କେବଳ ୨ ମିନିଟରେ(ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିଫୁଲା,ପାଇରିଆ) ଭଲ ହେବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନ୍ତବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଏକ ଘୋରଇ ଉପଚାର ବିଷୟ ରେ କହିବୁ ଜାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଭୟଙ୍କର ଦାନ୍ତ ବିନ୍ଧା ପରି ସମସ୍ୟା କୁ ଦୂର କରି ପାରିବେ । ଆଜିର ସମୟ ରେ ଅନେକ ଲୋକ ଦାନ୍ତ ବିନ୍ଧା ଭଳି ସମସ୍ୟା ପାଇଁ ଚିନ୍ତିତ ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆପଣ ମାନଙ୍କୁ ଦାନ୍ତ ବିନ୍ଧା ପରି ସମସ୍ୟା ହୋଇ ପାରେ । ହେଲେ ଦାନ୍ତରେ ପୋକ ଲାଗିବା ବା କ୍ୟାବିଟି ଭଳି କାରଣ ରୁ ଏହି ସମସ୍ୟା ଅଧିକ ପରିମାଣ ରେ ହୋଇଥାଏ ।

ଦାନ୍ତ ବିନ୍ଧା ର କଷ୍ଟ ବହୁତ ଅସହନିୟ ହୋଇଥାଏ । କାରଣ ଦାନ୍ତ ବିନ୍ଧା ର କନେକସନ ସିଧା ଆମ ମୁଣ୍ଡ ସହିତ ହୋଇଥାଏ । ଅନେକ ସମୟ ରେ ଲୋକ ମାନେ ଏହି ସମସ୍ୟା ରୁ ମୁକ୍ତି ପାଇଁ ନିଜର ଦାନ୍ତ ଓପାଡି ଦିଅନ୍ତି ହେଲେ ଆପଣ ମାନେ ନିଜର ରୋଷେଇ ଘର ର କିଛି ସାମଗ୍ରୀ କୁ ନେଇ ଆପଣ ମାନେ ଏମିତି ରମେଡି ପ୍ରସ୍ତୁତ କରି ପାରିବେ । ଜାହା ଦ୍ୱାରା ଆପଣ ମାନେ ଦାନ୍ତବିନ୍ଧା ଭଳି ସମସ୍ୟା କୁ ଦୂର କରି ପାରିବେ ।

Toothache

ଏହା ପାଇଁ ଆପଣ ମାନଙ୍କୁ ଗୋଟିଏ ନିସ୍କା ପ୍ରସ୍ତୁତ କରିବା ପାଇଁ ପଡିବ ପ୍ରଥମେ ଏହା ପାଇଁ ଜରୁରୀ ଲବଙ୍ଗ ଏବଂ ପରେ ଆପଣ ମାନଙ୍କୁ ସୋରିଷ ତେଲ ର ଆବଶ୍ୟକତା ରହିଛି । ଏବଂ ସେଷ ରେ ଆପଣ ମାନଙ୍କୁ ଆବଶ୍ୟକ ଫିଟିକିରି ଗୁଣ୍ଡ ,ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଦୁଇ ରୁ ତିନୋଟି ଲବଙ୍ଗ ନିଅନ୍ତୁ ଏବଂ ପରେ ଏହାକୁ ଗୁଣ୍ଡ କରନ୍ତୁ ,ଏବଂ ପରେ ଆପଣ ମାନେ ସେହି ଗୁଣ୍ଡ କୁ ସେହି ପୋକ ଲାଗି ଥିବା ସ୍ଥାନ ରେ ରଖନ୍ତୁ ଏବଂ ପାଟି କୁ କିଛି ସମୟ ବନ୍ଧ କରି ରଖନ୍ତୁ ସେହି ଠାରେ ଉତ୍ପନ୍ନ ହେଉ ଥିବା ଲାଳ କୁ ଆପଣ ମାନେ ଫିଙ୍ଗନ୍ତୁ ନାହିଁ ।

କିଛି ସମୟ ଗଲା ପରେ ହିଁ ଆପଣ ମାନେ ତାହାକୁ ଫିଙ୍ଗନ୍ତୁ ଏମିତି କରିଲେ ଆପଣ ମାନଙ୍କ କଷ୍ଟ ସଂମ୍ପର୍ଣ୍ଣ ଭାବେ ଗାୟେବ୍ ହୋଇ ଯିବ ,ସେହି ପରି ଦାନ୍ତ ରେ ଲାଗି ଥିବା ପୋକ କୁ ଶେଷ କରିବା ପାଇଁ ଏକ ଚମମଚ୍ ସୋରିଷ ତେଲ ନିଅନ୍ତୁ । ଏବେ ଆପଣ ମାନେ ସେହି ଥିରେ ଏକ ଚାମଚ ଫିଟକରୀ ଗୁଣ୍ଡ ମିଶାନ୍ତୁ । ଏବେ ଆପଣ ମାନେ ଏହାର ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ପରେ ଆପଣ ମାନଙ୍କୁ ଅଳ୍ପ ମାତ୍ରା ରେ ତୁଳା ନେବାକୁ ପଡିବ ଏବଂ ସେଠାରେ ଆପଣ ମାନଙ୍କୁ ସେହି ତୁଳା କୁ ଭିିଜେଇ ସେହି ସ୍ଥାନ ରେ ଲଗେଇବା ପାଇଁ ପଡିବ । ଏବଂ ଆପଣ ମାନେ ଏହାକୁ ବ୍ରସ୍ ର ବ୍ୟବହାର କରି ପାରିବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଉପଶମ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *