍ତୁ

Number

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଜାଣିବା ଆପଣଙ୍କର ପ୍ରିୟ ସଂଖ୍ୟା କ’ଣ ଓ ସେ ସଂଖ୍ୟାରେ ଲୁଚିରହିଥିବା ରହସ୍ୟ ବିଷୟରେ , ଆଜି ଜାଣିବା ୧ ରୁ ୬ ଭିତରେ ଆପଣଙ୍କୁ କେଉଁ ସଂଖ୍ୟା ପସନ୍ଦ , ସେ ନମ୍ବର କୁ ବାଛନ୍ତୁ ଓ ଜାଣନ୍ତୁ ମନ ବୈଜ୍ଞାନିକ ବିଷୟରେ , ଯେପରି ଜାଣିଥିବେ କୋୖଣସି ନା

କୋୖଣସି ବ୍ୟକ୍ତି ତାଙ୍କ ଜୀବନରେ ଭବିଷ୍ୟତ କୁ ନେଇ ଚିନ୍ତିତ ଥାନ୍ତି , ତେଣୁ ଏହି ସଂଖ୍ୟା ମାଧ୍ୟମରେ ଆପଣଙ୍କ ଭବିଷ୍ୟତରେ କ’ଣ ଘଟିବାକୁ ତାହା ଆମେ ଜାଣିବା , ‌୧ ରୁ ୬ ପର୍ଯ୍ୟନ୍ତ ସଂଖ୍ୟା ଅଛି ସେଥିରୁ ୧ ଆପଣଙ୍କ ମନରେ ବାଛନ୍ତୁ , ଯେଉଁ ବ୍ୟକ୍ତିମାନେ ୧ ନମ୍ବର ବାଛିଛନ୍ତି ସେ ବ୍ୟକ୍ତି ସ୍ଵତନ୍ତ୍ର ବା ଦିବ୍ୟ ଅଟନ୍ତି , ଆପଣ ବହୁତ ସ୍ଵାଧିନତାରେ ରହିବାକୁ ପସନ୍ଦ କରନ୍ତି , ଆପଣ କାହା ତଳେ ରହି କାମ କରିବାକୁ ପସନ୍ଦ କରନ୍ତି ନାହିଁ , ଆପଣ ନିଜ ସର୍ତ୍ତ ନିତୀ ଦ୍ଵାରା ନିଜ ଜୀବନରେ ବଞ୍ଚିଥାନ୍ତି , ନିଜର ନିର୍ଣ୍ଣୟ ନିଜେ ନିଯନ୍ତି , ଆପଣଙ୍କ ନିର୍ଣ୍ଣୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ ,

1

ଯେଉଁ ମାନେ ୨ୟ ନମ୍ବର ବାଛିଛନ୍ତି ସେ ବ୍ୟକ୍ତିମାନେ ନିଜର ଅଲଗା ଦୁନିଆରେ ରହିବାକୁ ପସନ୍ଦ କରନ୍ତି , ଆପଣ ନିଜ ଭିତରେ ହିଁ ଖୁସିରେ ରହିଥାନ୍ତି , ଯେଉଁମାନେ ୩ ନମ୍ବର ବାଛିଛନ୍ତି ସେ ବ୍ୟକ୍ତି ବହୁତ ସଫା ହୃଦୟର ଅଟନ୍ତି , ଆପଣଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ , ଆପଣ ସର୍ବଦା ସତ୍ କଥା କହିବାକୁ ପସନ୍ଦ କରନ୍ତି ,

ଯେଉଁମାନେ ୪ ନମ୍ବର ବାଛିଛନ୍ତି ସେମାନେ ଏକ ଖାସ୍ ମିଜାଜ୍ ର ଲୋକ ଅଟନ୍ତି , ଆପଣ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରନ୍ତି , ଆପଣ ସବୁକଥା ସିଧା ସାଧା କହିଦିୟନ୍ତି , ୫ମ ନମ୍ବର ବାଛିଥିବା ବ୍ୟକ୍ତି ଅତ୍ୟନ୍ତ ଯଶୋବନ୍ତ ହୋଇଥାନ୍ତି , ସବୁ କାମରେ ସଫଳତା ହାସଲ କରିଥାନ୍ତି ଏହି ୫ ନମ୍ବର ବ୍ୟକ୍ତି ,

5

୬ ନମ୍ବର ବ୍ୟକ୍ତି ବହୁତ ବୁଝାସୁଝା ବ୍ୟକ୍ତି ଅଟନ୍ତି , ଯେପରି ପରିସ୍ଥିତି ପାଆନ୍ତି ସେହି ପରିସ୍ଥିତିରେ ଚଳିଯାଆନ୍ତି , ଜାଣିଲେ ୧ରୁ ୬ କେଉଁ ନମ୍ବର କ’ଣ କହୁଛି ଆପଣଙ୍କ ପାଇଁ । ଧନ୍ୟବାଦ ଜୟ ଜଗନ୍ନାଥ ‌!ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *