ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଫ୍ଲିପ୍ କାର୍ଟ ରେ ଆସି ଜାଇଛି ବିଗ୍ ସେଭିଂ ଡେ । ଯଦି ଆପଣ ମାନେ ପ୍ଲସ୍ ମେମ୍ବର ଥିବେ ଆଜିର ସମୟ ରେ ସମସ୍ତେ ପ୍ରାୟ ପ୍ଲସ୍ ମେମ୍ବର ଏହାର ଲାଭ ଉଠେଇ ପାରିବେ । ଏହା ସହିତ ନୂଆ ଲାପଟପ୍ ଆସିଛି ପ୍ରାଇମ୍ ରୁ ଜାହାକୁ ଆପଣ ମାନେ ଯଦି କିିଣିବାକୁ ଚାହିଁବେ ତେବେ ଆପଣ ମାନେ କେବଳ ମାସକୁ 700 ଟଙ୍କା ରେ ମଧ୍ୟ ଦେଇ ଆପଣ ମାନେ ଏହାକୁ କିଣି ପାରିବେ ।
ବହୁତ ଭଲ ଅଫର ରହିଛି ଯାହାକୁ ଆମେ ଆପଣ ମାନଙ୍କୁ ଏଠାରେ ଗୋଟି ଗୋଟି କରି ଜଣେଇ ଦେବୁ । ତେବେ ବନ୍ଧୁଗଣ ଫ୍ଲିପ୍ କାର୍ଟ ଆରମ୍ଭ ହୋଇଗଲା ଜବର୍ଦୋସ୍ତ ଅଫର । ଦେଖନ୍ତୁ ବିଗ୍ 7 ଡେ ଜାହାକି ଆସନ୍ତା 7 ତାରିଖ ରୁ 15 ତାରିଖ ପର୍ଯ୍ୟନ୍ତ । ହେଲେ ଯଦି ଆପଣ ମାନେ ପ୍ଲସ୍ ମେମ୍ବର ସିପ୍ ନେଇଛନ୍ତି । ତାହାଲେ ଦେଖନ୍ତୁ ସେଲ୍ ଲାଇଭ୍ ବୋଲି ଆପଣ ମାନଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ସମସ୍ତ ଜିନିଷ କମ୍ ରୁ କମ୍ ପ୍ରାଇସ୍ ରେ ଦେଖିବାକୁ ମିଳିବ ।
ତେବେ ବନ୍ଧୁଗଣ ଆପଣ ମାନେ ଯଦି ଜଣେ ଆଇଫୋନ ଲଭର ପ୍ରେମି ତେବେ ଆପଣ ମାନଙ୍କୁ ଏଠାରେ ଆଇଫୋନ 14 କେବଳ 63 ହଜାର ରେ ଦେଖିବାକୁ ମିଳୁଛି । ଏମିତି ଅନ୍ୟାନ ଆହୁରୀ ରେଟ ବି ରହିଛି । ଏହା ସହିତ ଆମେ ମାନେ ଆଇଫୋନ କୁ ବାଦ୍ ଦେଇ ଅନ୍ୟାନ୍ନ ଫୋନ ମଧ୍ୟ ଆପଣ ମାନଙ୍କୁ ବହୁତ କମ୍ ଦାମ୍ ରେ ମିଳିଯିବ । ସେହି ପରି ଆପଣ ମାନେ ଏଠାରେ ଏକ ପ୍ରାଇମ୍ ଲାପଟପ୍ କୁ ମଧ୍ୟ ଦେଖିବାକୁ ପାଇବେ । ଜାହା ସଂମ୍ପର୍ଣ୍ଣ 16 ହଜାର କୁ ପଳେଇ ଆସିଛି ।
ଏବଂ ଏବେ ଏହା ଆଉଟ ଅଫ ଷ୍ଟୋକ୍ ହୋଇଜାଇଛି । ତେବେ ଆପଣ ମାନେ ଏହାକୁ ମଧ୍ୟ EMI ଜରିଆରେ ନେଇ ପାରିବେ କେବଳ 700 ଟଙ୍କାରୁ ଆରମ୍ଭ ହେଉଛି । ଏମତି କି ଆପଣ ମାନେ ଫ୍ଲିପ୍ କାର୍ଟ ରୁ କୈଣସି ଜିନିଷ କିଣା କିଣି କରନ୍ତି କି ନାହିଁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହା ସହିତ ଆପଣ ମାନେ ମୋବାଇଲ ପର୍ଚେସ୍ ଉପରେ ICICI ବ୍ୟାଙ୍କ୍ ତରଫ ରୁ ଇନଷ୍ଟାଣ୍ଟ 10 ପ୍ରତିଶତ କ୍ୟସବେକ୍ ମଧ୍ୟ ମିଳୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।