ସରକାର କରିଦେଲେ ବଡ଼ ଘୋଷଣା । ଚାଷୀ ମାନଙ୍କ ପାଇଁ ଆଉ ଏକ ନୂଆ ଯୋଜନା ଲାଗୁ…

Farmer

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ କିଷାନ ଟଙ୍କା ପାଇ ନଥିବା ଚାଷୀ ଙ୍କୁ ମିଳିବ ସହାୟତା ମେ 1 ତାରିଖ ରୁ ସରକାର ଆରମ୍ଭ କରିବେ ବଡ କାମ । ଯଦି ଆପଣ ମାନେ ବି ଜଣେ କିଷାନ ଯୋଜନା ର ହୀତାଧିକାରୀ । ଆଉ ଆପଣଙ୍କୁ ମଧ୍ୟ ଟଙ୍କା ମିଳୁ ନାହିଁ । ଏହି ନେଇ ସରକାର ଙ୍କ ପକ୍ଷରୁ ଜାରି ହୋଇଛି ଆଉ କିଛି ବଡ ଘୋଷଣା । ଯାହାକି ଆପଣଙ୍କୁ ମିଳିବାକୁ ଯାଉଛି ସହାୟତା ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଚ ଜାଣିନେବା ।

ଏପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମନିଧି ଯୋଜନା ରେ 13 ଟି କିସ୍ତି ଦେଶର କୃଷକ ମାନଙ୍କ ଦ୍ୱାରା ଗ୍ରହଣ ହୋଇଛି । ଏବଂ ଏହିଥିରୁ କୋଟି କୋଟି କୃଷକ ମାନେ ଉପକୃତ ହୋଇଛନ୍ତି । ସରକାର ବର୍ତମାନ ସମୟ ରେ 50 ହଜାର କୋଟି ରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି । ତେବେ ଫେବୃଆରୀ 27 ତାରିଖ ରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲୋକ ପ୍ରିୟ ଯୋଜନା ର 13 ତମ କିସ୍ତି କୋର୍ଣ୍ଣାଟକ ବେଲାବାଘି ରେ ଚାଷୀ ଙ୍କୁ ପ୍ରଦାନ କରିଛନ୍ତି ।

pm

ତେବେ ବର୍ତମାନ ସମୟ ରେ ଏହା ସହିତ ଯୋଡିତ ଆଉ ଏକ ଖବର ଆସୁଛି ଯାହାକି ଚାଷୀ ଙ୍କୁ ଖୁସୀ କରି ପାରିବ । ତେବେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମନିଧି ଯୋଜନା ର ହୀତାଧିକାରୀ ଙ୍କ ପରିଚୟ ପତ୍ର ଯାଞ୍ଚ କରିବା ଏବଂ ଅଧି ଯୋଗ୍ୟ ଚାଷୀ ଙ୍କୁ ଉପକୃତ କରେଇବା ପାଇଁ ସରକାର ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ଆରମ୍ଭ କରିବେ ।

ତେବେ କେନ୍ଦ୍ର 2018 ରେ ଏହି ଯୋଜନା ପୂର୍ବରୁ 26 ହଜାର କୋଟି ଟଙ୍କା କୃଷକ ମାନଙ୍କ ଏକାଉଣ୍ଟ କୁ ଟ୍ରାନ୍ସଫର ହୋଇଛି । ତେବେ ସେ ଏହା କହିଛନ୍ତି ତଥାପି ଅନେକ ଯୋଗ୍ୟ କୃଷକ ଏହି ଯୋଜନା ର ଲାଭ ଉଠେଇବାକୁ ସକ୍ଷମ ନୁହଁନ୍ତି । କାରଣ ସେମାନଙ୍କର ଆଧାର ବିବରଣି କୁ ବ୍ୟାଙ୍କ୍ ଏକାଉଣ୍ଟ ସହିତ ଯୋଡି ନାହାଁନ୍ତି ଏବଂ ସେମାନେ ନିଜର ଜମି ବିବରଣି ପ୍ରଦାନ କରି ନାହାଁନ୍ତି । ତେବେ ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ମେଗା ଡ୍ରାଇଭ ନେବାକୁ ନିସ୍ପତି ନେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *