ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ବାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ପତ୍ର ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଆପଣ ମାନଙ୍କୁ କେବେ ବି ରୋଗ ରେ ପକାଏ ନାହିଁ । ତାହା ହେଲା ବେଲ ପତ୍ର ହଁ ବନ୍ଧୁଗଣ । ବେଲ ପତ୍ର କେବଳ ପୂଜା ରେ ବ୍ୟବହାର ହୁଏ ନାହିଁ । ଏହାର ବହୁତ ଔଷଧୀୟ ଗୁଣ ରହି ଥାଏ । ତେବେ ଆସନ୍ତୁ ଜାଣି ନେବା ବେଲ ପତ୍ର ର ଫାଇଦା ବିଷୟ ରେ ।
ପ୍ରଥମେ ରହିଛି ଜ୍ୱର । ଯେତେ ବେଳେ ଆପଣ ମାନଙ୍କୁ ଜ୍ୱର ହୋଇ ଥାଏ ତେବେ ଆପଣ ମାନେ ବେଲ ପତ୍ର ର ଗାଢା କରି ପିଅନ୍ତୁ ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଜ୍ୱର ଶିଘ୍ର ଭଲ ହୋଇ ଥାଏ । ଏହା ପରେ ରହିଛି ମହୁମାଛି କାଟିବା । ଆପଣ ମାନେ ଜାଣି ଥିବେ ମହୁ ମାଛି କାମୁଡିଲେ ବହୁତ ଯୋର ରେ ଯନ୍ତ୍ରଣା ହୋଇ ଥାଏ । ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କାଟି ଥିବା ସ୍ଥାନ ରେ ଏହି ବେଲ ପତ୍ର ର ରସ କୁ ଲାଗାନ୍ତୁ ଆପଣ ମାନଙ୍କୁ ବହୁତ ସନ୍ତୁଷ୍ଟ ମିଳିବ ।
ତୃତୀୟ ରେ ରହିଛି ହାର୍ଟ ରୋଗୀ । ହାର୍ଟ ର ସମସ୍ୟା ଯେଉଁ ଲୋକ ମାନଙ୍କୁ ରହିଛି ସେମାନଙ୍କ ପାଇଁ ବହୁତ ଉପକାରୀ ହୋଇ ଥାଏ ଏହି ବେଲ ପତ୍ର । ବେଲ ପତ୍ର ସ୍ୱାଶ ରୋଗୀ ମାନଙ୍କ ପାଇଁ ବି ବହୁତ ଭଳ ପ୍ରଭାବ ପକେଇ ଥାଏ । ସେହି ପରି କ୍ଷେତ୍ରରେ ଏହି ପତ୍ର ଆପଣ ମାନଙ୍କ ଶରୀର ର ଗରମ କୁ ବହୁତ ପରିମାଣ ରେ କମ୍ କରି ଥାଏ । ବହୁତ ସମୟ ରେ ଦେହ ରେ ଅଧିକ ଗରମ କାରଣ ରୁ ମୁହଁ ରେ ଚାଲ ହୋଇ ଯାଏ । ତେବେ ସେମିତି କ୍ଷେତ୍ର ରେ ଏହି ପତ୍ର ର ରସ ଆପଣ ମାନଙ୍କୁ ବହୁତ ଉପକାରୀତା ଦେଇ ଥାଏ ।
ସେହି ପରି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ଚେହେରା ରେ କୈଣସି ପ୍ରକାରର ଦାଗ ରହି ଥାଏ । ତେବେ ସେହି ପରି ସମୟ ରେ ଆପଣ ମାନେ ବେଲ ପତ୍ର ର ପେଷ୍ଟ କରି ସେହି ସ୍ଥାନ ରେ ଲଗାନ୍ତୁ ଦେଖିବ ସେହି ଦାଗ କିଛି ଦିନ ମଧ୍ୟ ରେ ଗାୟେବ୍ ହୋଇ ଯିବ । ସେହି ପରି କ୍ଷେତ୍ର ରେ ବେଲ ପତ୍ର ଗୋଟିଏ ପ୍ରାକୃତିକ ଉପାୟ ଅଟେ । ଆପଣ ମାନେ ଏହା ପାଇଁ ବେଲ ପତ୍ର ର ପେଷ୍ଟ ସହିତ କିଛି ମହୁ କୁ ମିଶାଇ ସେହି ଥିରେ ଉସୁମ ପାଣି ପକେଇ ତାହାକୁ ପିଅନ୍ତୁ । ତେବେ ଦେଖିବେ ଆପଣ ମାନଙ୍କର ମୁହଁ ରେ ଚମକ ଆସିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।