ଆଣ୍ଠୁଗଣ୍ଠି ବିନ୍ଧା,ହାର୍ଟ – ଶିର ବ୍ଲକେଜ୍, କୋଲେଷ୍ଟ୍ରଲ, ଲିଭର ସମସ୍ୟା,ଡାଇବେଟିସ । ମୂଳରୁ ହେବ ଶେଷ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କର ବି ଶୀର ବ୍ଲକେଜ୍ ରହିଛି ବା ହାର୍ଟ ସମନ୍ଧିୟ ସମସ୍ୟା ରହିଛି ଗ୍ୟାସ୍ ଏସିଡିଟି ବହୁତ ଅଧିକ ହେଉଛି । ଲିଭର ବହୁତ ଉଇକ୍ ରହିଛି । ଡାଇଜେଷ୍ଟିବ୍ ସିଷ୍ଟମ୍ ବହୁତ ଅଧିକ ଉଇକ୍ ରହିଛି । ହାତ ଗୋଡ କାଲୁଆ ପଡିଯାଉଛି । ସ୍କିନ୍ ରିଲେଟେଡ ଅସୁବିଧା ରହିଛି । ଆପଣ ମାନଙ୍କ ସଂମ୍ପର୍ଣ୍ଣ ଶରୀର ରେ ବହୁତ ଅଧିକ କଷ୍ଟ ରହୁଛି ଦେହ ହାତ ବିନ୍ଧୁ ଅଛି ବ୍ଲଡ୍ ସୁଗାର ଜନିତ ଅସୁବିଧା ରହିଛି ।

ଆପଣ ମାନଙ୍କ ବ୍ଲଡ ସୁଗାର ସବୁ ବେଳେ ହାଇ ରହୁଛି ଯଦି ଆପଣ ମାନଙ୍କର କୋଲଷ୍ଟ୍ରୋଲ ବହୁତ ଅଧିକ ବଢିଜାଇଛି । ଆପଣ ମାନଙ୍କୁ ଏମିତି ଅନେକ ଛୋଟ ଛୋଟ ଅସୁବିଧା ରହିଛି ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ରମେଡି ପ୍ରସ୍ତୁତ କରିବା ସିଖେଇବୁ ଯେଉଁଥିରେ ଆପଣ ମାନେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

cinnamon

ତେବେ ଏହା ପାଇଁ ପ୍ରଥମେ କିଛି ପରିମାଣ ରେ ଡାଳଚିନି ନେବେ ଯାହା ଆପଣ ମାନଙ୍କ ହାର୍ଟ ପାଇଁ ବହୁତ ଇଫେକ୍ଟିଭ ଅଟେ । ତଥା ଆପଣ ମାନଙ୍କ ଶରୀର ରେ କୋଲଷ୍ଟ୍ରୋଲ ର ପରିମାଣ ବୃଦ୍ଧି ଯୋଗୁଁ ଆପଣ ମାନଙ୍କ ହାର୍ଟ ରେ ବ୍ଲକେଜ୍ ପରି ଲାଗୁଛି । ତେବେ ଏହା ସେହିଥି ପାଇଁ ବହୁତ ଇଫେକ୍ଟଟିବ ଅଟେ ।

ତେବେ ବନ୍ଧୁଗଣ ଏହି ରମେଡି ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ଏକ ପ୍ୟାନ୍ ରେ ଅଳ୍ପ ପରିମାଣ ରେ ପାଣି ନିଅନ୍ତୁ । ଏବଂ ଅଳ୍ପ ପରିମାଣ ରେ ଗରମ ହେବା ପାଇଁ ଛାଡି ଦିଅନ୍ତୁ ପରେ ସେହିଥିରେ ଦୁଇ ଚିମୁଟା ଡାଳଚିନି ଗୁଣ୍ଡ ପକାନ୍ତୁ । ଏବଂ ଗ୍ୟାସ୍ ବନ୍ଦ କରି ଏହାକୁ ଏକ କପ୍ ଢାଳନ୍ତୁ ଏବେ ଆପଣ ମାନଙ୍କ ଡ୍ରିଙ୍କ୍ ବନି ପ୍ରସ୍ତୁତ ଅଟେ ।

rimadi

ଆପଣ ମାନେ ଏହାର ଟେଷ୍ଟ ବଢେଇବା ପାଇଁ ଏହିଥିରେ ଏକ ଚାମଚ ମହୁ ର ପ୍ରୟୋଗ କରି ପାରିବେ । ଯଦି ଡାଇବେଟିସ ଭଳି ସମସ୍ୟା ଆପଣ ମାନଙ୍କୁ ରହିଛି । ତେବେ ଆପଣ ଏହାକୁ ଏହି ପରି ସେବନ କରି ପାରିବେ । ଏହାକୁ ଆପଣ ମାନେ ଖାଲି ପେଟରେ ଅଳ୍ପ ଉସୁମ୍ ଥିବା ବେଳେ ସେବନ କରି ପାରିବେ । ତେବେ ଆଣ୍ଠୁଗଣ୍ଠି ବିନ୍ଧା,ହାର୍ଟ – ଶିର ବ୍ଲକେଜ୍, କୋଲେଷ୍ଟ୍ରଲ, ଲିଭର ସମସ୍ୟା ସଂମ୍ପର୍ଣ୍ଣ ଭାବେ କିଛି ଦିନ ରେ ଭଲ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *