ତୁଳସୀ ଗଛର ଏହି ଜିନିଷ ତୋଳିବା ଓ ଖାଇବା ଦ୍ୱାରା ମହାସଙ୍କଟ ଆସିଥାଏ-ସାବଧାନ!

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ଘରେ ଯଦି ବି ତୁଳସୀ ଗଛ ରହିଛି ତେବେ ଭୁଲ ରେ ବି ତୁଳସୀ ଗଛ ରୁ ଏହି ଜିନିଷ ତୋଳି କରି ଖାଆନ୍ତୁ ନାହିଁ । ଏହା ଦ୍ୱାରା ଭୟଙ୍କର କ୍ଷେତି ହୋଇ ପାରେ । ଆପଣ ମାନେ ରୋଗ ରେ ବି ପଡି ପାରନ୍ତି । ଏବଂ ବର୍ବାଦ୍ ବି ହୋଇ ପାରନ୍ତି ।ତୁଳସୀ ଗଛ କୁ ସବୁ ବେଳେ ପବିତ୍ର ଗଛ ଭାବେ ପରିଚିତ ମିଳିଛି । ଏହାକୁ ହିନ୍ଧୁ ଧର୍ମ ରେ ପୂଜନିୟ ବୋଲି କୁହା ଯାଏ । ଏହାର ପୂଜା , ବ୍ରତ ଏବଂ ବାହାଘର ବି ହୋଇ ଥାଏ । ଏହି ଗଛ ସବୁ ବେଳେ ସମସ୍ତ ଙ୍କ ଘରେ ରହି ଥାଏ ।

tulasi

ଏହାକୁ ସେବନ କରିବା ବହୁତ ଲାଭ ଦାୟକ ହୋଇ ଥାଏ । ଯେଉଁ ଲୋକ ମାନେ ମନ ର ସହିତ ତୁଳସୀ ଗଛ ର ପୂଜା କରି ଥାନ୍ତି ସେମାନଙ୍କ ଘରେ କୈଣସି ବି ଅସୁବିଧା ଦେଖିବା ପାଇଁ ମିଳେ ନାହିଁ । ସେମିତି ରେ କଣ ଆପଣ ମାନେ ଏହି କଥା ଜାଣିଛନ୍ତି କି ତୁଳସୀ ଗଛ ର ଏହି ଜିନିଷ କେବେ ବି ସେବନ କରିବା କଥା ନୁହେଁ ।ଏମିତି କରିଲେ ଆପଣ ମାନଙ୍କର ଅସୁବିଧା ପାଖ ଛାଡେ ନାହିଁ ।

ତେବେ ପ୍ରଥମ କଥା ଯଦି ଆମେ ମାନେ କହିବା ଗର୍ଭବତୀ ମହିଳା ମାନେ ଏହି ତୁଳସୀ ଗଛ ର ପତ୍ର କୁ ଅଧିକ ପରିିମାଣ ରେ ଖାଇବା ଉଚିତ୍ ନୁହେଁ । ଏହାର ଅଧିକ ସେବନ ଦ୍ୱାରା ଗର୍ଭାଶୟ ଉପରେ ପ୍ରଭାବ ପଡେ ।

ସେହି ପରି ଦୁଇ ନମ୍ବର ରେ ଆପଣ ମାନେ ତୁଳସୀ ଗଛ ର ପତ୍ର ର ଅଧିକ ସେବନ ଦ୍ୱାରା ଆପଣ ମାନଙ୍କୁ ପିଲା ଜନ୍ମ ରେ କଠିନତା ଆସେ । ସେହି ପରି ବନ୍ଧୁଗଣ ଆପଣ ମାନେ ଯଦି ବ୍ଲଡ୍ ସୁଗାର ର ଔଷଧ ଖାଉ ଥାନ୍ତି ତେବେ ଆପଣ ମାନେ ତୁଳସୀ ଗଛ ପତ୍ର କୁ କେବେ ବି ସେବନ କରନ୍ତୁ ନାହିଁ । କାରଣ ଏହି ତୁଳସୀ ଗଛ ର ପତ୍ର ବି ସେହି ଔଷଧ ପରି କାମ କରେ ।

tulasi

ସେହି ପର ତୁଳସୀ ପତ୍ର ରେ ଅଧିକ ମାତ୍ରା ରେ ଆଇରନ୍ ଏବଂ ମର୍କ୍ୟୁରି ରହି ଥାଏ । ସେହିଥି ପାଇଁ ଏହାକୁ ଚୋବାଇ ଖାଇଲେ ଏହା ଆମର ଦାନ୍ତ ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *