ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କିଛି ଛୋଟ ଛୋଟ ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଥିରେ ଆପଣ ମାନେ କେବଳ କର୍ପୂର ର ବ୍ୟବହାର କରି ନିଶ୍ଚିତ ଭାବେ ନିଜର ଜିବନ କୁ ସଜାଡିବା ସହିତ ଆପଣ ମାନେ ଧନୀ ହେବାର ବାଟ କୁ ବି ଖୋଜି ନେବେ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଏହି କର୍ପୂର ର ବ୍ୟବହାର ବିଷୟ ରେ ଜାଣି ନେବା । କର୍ପୂର ଆପଣ ମାନେ ଜାଣି ଥିବେ ଏହି କର୍ପୂର ର ବ୍ୟବହାର ବହୁତ କାର୍ଯ୍ୟ ମାନଙ୍କରେ ଯେମିତି କି ପୂଜା କାର୍ଯ୍ୟ ଏବଂ କିଛି ଔଷଧୀ ଭାବେ ବି ଏହାକୁ ବ୍ୟବହାର କରୁ ଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥିବେ ।
ଏହା କିଛି ଏମିତି ବି ଉପାୟ ରହିଛି ଜାହା ବିଷୟ ରେ ଆପଣ ମାନେ ଜାଣି ନ ଥିବେ ତେବେ ଆସନ୍ତୁ ଜାଣିବା । ପ୍ରଥମେ ରହିଛି ଯେଉଁ ବ୍ୟକ୍ତି ମାନଙ୍କର କାଳ ଶର୍ପ ଦୋଶ ରହିଛି । ବା ପିତୃଦୋଶ ରହିଛି ସେମାନେ ଏହାର ଶାନ୍ତି ପାଇଁ ସୈଚାଳୟ ରେ କିଛି କର୍ପୂର କୁ ରଖନ୍ତୁ । ତେବେ ଆପଣ ମାନଙ୍କ ଦୋଶ ମୁକ୍ତ ହେବ । ସେହି ପରି ଭାବେ ଆପଣ ମାନେ ଯଦି ଆପଣ ମାନେ ଘରେ ଶାନ୍ତି ର ବାତାବରଣ ଚାହାଁନ୍ତି । ଆପଣ ମାନେ ସକାଳା ଏବଂ ସଂନ୍ଧ୍ୟା ରେ କର୍ପୂର କୁ ଘିଅ ରେ ଭିଜେଇ କରି ଘରେ ଜାଳାନ୍ତୁ । ତେବେ ଏହା ଦୂର ହୋଇ ଯିବ ।
ଯଦି ଆପଣ ମାନଙ୍କ ବିବାହ ରେ ବାଧା ଉପୁଜୁଛି ତେବେ ଆପଣ ମାନେ ପ୍ରଥମେ 36 ଟି ଲବଙ୍ଗ ଏବଂ ତା ସହିତ 6 ଟି କର୍ପୂର ନିଅନ୍ତୁ । ତା ଦେହ ରେ ହଳଦୀ ଲାଗାନ୍ତୁ । ଏବଂ ଅରୁଆ ଚାଉଳ ରେ ମିଶେଇ କରି ମା ଦୂର୍ଗା ଙ୍କୁ ଆହୁତୀ ଦିଅନ୍ତୁ ଦେଖିବେ ବିବାହ ବହୁତ ଜଲ୍ଦି ହେବ । ନିଜରଭାଗ୍ୟ ଚମକେଇବା ପାଇଁ ଆପଣ ମାନେ କର୍ପୂର ର ଦୁଇ ଠମ୍ପା ଯଦି ଗାଧୋଇବା ପାଣି ରେ ମିଶାନ୍ତି ।
ତେବେ ଆପଣ ମାନଙ୍କ ଭାଗ୍ୟ କିଛି ଦିନ ମଧ୍ୟ ରେ ହିଁ ଚମକି ଯିବ । ଘରେ ଯେକୈଣସି ବି ସ୍ଥାନ ରେ ବାସ୍ତୁ ଦୋଶ ସୃଷ୍ଟି ହେଉ ଥାଏ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ସେହି ସ୍ଥାନ ରେ କର୍ପୂର ରଖିବା ଦ୍ୱାରା ଆପଣ ମାନଙ୍କ ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଉଡି ଯାଏ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ସୃଷ୍ଟି ହେଉ ଥିଲେ । ଆପଣ ମାନେ ନିଜର ପତି ଙ୍କ ତକିଆ ମଧ୍ୟ ରେ ସୁନ୍ଦର ଡବା ଏବଂ ପତି ମାନେ ନିଜର ପତ୍ନୀ ଙ୍କ ତକିଆ ରେ ଦୁଇଟି କର୍ପୂର ରଖନ୍ତୁ ଦେଖିବେ ଆପଣ ମାନଙ୍କ ମଧ୍ୟ ରେ କଳହ ବନ୍ଦ ହୋଇ ଯିବ ।
ସେହି ପରି ବେଳେ ଧନୀ ହେବାକୁ ଥିଲେ ଆପଣ ମାନେ ସକାଳେ ବାସୀ କାର୍ଯ୍ୟ ସାରିବା ପରେ ଘରେ ଦୁଇଟି ଲବଙ୍ଗ ଏବଂ କର୍ପୂର କୁ ଜଣାନ୍ତୁ ଦିପ ସାହାଯ୍ୟ ରେ ଦେଖିବେ ଆପଣ ମାନଙ୍କ ଧନ ବୃଦ୍ଧି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।