ମହାଦେବଙ୍କ କୃପାରୁ ଆଜି ଏହି ୬ଟି ରାଶିର ଲାଗିବ ଲଟେରୀ, ହୋଇଯିବେ କୋଟିପତି

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଏହି ସୁନ୍ଦର ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି ଗ୍ରହ ନକ୍ଷତ୍ର ମାନଙ୍କ ଚଳନ ହୁଏ ଯାହା ମନୁଷ୍ୟର ଭାଗ୍ୟ ପରିବର୍ତ୍ତନ କରିଦିଏ। ତେବେ ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ ଯେଉଁ ମାନେ ଭାଗ୍ୟବାନ ହେବାକୁ ଯାଉଛନ୍ତି।

ମେଷ ରାଶି ; ମନ ଆନନ୍ଦ ଉଲ୍ଲାସ ରହିବ । ରାଶିରେ ଶ୍ରୀଚନ୍ଦ୍ର ପ୍ରଭାବରୁ ଗତକାଲିର ଅସମ୍ପୂର୍ଣ୍ଣ କାମଟିକୁ ଆଜି ଶେଷ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । କାରବାରରେ ପ୍ରତିଦ୍ୱନ୍ଦିତା ଲାଗିରହିବା ସତ୍ତ୍ୱେ ସ୍ଥିତି ମଜବୁତ ରହିବ ।

ବୃଷ ରାଶି ;ଅଫିସରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ମଧ୍ୟାହ୍ନରେ ଏକ ସାଧାରଣ କଥାକୁ କେଦ୍ର କରି ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ସାମାଜିକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ମଜବୁତ ରହିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ମକର ରାଶି ; ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ବଢିବ । ଶୁକ୍ର ଷଷ୍ଠାଧିପଙ୍କ କାରଣରୁ ଯେତେ ଭଲ କାମ କରିଲେ ମଧ୍ୟ ବନ୍ଧୁ ଓ ସମ୍ପର୍କମାନଙ୍କ ଦ୍ଵାରା ସମାଲୋଚନା ହେବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ନାନାପ୍ରକାର ସମସ୍ୟା ଲାଗିରହିବ । ବୃତ୍ତିଗତ କର୍ମରେ ସହକର୍ମୀଙ୍କ ବେଖାରି କାର୍ଯ୍ୟକଳାପ ଯୋଗୁଁ କିଛିଟା ବ୍ୟତିକ୍ରମ ଦେଖାଦେବ ।

rasi

କୁମ୍ଭ ରାଶି ;ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ, ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ପଡ଼ୋଶୀଙ୍କ ନିକଟରୁ କେବଳ ସହାନୁଭୂତି ବ୍ୟତୀତ କିଛି ଲାଭ ହେବନି ।

ଧନୁ ରାଶି : ଶାରୀରିକ ସୁସ୍ଥତା ଅନୁଭବ କରିବେ କିନ୍ତୁ ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁଁ ମାନସିକ ସ୍ତରରେ ସନ୍ତୁଳତା ହରାଇପାରନ୍ତି । ଏହା ସାଙ୍ଗକୁ କେତୁଙ୍କ କୁପ୍ରଭାବରୁ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ । କାର୍ଯ୍ୟକ୍ଷେତ୍ରରେ ନାନା ପ୍ରକାର ଅନ୍ତରାଳେ ଦେଖାଦେଲେ ମଧ୍ୟ କାର୍ଯ୍ୟସିଦ୍ଧି ହେବାରେ କୌଣସି ଅସୁବିଧା ହେବ ନାହିଁ ।

rasi

ତୁଳା ରାଶି :ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ବୃଦ୍ଧି ପାଇବା ଯୋଗୁଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ । ଭୁଲ୍‌ ବୁଝାମଣାରୁ ପାରିବାରିିକ ଶାନ୍ତି ବ୍ୟାହତ ହୋଇପାରେ । ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ବନ୍ଧୁଗଣ ଆମେ ଆପଣମାନଙ୍କ ପାଇଁ ଏଭଳି ରାଶିଫଳ, ଓଡ଼ିଆ ଖବର, ବାସ୍ତୁ ବିଚାର, ସ୍ୱାସ୍ଥ୍ୟ ଚିକିତ୍ସା,ମନୋରଞ୍ଜନ ଭିତ୍ତିକ ଆର୍ଟିକିଲ ଆଣିଦେଇଥାଉ ଏଭଳି ଖବର ସବୁବେଳେ ପଢିବା ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *