ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସିଲା ନୂଆ ଲିଷ୍ଟ । ଘର ପାଇବାକୁ ଚହୁଁଥିଲେ କରି ଦିଅନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତେ ଚାହିଁ ବସିଛନ୍ତି PMAYG ଅର୍ଥାତ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ କେତେ ସୁଧା ସେଙ୍ଗସନ ଲିଷ୍ଟ ଆସିବ ଏବଂ ଘର ମଧ୍ୟ ଆବଣ୍ଟିତ ହେବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ରେ ଜଣେଇବୁ ଆପଣ ମାନେ କେମିତି ଭାବେ ନିଜ ମୋବାଇଲ ମାଧ୍ୟମ ରେ ସେଙ୍ଗସନ ଲିଷ୍ଟ କୁ ଦେଖି ପାରିବେ । ଏବଂ ଆପଣ ମାନେ ଜାଣି ପାରିବେ କି ହଁ ଆପଣଙ୍କୁ ଘର ମିଳିବ ବୋଲି ।

ତେବେ ଏହା ପାଇଁ ଆପଣ ମାନେ rhreporting.nic.in ରେ ଯିବାକୁ ପଡିବ । ଏବଂ ପରେ ଆପଣ ମାନେ ଫିଜିକାଲ ପଗ୍ରେସ ରିପୋର୍ଟ ଅପନ କରି ପାରିବେ ଏହା ସହିତ ତଳେ ରହିଛି ଆପଣ ମାନଙ୍କୁ ଅଲ ଷ୍ଟେଟ୍ ଏବଂ ସେଠାରେ ପଚରାଜାଇ ଥିବା କିଛି ପ୍ରଶ୍ନ ର ଉତ୍ତର ବହୁତ ସହଜ ରେ ଆପଣ ମାନେ ଦେଇ ପାରିବେ । ଏବଂ ଆପଣ ମାନଙ୍କ ସାମ୍ନାରେ ଏହି କେପ୍ଚା ପରିବର୍ତନ ହେଉଥିବ ।

pm

ତେବେ ଆପଣ ମାନଙ୍କ କ୍ଷେତ୍ରରେ ଜାହା ଆସିବ ଆପଣ ମାନେ ଦେବେ । ଏବଂ ଏବେ ଆପଣ ମାନେ ସେଠାରେ ସୋ ହେଉଥିବା PDF କୁ ଡାଉନଲୋର୍ଡ କରିବେ ଏବଂ ପରେ ଆପଣ ମାନେ ସେହି PDF କୁ ଅପନ କରନ୍ତୁ ସେଇଠାରେ ଆପଣ ମାନଙ୍କୁ ସିରିଏଲ ନଂ , ବେନିଫିସାରି ଲିଷ୍ଟ , ସେଙ୍ଗସନ ନଂ , ସେଙ୍ଗସନ ଏମାଉଣ୍ଟ ମଧ୍ୟ ଆପଣ ମାନେ ଦେଖି ପାରିବେ ।

ଏହା ସହିତ ଆପଣ ମାନେ ଥର ଇନଷ୍ଟଲ ମେଣ୍ଟ ପାଇଲେନି ଆପଣ ମାନେ ନିଶ୍ଚିତ ଭାବେ ଆପଣ ମାନେ ସେଠାରେ ଦେଖିବାକୁ ପାଇବେ । ତେବେ 2022/23 ର ସେଙ୍ଗସନ ଲିଷ୍ଟ ଆପଣ ମାନେ ଏଠାରେ ବହୁତ ସହଜ ରେ ଦେଖି ପାରିବା ସହିତ ଆପଣ ମାନେ ଏଠାରେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *