ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ହଳଦୀ ପାଣି ପିଇବାର ଉପକାରୀତା ବିଷୟ ରେ ଆପଣ ମାନଙ୍କୁ କହିବୁ । ସାଧାରଣ ଭାବେ ହଳଦୀ କୁ ଆମେ ମାନେ ମସଲା ଭାବେ ବ୍ୟବହାର କରି ଥାନ୍ତି । ସେହି ପରି ବେଳେ ଏହି ହଳଦୀ କୁ ଆୟୁରବେଦ ରେ ବି ବ୍ୟବହାର କରା ଜାଇ ଥାଏ । ସେମିତି ରେ ଆମେ ଆପଣ ମାନଙ୍କୁ ଯେଉଁ ଉପକାରୀତା ବିଷୟ ରେ କହିବା ପାଇଁ ଯାଉଛୁ ତାହା ସୁଣିବା ପରେ ଆପଣ ମାନେ ବି ଆଜି ଠାରୁ ଏହି ହଳଦୀ କୁ ଖାଇବା ପାଇଁ ଆରମ୍ଭ କରି ଦେବେ ।
ତେବେ ପ୍ରଥମେ ହେଲା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ହଳଦୀ ରେ ଲିପୋ ପଲି ସାପାରାଇଟ୍ ରହି ଥାଏ । ଜାହା ଆପଣ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ସାହାଯ୍ୟ କରେ । ଏମିତି କ୍ଷେତ୍ର ରେ ଥଣ୍ଡା କାଶ ଭଳି ସମସ୍ୟା ରେ ଆପଣ ମାନେ କେବେ ବି ପଡନ୍ତି ନାହିଁ । ଅର୍ଥାତ୍ ହଳଦୀ ପାଣି ର ସେବନ କରିଲେ ଆପଣ ମାନଙ୍କୁ କୈଣସି ପ୍ରକାରର ଭାଇରଲ ଇନଫେକ୍ସନ ହୋଇ ନ ଥାଏ ।
ଦୁଇ ରେ ରହିଛି କ୍ଷେତ ଭରିବା ପ୍ରକ୍ରିଆ କୁ ବହୁତ ତ୍ୱାରାନିତ କରେ । ହଳଦୀ ରେ କ୍ଷେତ କୁ ଶିଘ୍ର ଭରିବାର ଗୁଣ ରହି ଥାଏ । ଏବଂ ତୃତୀୟ ରେ ରହିଛି ଆପଣ ମାନଙ୍କ ଆଣ୍ଠ ଗଣ୍ଠୀ ର ଫୁଲା କୁ ବହୁତ ସହଜ ରେ ଏହା ଭଲ କରି ଦେଇ ଥାଏ ବା ହେବାକୁ ଦିଏ ନାହିଁ । ଏହା ପାଇଁ ଆପଣ ମାନଙ୍କୁ ସପ୍ତାହ ରେ ତିନି ଥର ହଳଦୀ ପାଣି ର ସେବନ କରିବା ପାଇଁ ପଡିବ ।
ଚାରି ରେ ରହିଛି କ୍ୟନସର ଠାରୁ ଆପଣ ମାନଙ୍କୁ ସୁରକ୍ଷା ଦେଇ ଥାଏ । ହଳଦୀ ହେଉଛି ଏଣ୍ଟି କ୍ୟନସର ର ଉପାଦାନ ହୋଇ ଥାଏ । ତଥା କେବଳ ଏଥି ପାଇଁ ହିଁ ଏହା କ୍ୟନସର କୋଷ ମାନଙ୍କ ଜନ୍ମ ନେବାରୁ ବଞ୍ଚେଇ ଥାଏ । ତେଣୁ ଆପଣ ମାନେ ପ୍ରତି ଦିନ ଏହି ହଳଦୀ ପାଣି ର ସେବନ କରୁଛନ୍ତି ତେବେ ଆପଣ ମାନଙ୍କୁ କେବେ କ୍ୟନସର ହୋଇ ନ ଥାଏ । ଏହା ସହିତ ଆପଣ ମାନେ ଯଦି ପ୍ରତି ଦିନ ହଳଦୀ ର ରସ କୁ ପିଅନ୍ତି ତେବେ ଆପଣ ମାନଙ୍କ ଶରୀର ର କୋଲଷ୍ଟ୍ରଲ କୁ ବହୁତ ପରିମାଣ ରେ କମ୍ କରେ ।
ଏହା ଦ୍ୱାରା ଆପଣ ମାନଙ୍କ ହୃଦଘାତ ଭଳି ସମସ୍ୟା କୁ ଆପଣ ମାନେ ଟଳେଇ ପାରିବେ । ସେହି ପରି ବେଳେ ହଳଦୀ ର ଆଉ ଗୋଟିଏ ଭଲ ଗୁଣ ହେଲା ଏହା ଆପଣ ମାନଙ୍କ ଶରୀର ରେ ରହି ଥିବା ପିତ କୁ ତ୍ୱରାନିତ କରିବାରେ ସାହାଯ୍ୟ କରେ । ତେଣୁ ଆପଣ ମାନେ ଜାହା ଖାଆନ୍ତୁ ତାହା ସହଜ ରେ ହଜମ ହୋଇ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।