ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଯଉଁଠି ଦେଖିବୁ ସବୁଠି ତାରି ନାଁ ନିଶା ମହାରଣା । ନିଶା ମହାରଣା କିଏ କୁହେ ଝୁନାମଣିକ । କେନ୍ଦ୍ରାପଡ଼ା ର ଝିଅ ନିଶା ମହାରଣା। ନିଜର ବୋଲ୍ଡ ଆନଦାଜ ପାଇଁ ସବୁଠି ପରିଚିତ । କେତେବେଳେ କୁହନ୍ତି ନିଜକୁ ସନିଲିୟନ ଟୁ ତ ଆଉ କେତେବେଳେ କୁହନ୍ତି ନିଶା ମହାରଣାଙ୍କ ନିଶାରେ ସମସ୍ତେ ଘାଇଲା ।
ବହିରେ ନିଶା ମହାରଣା ଖାତାରେ ନିଶା ମହାରଣା କାନ୍ଥରେ ନିଶା ମହାରଣା ରାସ୍ତାରେ ନିଶା ମହାରଣା ହେଲମେଟ ପଛରେ ନିଶା ମହାରଣା ଫ୍ଯାନ୍ ପତାରେ ନିଶା ମହାରଣା ପାଣି ବୋଟଲ ରେ ବି ନିଶା ମହାରଣା ଯେଉଁଠି ଦେଖିବୁ ସେଇଠି ନିଶା ମହାରଣା । ନିଶା ମହାରଣାଙ୍କ ପ୍ରେମରେ ଏତେ ବାୟା ଯେ ଏ ବାବୁ କେବଳ ତାଙ୍କ ଜୀବନରେ ନିସା ମହରମା ହିଁ ନିଶା ମହାରଣା ।
ଏହି ଦେଖୁନାହାନ୍ତି କିଭଳି ଭାବରେ ପୁରୁଣା ଗୀତରେ ନିଆରା ଆନ୍ଦାଜରେ ପୋଜ ସବୁ ଦେଇଛନ୍ତି ଏ ବାବୁ ଜଣକ । ତେବେ ଏସବୁ ଭିତରେ ନିଶା ମହାରଣାଙ୍କ ଏଭଳି ବଡ ଫ୍ୟାନ ଅଛନ୍ତି ନିଶା ମହାରଣା ଜାଣିବା ପରେ ନିଶ୍ଚିତ ଖୁସି ହେବେ । ବୋଧହୁଏ ଏ ବାବୁଙ୍କୁ ଟିକେ ଦେଖା କରିବା ପାଇଁ ନିଶା ମହାରଣା ଆସି ପାରନ୍ତି ।
କାରଣ ନିଶା ମହାରଣାଙ୍କ ଏତେ ବଡ ଫ୍ୟାନ ଥିବେ ସେ କେବେବି ଭାବି ନଥିବେ । ଯିଏ ଖାତାରେ, ବହିରେ, ରାସ୍ତାରେ, ଘାଟରେ , ପାଣି ବୋଟଲ ରେ , ଖାଇବା ପ୍ଲେଟ ଏବଂ ହେଲମେଟ ପଛରେ ଲେଖି ପାରନ୍ତି ନିଶା ମହାରଣା । ଏସବୁ ଭିତରେ ଏ ରିଲସ୍ କିନ୍ତୁ ଖୁବ୍ ଭାଇରାଲ ହେଉଛି । ବହିରେ ଲେଖିଛି ତ ନାଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।