ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆଲୋବେରା ର କିଛି ଫାଇଦା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ଜାହା ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇ ଥାଏ । ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ଆଲୋବେରା କୁ ବିଜ୍ଞାନ ରେ ଗୋଟିଏ ମହତ୍ୱ ଭୂମିକା ଦିଆ ଜାଇଛି । ତେବେ ଏହି ରେ ଏମିତି ବହୁତ ଜିନିଷ ବା ଗୁଣ ରହିଛି ଜାହା ଆମ ଶରୀର ପାଇଁ ବହୁତ ଭଲ ବା ଲାଭ ଦାୟକ ଅଟେ ।
ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ଆଲୋବେରା ର କିଛି ଗୁଣ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଗୁଣ ଗୁଡିକ ରେ ଆପଣ ମାନଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣ ମାନଙ୍କ ଆଖି ର ସମସ୍ୟା ରହିଛି ତେବେ ଆପଣ ମାନେ ଗୋଟିଏ କପ୍ ପାଣି ରେ ଦୁଇ ଚାମଚ ଆଲୋବେରା ନେଇ ଆଖିରେ ଲଗେଇଲେ ଆଖି ର ସମସ୍ତ ସମସ୍ୟା ଦୂର ହୁଏ ।
ଏଣ୍ଟିସେଫ୍ଟିକ୍ ର ଗୁଣ । ଆପଣ ମାନେ ସବୁ ବେଳେ କୈଣସି ସ୍ଥାନ କଟି ଗଲେ ନିଶ୍ଚିତ ଭାବେ ତାହା ସେଫ୍ଟିକ୍ ନ ହେବା ପାଇଁ କାର୍ଯ୍ୟ କରନ୍ତି । ତେବେ ସେମିତି ବେଳେ ଯଦି ଆପଣ ମାନେ ଏହି ଆଲୋବେରା କୁ କଟି ଜାଇ ଥିବା ସ୍ଥାନ ରେ ଲଗାନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ସେଫ୍ଟିକ୍ ହେବାରୁ ରକ୍ଷା ମିଳିବ । ଶରୀରର ର ଦାଗ ଏବଂ ବ୍ରଣ ଦୂର କରେସେମିତି ରେ ଆଜିର ସମୟ ରେ ଆପଣ ମାନେ ଜାଣି ଥିବେ ଆମେ ମାନେ ମୁହଁ କୁ ସଫା କରିବା ପାଇଁ ବହୁତ ଗୁଡିଏ ଫେସୱାସ୍ କୁ ବ୍ୟବହାର କରି ଥାଏ ।
କିନ୍ତୁ ଯଦି ଆପଣ ମାନେ ସେହି ସବୁ କୁ ଛାଡି ହଳଦୀ ଏବଂ ଆଲୋବେରା କୁ ମିଶାଇ ମୁହଁ ରେ ଲଗାନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ବହୁତ ଉପକାର ହେବ । ମହିଳା ଙ୍କ ପିରିଅଡ୍ ପାଇଁ । ସବୁ ବେଳେ ଆପଣ ମାନେ ଦେଖି ଥିବେ ମହିଳା ମାନେ ପିରିଅଡ ସମୟ ରେ ବହୁତ କଷ୍ଟ ପାଇଁ ଥାନ୍ତି । ତେବେ ଯଦି ଆପଣ ମାନେ ଗୋଟିଏ ମହିଳା ତେବେ ଆପଣ ମାନଙ୍କୁ ଯେତେ ବେଳେ ବି ପିରିଅଡ ଆସୁଛି ଆପଣ ମାନେ ସେହି ସମୟ ରେ କିଛି ଆଲୋବେରା କୁ ନେଇ ନିଜର ପେଟ ରେ ଲଗେଇ ରଖନ୍ତୁ ।
ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ସେଥିରୁ ସୁରକ୍ଷା ମିଳିବ । ଯଦି ଆପଣ ମାନଙ୍କ ଆଖି ର ସମସ୍ୟା ରହିଛି ତେବେ ଆପଣ ମାନେ ଗୋଟିଏ କପ୍ ପାଣି ରେ ଦୁଇ ଚାମଚ ଆଲୋବେରା ନେଇ ଆଖିରେ ଲଗେଇଲେ ଆଖି ର ସମସ୍ତ ସମସ୍ୟା ଦୂର ହୁଏ ।