ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଭିନ୍ନ କାରଣ ପାଇଁ ଆମ ଶରୀର ରେ ଷ୍ଟୋନ ଭଳି ସମସ୍ୟା ଦେଖିବା ପାଇଁ ମିଳେ ମୂଖ୍ୟତଃ ପାଣିପାଗ ଜଳବାୟୁ କାରଣ ରୁ ହିଁଁ ଆପଣ ମାନଙ୍କୁ ଷ୍ଟୋନ ହୋଇଥାଏ । ଏବଂ ଷ୍ଟୋନ ବେଳେ ଯଦି ଆପଣ ମାନଙ୍କୁ ହୋଇଥାଏ ତେବେ ଆପଣ ମାନଙ୍କୁ ସର୍ଜନ୍ କରିବା ପାଇଁ ପଡେ ଏବଂ ଆପଣ ମାନଙ୍କ ଶରୀର ରେ ଷ୍ଟୋନ ଏତେ ଜଲ୍ଦି ବାହାରେ ନାହିଁ ତେବେ ଆପଣ ମାନଙ୍କୁ ସେହି ଷ୍ଟୋନ କୁ ଆପଣ ମାନଙ୍କ କିଡ୍ନୀ ରୁ ବାହାର କରିବାର ଏକ ଘୋରଇ ଉପାୟ ବିଷୟ ରେ କହିବୁ ।
ଜାହାର ସେବନ କରିଲେ ଆପଣ ମାନଙ୍କ ଶରୀର ରୁ ଷ୍ଟୋନ କୁ ବାହାର କରି ପାରିବେ । ଏହା ସହିତ ଆପଣ ମାନେ ପେଟ ରୋଗ,ମୁଣ୍ଡ ବିନ୍ଧା,ଗଣ୍ଠି ,ମୂତ୍ରାଶୟ ରୋଗ ଆଦି ରୁ ବି ଏହାର ସେବନ କରି ବା ଏହି ଉପଚାର ର ପ୍ରୋୟଗ କରି ଆପଣ ମାନେ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ଏହା ବହୁ ପୁରାତନ ଉପାୟ ଅଟେ ।
ତେବେ ଏହା ପାଇଁ ଆପଣ ମାନଙ୍କୁ ପଥର ଜଟା ବା ଅମର ପୋଇ ପତର ର ଆବଶ୍ୟକତା ପଡିବ । ଏହା ଆପଣ ମାନଙ୍କ ବାଡି ଘରୁ ବହୁତ ସହଜ ରେ ମିଳଯିବ ଏହା ପାଇଁ ଆପଣ ମାନଙ୍କୁ ଚାରି ରୁ ପାଞ୍ଚ ଟି ଏହି ପତ୍ର ର ଆବଶ୍ୟକତା ପଡିବ । ଏବେ ଆପଣ ମାନେ ଏହାକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡ କରନ୍ତୁ । ଅଲ୍ପ ପାଣି ଦେଇ ଗ୍ରାଇଣ୍ଡ କରି ଏକ ଗ୍ଲାସ୍ କୁ ଛାଣି ନିଅନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଏକ ଗ୍ଲାସ୍ ପାଣି ମିଶାନ୍ତୁ । ଏବଂ ଏହି ପରି ଭାବେ ଆପଣ ମାନଙ୍କୁ ଏହାର ସେବନ କରିବା ପାଇଁ ପଡିବ ।
ହେଲେ ବହୁତ ଲୋକ ମାନେ ଏହାର ସ୍ୱାଦ ପାଇଁ ସେବନ କରି ପାରନ୍ତି ନାହିଁ । ସେହିଥି ପାଇଁ ଆପଣ ମାନେ ସେହି ଥିରେ ଏକ ଚାମଚ ବିଟି ଲୁଣ ମିଶେଇ ସେବନ କରି ପାରିବେ । ଏମିତି କରିଲେ ଆପଣ ମାନଙ୍କ ପରିସ୍ରା ଦେଇ ଆପଣ ମାନଙ୍କ ଷ୍ଟୋନ ବାହାରିଯିବ । ଏହା ସହିତ ମୁଣ୍ଡ ବିନ୍ଧା,ଚର୍ମରୋଗ ପରି ଅନ୍ୟାନ ବହୁତ ପ୍ରକାରର ସମସ୍ୟା ମଧ୍ୟ ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଭଲ ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।