ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାୟୁ ଦୋଷ ହେବା ଗ୍ୟାସ ସମସ୍ୟା ହେବା ଦ୍ୱାରା ଚର୍ମ , ଓଠ କାନ , ଗଣ୍ଠୀ ର ସୁସ୍କତା ଆଭ୍ୟନ୍ତରଣିୟ ସୁସ୍କତା ଫୁଲିବା ବା ଗ୍ୟାସ୍, କଷ୍ଟକାଠିନ୍ୟ ଓଜନ ହ୍ରାସ ମନ ରେ ଅସ୍ଥିରତା , ମୁଣ୍ଡ ବୁଲେଇବା , ଭିତ୍ତି ହୀନ ଅନୁଭବ କରିବା ଥଣ୍ଡା ଖରାପ ରକ୍ତ ସଞ୍ଚାଳନ , ମାଂସ ପେଶୀ ରେ ଦୁର୍ବଳତା ଆଜ୍ମା ବା ଅସ୍ତମା ସମସ୍ୟା ଅନୁଭବ ହୋଇ ଥାଏ । ସେହି ପରି ଅଜିନ୍ନ ହେବା ବି ଗୋଟିଏ ସାଧାରଣ ସମସ୍ୟା ଅଟେ । ଜାହା ଅନେକ ଲୋକ ମାନଙ୍କୁ ପ୍ରଭାବିତ କରେ । ହେଲେ ଅଧିକାଂଶ କ୍ଷେତ୍ର ଏହା ସାଧାରଣ ଏବଂ ବେଳେ ବେଳେ କଷ୍ଟ ଅନୁଭବ ହୋଇଥାଏ ।
ସେମିତି ରେ ବନ୍ଧୁଗଣ ଏହି ଠାରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଉପଚାର ବିଷୟ ରେ କବିବୁ ଜାହା ଆପଣ ମାନଙ୍କ ଏହି ଗ୍ୟାସ ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେବ । ତେବେ ବନ୍ଧୁଗଣ ଏହି ଚୁର୍ଣ୍ଣ କୁ ବନେଇବା ପାଇଁ ଆପଣ ମାନଙ୍କୁ ପ୍ରଥମେ 3 ଚାମଚ ଜୁଆଣୀ ଜରୁରୀ ଅଟେ । ଏବଂ ଏହା ପରେ ଆପଣ ମାନଙ୍କୁ ଜରୁରୀ ଅଟେ ଗୋଲ ମିରିଚ । ଏଠାରେ 20 ରୁ 30 ଟି ଗୋଲମରିଚ ହେଲେ ବି ଚଳଳିବ ।
ସେହି ପରି ଭାବେ ଏହା ପରେ ଜାହା ସାମଗ୍ରୀ ଦରକାର ହେବ ସୁଖିଲା ଅଦା ବା ସୁଣ୍ଠୀ । ସେହି ପରି ଆପଣ ମାନଙ୍କୁ ଆବଶ୍ୟକ ହେବ ପିମ୍ପଳୀ । ଏହା 3 ରୁ 4 ଟି ନେବେ । ସେହି ପରି ଆପଣ ମାନଙ୍କୁ 50 ଗ୍ରାମ୍ କଳାଲୁଣ ର ଆବଶ୍ୟକତା ରହିଛି । ଏବେ ଆପଣ ମାନେ ଏହି ସବୁ ସାମଗ୍ରୀ କୁ ସମ ପରିମାଣ ରେ ନେଇ କରୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।
ତେବେ ଆପଣ ମାନଙ୍କ ଚୂର୍ଣ୍ଣ ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ ଏହାକୁ ସେବନ କରିବା ପାଇଁ ଆପଣ ମାନଙ୍କୁ ଏକ ଗ୍ଲାସ୍ ଉସମ ପାଣି ଆବଶ୍ୟକତା ରହିଛି । ଖାଇ ସାରିବା ର 1 ଘଣ୍ଟା ପରେ ଆପଣ ମାନେ ଏହି ଚୂର୍ଣ୍ଣ ର ଏକ ଚାମଚ ପାଣି ରେ ସେବନ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଗ୍ୟାସ୍ ଜନିତ ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂର ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।